Browsing Category

ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି, ପୁନଃରୁଦ୍ଧାର ନାଁ ରେ ସରକାରୀ ଅର୍ଥ ଚଳୁ।

ଶେରଗଡ,୧୯/୦୬(ପିପିଟି); ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନୟନ ନା ରେ ସରକାରୀ ଅର୍ଥ ଚଳୁ। ବିନା କୌଣସି କାର୍ଯ୍ୟ କରି କେବଳ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲପାସ । ଗଞ୍ଜମ ଜିଲ୍ଲା ଶେରଗଡ଼ ବ୍ଲକ…
Read More...

ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ଜମି ହୁଡାରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ହିଞ୍ଜିଳିକାଟୁ,୧୯/୦୬(ପି ପି ଟି) ଗଞ୍ଜାମ ଜଳ ବିଭାଜିକା ପ୍ରକଳ୍ପ ଓ ହିଞ୍ଜିଳି ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜମି ହୁଡାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁକ୍ରବାର ଦିନ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୨୭ ।

ଭୁବନେଶ୍ବର ୧୯/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୨୭। ପଜିଟିଭ ସଂଖ୍ୟା ୮,୭୩,୯୨୫ ଚିହ୍ନଟ ହୋଇଛନ୍ତି ୮,୨୯,୮୫୧ ଜଣ ସୁସ୍ଥ ହୋଇଥିବା ବେଳେ ୪୦,୪୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୫୫୦ ଜଣଙ୍କର ମୃତ୍ୟୁ…
Read More...

ବାଲିଗୁଡା ଉପଖଣ୍ଡ ବିଦ୍ୟୁତର ଅବ୍ୟବସ୍ଥା ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା ।

ବାଲିଗୁଡା,୧୮/୦୬(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ…
Read More...

ଅବକ୍ଷୟର ଦ୍ବାର ଦେଶରେ ପ୍ରାଚୀନ ସଭ୍ଯତାର ଭାସ୍କର୍ଯ୍ଯ ।

ମାଲକାନଗିରି,୧୮/୦୬(ପିପିଟି);ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରର ନିର୍ମାଣ ବେଳେ ପାଣି ଅନେକ ପ୍ରାଚୀନ ଭାସ୍କର୍ଯ୍ଯ ମନ୍ଦିର ଏବଂ ତତ୍କାଳିନ ରାଜବଂଶ ଦ୍ବାରା ନିର୍ମିତ କୀର୍ତ୍ତି ରାଜି ଜଳମଗ୍ନ ହୋଇଗଲା । ଏହା…
Read More...

ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର କାର୍ଯ୍ୟାଳୟରେ ତିନି ବିପ୍ଳବୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ବ୍ରହ୍ମପୁର,ତା -୧୮/୦୬(ପିପିଟି);ସି.ପି.ଆଇ(ଏମ୍ଏଲ୍)  ରେଡଷ୍ଟାରର ଓଡିଶା ରାଜ୍ୟ ସମ୍ପାଦକ ତଥା ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶିବରାମ, ପଲିଟିବ୍ୟୁରୋ ସଦସ୍ୟା ଏବଂ ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ(AIRWO)…
Read More...

ବେଲଗୁଣ୍ଠା ସହରରେ ମେଗା ଚାରାରୋପଣ ଶୁଭାରମ୍ଭ ।

ବେଲଗୁଣ୍ଠା,୧୮/୦୬(ପିପିଟି);ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି । ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ…
Read More...

ସୁନା ସଫା କରିବା ବାହାନାରେ ଚୋରି ଉଦ୍ୟମ, ଗ୍ରାମବାସୀ ଧରିଲେ ତିନି ମହିଳାଙ୍କୁ ।

ବେଲଗୁଣ୍ଠା,୧୮/୦୬(ପିପିଟି); ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅମ୍ବାପୁଆ ଗ୍ରାମରେ ଗୁରୁବାର ଅପରାହ୍ନ ରେ ତିନିଜଣ ଅଣ ଓଡ଼ିଆ ମହିଳା ଆସି ସୁନା ସଫା କରିବା ଓ ପୁରୁଣା ଖାସୁଲୁ ମାଳି ଗୁଣ୍ଠେଇ କି ନୂଆଁ କରିବାକୁ କହିବା ଏବଂ ୫୦…
Read More...

ଗଞ୍ଜାମ ଓକିଲ ସଂଘକୁ ଟ୍ଯାକ୍ସ ବାର ଓ ବିଧାୟକଙ୍କ ସହାୟତା।

ବ୍ରହ୍ମପୁର,୧୮/୦୬(ପିପିଟି); ଆଜି ଗଞ୍ଜାମ ଓକିଲ ସଂଘକୁ ଟ୍ଯାକ୍ସ ବାର ତରଫରୁ ୨୫ ଗୋଟି ଚାଉଳ ବସ୍ତା ପ୍ରଦାନ କରିଛନ୍ତି ଓ ଅନ୍ୟ ଜଣେ ଓକିଲ ବନ୍ଧୁ ଲୋକନାଥ ମିଶ୍ର ୧୫ ଗୋଟି ଚାଉଳ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ବିଧାୟକ…
Read More...