Browsing Category

ଜିଲ୍ଲା

ଦୀର୍ଘ ଦିନ ହେଲା ରାସ୍ତା ମରାମତି ହୋଇନାହିଁ :୧୪ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା ।

ବାଲିଗୁଡା,୨୬/୦୬(ପିପିଟି): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ର ବିକାଶର ଏକ ନଗ୍ନ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା…
Read More...

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଟାରୀ କ୍ଳବ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ ।

ବେଲଗୁଣ୍ଠା,୨୬/୦୬(ପିପିଟି);ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସହାୟତା ପ୍ରଦାନ କରିବାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । ଗତ କୋଭିଡ୍ ସମୟରେ…
Read More...

ଶେରଗଡ଼ ତହସିଲ କାର୍ଯ୍ଯାଳୟ ପକ୍ଷରୁ ବୃକ୍ଷ ରୋପଣ ।

ଶେରଗଡ,୨୬/୦୬(ପିପିଟି); ଶେରଗଡ ତହସିଲ ପରିସର ରେ ଶୁକ୍ରବାର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପସ୍ଥିତରେ ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ାଙ୍କ ସମେତ ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମ ଚାରୀ ବୃକ୍ଷ ରୋପଣ କରିଥିଲେ । ଜନ…
Read More...

ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଗିରଫ ।

ଜଗନ୍ନାଥପ୍ରସାଦ,୨୬/୦୬(ପିପିଟି) ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ହତ୍ୟାକାରୀ ମାନେ ହେଲେ ଜଗନ୍ନାଥପ୍ରାସାଦ ବଜାର ନିକଟ ଦଳିତ ସାହିର…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୫୪ ।

ଭୁବନେଶ୍ବର ୨୬/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୫୪ । ପଜିଟିଭ ସଂଖ୍ୟା ୮,୯୭,୦୬୨ ଚିହ୍ନଟ ହୋଇଛନ୍ତି ୮,୬୦,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୮୪୮ ଜଣଙ୍କର ମୃତ୍ୟୁ…
Read More...

ସାହାରା ପରିବାର ପରାମର୍ଶ କେନ୍ଦ୍ରରେ ସମୀକ୍ଷା କଲେ ସହକାରୀ ଜିଲ୍ଲାପାଳ ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ସଚିବ।

ରାୟଗଡା,୨୫/୦୬(ପିପିଟି); ଆଜି ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଗୁଣୁପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାହାରା…
Read More...

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ଫେରାର ଥିବା ଦୁଇ ନକଲି ମାଓବାଦୀ ଗିରଫ ।

ବାଲିଗୁଡ଼ା,୨୫/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପୁଣି ଦୁଇଜଣ ଫେକ୍ ମାଓବାଦୀ । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁ ରେ ହୋଇଥିଲା…
Read More...

ଜୀବିକା ବୃଦ୍ଧି ପାଇଁ ଏକ ବିକଶିତ ଯୋଜନାର ଚୁକ୍ତି ସ୍ୱାକ୍ଷରିତ ।

ଯାଜପୁର,ତା ୨୫/୦୬(ପିପିଟି) : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଯାଜପୁର ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ବି.ସି.କେ.ଆଇ.ସି. ମଧ୍ୟରେ ଏକ ଏମ୍.ଓ.ୟୁ. ବା ବୁଝାମଣା…
Read More...

କୋଭିଡ ନିୟମ ଉଲ୍ଲଂଘନ: ବିନା ସାମାଜିକ ଦୂରତାରେ ବିଧବା ଦିବସ ପାଳନ ।

ବାଲିଗୁଡ଼ା,୨୫/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ…
Read More...

ରୋଟାରୀ କ୍ଲବ ତରଫରୁ ବିଶୁଦ୍ଧ ଓ ଶୀତଳ ଜଳସେବା ଆରମ୍ଭ ।

ଭଞ୍ଜନଗର,୨୫/୦୬(ପିପିଟି);ଭଞ୍ଜନଗର ରୋଟାରୀ କ୍ଲବର ୧୪ତମ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ମେଡ଼ିକାଲ ପରିସରରେ ବିଶୁଦ୍ଧ ଓ ଶୀତଳ ଜଳସେବା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର…
Read More...