Browsing Category

ଜିଲ୍ଲା

ମାଳ ମାଳ ଅଣତାଲିମି ପ୍ରାପ୍ତ ଡାକ୍ତର ଏବଂ ବେଆଇନ ପାଥୋ ଲ୍ୟାବ୍: ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲେମାଲ।

ବୋଲଗଡ଼,୦୮/୧୦(ପିପିଟି):ବୋଲଗଡ଼ ଗ୍ରାମାଞ୍ଚଳ ଠାରୁ ବୋଲଗଡ଼ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ପର୍ଯ୍ୟନ୍ତ ମାଳ ମାଳ ଅଣତାଲିମି ପ୍ରାପ୍ତ ଡାକ୍ତର ଏବଂ ବେଆଇନ୍ ଅଣ ସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ ଏକାଧିକ…
Read More...

ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ମହା କେଳେଙ୍କାରୀ;ସାଂସଦଙ୍କୁ ଭେଟିଲେ ସମାଜସେବୀ।

ଯାଜପୁର,୦୭/୧୦(ପିପିଟି):ଓଡ଼ିଶା ରାଜ୍ୟରେ ବେସରକାରୀ ନିଶା କାରବାରକୁ ବନ୍ଦ କରିବା ନେଇ ସରକାର ବିଭିନ୍ନ ଉପାୟ ହାତକୁ ନେଉଛନ୍ତି। କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ଏଇ ବ୍ୟବସ୍ଥା ଫେଲ ମାରୁଛି।…
Read More...

ସର୍ବଭାରତୀୟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଝାରଖଣ୍ଡକୁ ହରାଇ ବୀରମହାରାଜପୁର ଚମ୍ପିୟାନ ।

ସୁବର୍ଣ୍ଣପୁର ୦୭/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ପଞ୍ଚାୟତ ପଧାନପାଲି ଖେଳପଡିଆ ଠାରେ ପ୍ରଜାମଙ୍ଗଲ କ୍ଲବ ଆନୁକୁଲ୍ୟରେ ଚାଲିଥିବା ସର୍ବଭାରତୀୟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ…
Read More...

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ।

କନ୍ଧମାଳ,୦୭/୧୦(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା…
Read More...

ଯାଜପୁରର ପାଣିକୋଇଲିରେ ଟ୍ରମା କେୟାର ସୁବିଧାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ।

ଯାଜପୁର,୦୬/୧୦(ପିପିଟି): ଆଜି ଅପରାହ୍ନରେ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଠାରେ ଜିଲ୍ଲାପାଳ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ, ଯାଜପୁର ପାଣିକୋଇଲି ଠାରେ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ କରିବା ପାଇଁ…
Read More...

ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୬/୧୦(ପିପିଟି) : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଅମ୍ବର କୁମାର…
Read More...

ଚୂଡାଖାଇ ଡଙ୍ଗର ଲୋକମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସାରସ୍ଵତ ସମାରୋହ ।

ସୁବର୍ଣ୍ଣପୁର ,୦୬/୧୦(ପିପିପି):ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚୂଡାଖାଇ ଡଙ୍ଗର ଲୋକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ କୋଶଳ ସାହିତ୍ୟ ଏକାଡେମୀର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାରସ୍ବତ ସମାରୋହ…
Read More...

ଦୃଷ୍ଟି ବାଧିତ ଓଏଏସ ଛାତ୍ରଙ୍କ ଘରେ ପହଞ୍ଚି ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର ,୦୬/୧୦(ପିପିଟି):ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାହାଦୂର ଦେବତା ଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଜଣାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ଜିଲ୍ଲାପାଳ ତାଙ୍କ ଘରକୁ…
Read More...

ମୁକ୍ତି ମଶାଲ ଯୁବ ପରିଷଦର ସ୍ମୃତିଚାରଣ ସଭା।

ପୋଲସରା୦୬/୧୦ (ପିପିଟି):ପୋଲସରା ଅଞ୍ଚଳର ସୁନାମଧନ୍ୟ ବିଶିଷ୍ଠ କଥାକାର ପ୍ରଶାନ୍ତ ନନ୍ଦଙ୍କ ଗତ ଆଶ୍ୱିନ ମାସ ୨୨ ତାରିଖ ସୋମବାର ପ୍ରତିପଦା ତିଥି ଦିବସରେ ସ୍ଵର୍ଗାରୋହଣ କରିଥିଲେ। ତାଙ୍କର ସ୍ମୃତିରେ ପୋଲସରାର ମୁକ୍ତି ମଶାଲ…
Read More...