Browsing Category

ଜିଲ୍ଲା

ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସହକର୍ମୀ ଗିରଫ ।

ଭଞ୍ଜନଗର,୦୩/୦୭(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ାଘରେ ରହୁଥିବା ଆର.ଡ଼ି ମହିଳା କନିଷ୍ଠ ଯନ୍ତ୍ରୀ ଜେ.ଅନିତା କୌଣସି କାରଣରୁ ଗତମାସ ୨୧ ତାରିଖରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ପୋଲିସ…
Read More...

ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର ।

କୋଦଳା,୦୩/୦୭(ପିପିଟି); କୋଦଳା ପୋଲିସ ହାତରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି!ବିଶେଷ ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିଜର ସହକର୍ମୀଙ୍କୁ ନେଇ ଫାସୀ ପଞ୍ଚାୟତର ବାତରାପଲ୍ଲୀ…
Read More...

ଶେରଗଡ ଠାରେ ଡ୍ରେନ ନିର୍ମାଣ ପାଇଁ ସ୍ଥାନ ନିରୂପଣ କାର୍ଯ୍ୟ ଆରମ୍ଭ ।

ଶେରଗଡ,୦୩/୦୭(ପିପିଟି); ଶେରଗଡ ବ୍ଳକର ଶେରଗଡ ଠାରେ ପ୍ରତିବର୍ଷ ଲାଗିରହିଥାଏ ଡ୍ରେନ ସମସ୍ୟା ପାଣି ନିଷ୍କାସନ ହେବା ପାଇଁ ଡ୍ରେନ ନଥିବାରୁ ପାଣି ନିଷ୍କାଷିତ ନହୋଇପାରି ଶହ ଶହ ଧାନ ବିଲ ପାଣିରେ ବୁଡିରହୁଥିଲା । କିନ୍ତୁ…
Read More...

ପୋଲିସ ପରେ ଅବକାରୀ ବିଭାଗ ପକ୍ଷରୁ ୭୨୦ କେଜି ଗଞ୍ଜେଇ ଜବତ , ଜଣେ ଗିରଫ ।

ଦିଗପହଣ୍ଡି,୦୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅସାମାଜିକ ଯୁବକ ମାନଙ୍କ ଦ୍ଵାରା ଗଞ୍ଜେଇ ଚୋରା କାରବାର ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ରାଜ୍ୟ ବାହାରକୁ ପଠାଇ ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି ।…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୯୧୭ ।

ଭୁବନେଶ୍ବର ୦୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୧୭ । ପଜିଟିଭ ସଂଖ୍ୟା ୯,୧୯,୦୨୬ ଚିହ୍ନଟ ହୋଇଛନ୍ତି ୮,୮୪,୨୬୨ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୫୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୫୪ ଜଣଙ୍କର ମୃତ୍ୟୁ…
Read More...

ନାଇକାଣି ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଉଁଶ ହୋଇଗଲା ଦଶ ବଖରା ଘର ।

କୋଦଳା,୦୨/୦୭(ପିପିଟି);ହୁତୁ ହୁତୁ ହୋଇ ଜଳି ଯାଉଛି ଘର ଗୁଡିକ । କିଛି ଭାବିବା ଆଗରୁ ଜଳି ପୋଡି ପାଉଁଶ ହୋଇଗଲା ଗ୍ରାମର ଚାଳ ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣି ପଲ୍ଲୀ ପଞ୍ଚାୟତର ନାଇକାଣି ପଲ୍ଲୀ…
Read More...

ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ ।

ବାଲିଗୁଡ଼ା,୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗି ୫୯ ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ…
Read More...

ବାପା ମାକୁ ହରାଇ ଅସହାୟ ଦୁଇ ଭଉଣୀ ଶାନ୍ତି ଓ ଭାରତୀ ।

ବେଲଗୁଣ୍ଠା,୦୨/୦୭(ପିପିଟି)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଲୁଦନ ଗ୍ରାମର କୃଷ୍ଣ ନାୟକ ନିଜ ସ୍ତ୍ରୀ ଏବଂ ଦୁଇ ଝିଅକୁ ନେଇ ଦୀର୍ଘଦିନ ଧରି ବାହାର ରାଜ୍ୟରେ ରହି ଆସୁଥିଲେ । ହଠାତ୍…
Read More...

ଆଦିବାସୀ ବୃଦ୍ଧାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ;ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି।

ବାଲିଗୁଡା,୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀଙ୍କ ଦୁଃଖ ବୁଝିବାକୁ କାହା…
Read More...