Browsing Category

ଜିଲ୍ଲା

ବାବୁଲା ରାୟଙ୍କ ଦେହାନ୍ତ, ତ୍ରିଜଙ୍ଗାକୁ ମୁରବୀଶୂନ୍ୟ କଲା: ପୂର୍ବତନ ଅର୍ଥମନ୍ତ୍ରୀ ।

ଯାଜପୁର,୧୯/୦୬(ପିପିଟି); ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ସ୍ୱର୍ଗତ ବାବୁଲା(ପ୍ରଫୁଲ) ରାୟଙ୍କ ଆକସ୍ମିକ ବିୟୋଗ, ମୋ ପାଇଁ ଅପୂରଣୀୟ କ୍ଷତି। ବାବୁଲା ମୋ ପୁଅ ପରି; ବ୍ୟକ୍ତିଗତ ଭାବେ କହିବି ସେ…
Read More...

ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଉଦ୍‌ଘାଟିତ ।

ବାଲିଗୁଡା,୧୯/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଏହା କୋଟଗଡ ବିଡ଼ିଓ କୈଳାଶ…
Read More...

ଭଞ୍ଜନଗର ଠାରେ ନକଲି ହଳଦୀଗୁଣ୍ଡ କାରଖାନା ଠାବ; ମାଲିକ ଗିରଫ ।

ଭଞ୍ଜନଗର,୧୯/୦୬(ପିପିଟି); ଆଜିକାଲି ଦୁନିଆରେ ଅସଲି ଜିନିଷ ଖୋଜି ବାହାର କରିବା କଷ୍ଟସାଧ୍ୟ ହୋଇପଡିଛି। କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ସବୁଠି ଖାଲି ନକଲି ସାମଗ୍ରୀ ଦେଖିବାକୁ ମିଳୁଛି। ଏହାକୁ ବ୍ୟବହାର କରି ମଣିଷ…
Read More...

ଆନ୍ଧ୍ରରେ ନିର୍ଯାତିତ ୬ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ ।

ମାଲକାନଗିରି,ତା:୧୯/୦୬(ପିପିଟି); କାଲିମେଳା ଅଞ୍ଚଳର ୬ ଜଣ ଆଦିବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶରେ ନିର୍ଯାତିତ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏଥିଯୋଗୁଁ ସରକାର କିମ୍ବା ପ୍ରଶାସନ ସେମାନନଙ୍କୁ ଉଦ୍ଧାର କରିବାକୁ ଆକୁଳ…
Read More...

‘ମୋ ସ୍କୁଲ ଅଭିଯାନ’ ସଂପର୍କିତ ବୈଠକ।

ତିର୍ତ୍ତୋଲ,୧୯/୦୬(ପିପିଟି); କଟରା ଗ୍ରାମପଞ୍ଚାୟତର ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏହି ସ୍କୁଲର ପୁରାତନ ଛାତ୍ର ତଥା ରାଜ୍ୟ…
Read More...

ଜଗତସିଂହପୁର ନଗର କଂଗ୍ରେସ ତରଫରୁ ରାହୁଲଗାନ୍ଧୀଙ୍କ ଜନ୍ମ ଦିବସ ପାଳନ ।

ଜଗତସିଂହପୁର,୧୯/୦୬(ପିପିଟି), ସର୍ବଭାରତୀୟ ଜାତୀୟକଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଜଗତସିଂହପୁର ନଗରକଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ତାଙ୍କ ଜନ୍ମ ଦିବସ ପାଳିତ…
Read More...

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳି ଯୁବ କଂଗ୍ରେସର ତରଫରୁ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ ।

ହିଞ୍ଜିଳିକାଟୁ,୧୯/୦୬(ପିପିଟି); -ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସ ରରେ ଡା. ସୃତି ରଞ୍ଜନ ଲେଙ୍କା ଓ ଚିନ୍ମୟ କୁମାର ହୋତାଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଯୁବ କଂଗ୍ରେସ ତରଫରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ…
Read More...

ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନ କଲେ ବିଧାୟକ।

ବୁଗୁଡା,୧୯/୦୬(ପିପିଟି); ବୁଗୁଡା ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀ ମାନଙ୍କ ପାଇଁ ଘୋଷଣା କରିଥିବା ଆର୍ଥିକ ସହାୟତା ରାଶିକୁ…
Read More...

ବୁଗୁଡା ଏନ୍ଏସି ରେ ବିଧାୟକଙ୍କ ଦ୍ବାରା ବୃକ୍ଷ ରୋପଣ।

ବୁଗୁଡା,୧୯/୦୬(ପିପିଟି); ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୱାର୍ଡ ନଂ-୧୩ କାଦପଡ଼ା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଵୃକ୍ଷରୋପଣ କରିଛନ୍ତି।…
Read More...

ଦିଗପହଣ୍ଡି – ବ୍ରହ୍ମପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ବ୍ରହ୍ମପୁର,୧୯/୦୬(ପିପିଟି); ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଦିଗପହଣ୍ଡି ଜାତୀୟ ରାଜପଥରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟରେ…
Read More...