Browsing Category

ଜିଲ୍ଲା

ବେଆଇନ ବାଲି ଚାଲାଣ ବେଳେ ୭ ଟି ଟ୍ରାକ୍ଟର ଜବତ ।

ଶେରଗଡ,୦୪/୦୭(ପିପିଟି); ଶେରଗଡ ତହସିଲ ଅଧିନସ୍ତ ବିଭିନ୍ନ ନଦୀରୁ ପ୍ରତିଦିନ ଶହ ଶହ ଚୋରା ବାଲି ଚାଲାଣ ହେଉଥିବା ବେଳେ ଆଜି ରବିବାର ର ସୁଯୋଗ ନେଇ କିଛି ଦଲାଲ ଚୋରା ବାଲି ଚାଲାଣ କରୁଥିବା ବେଳେ ଖବର ପାଇ ଏହାକୁ ରୋକ ଲଗେଇବା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୭୦ ।

ଭୁବନେଶ୍ବର ୦୪/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୭୦ । ପଜିଟିଭ ସଂଖ୍ୟା ୯,୨୧,୮୯୬ ଚିହ୍ନଟ ହୋଇଛନ୍ତି ୮,୮୭,୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୨୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୯୬ ଜଣଙ୍କର ମୃତ୍ୟୁ…
Read More...

ପୋଡାମାରି ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି,୦୩/୦୭(ପିପିଟି);ରାଜ୍ୟ ସରକାରଙ୍କ ମୋ ନିବେଦନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଅଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ…
Read More...

ଅଶିଏ ହଜାର ଟଙ୍କାର ଖତ ବିକିଲା କୋଦଳା ଏନ୍ଏସି ।

କୋଦଳା,୦୪/୦୭(ପିପିଟି);କୋଦଳା ଏନଏସି ବର୍ଜ୍ୟବସ୍ତୁ କେନ୍ଦ୍ରରୁ ଆଜି ଅଶିଏ ହଜାର ଟଙ୍କାର ଖତ ବିକ୍ରି ହୋଇଥିବା ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି ପ୍ରକାଶ କରିଛନ୍ତି ।ଅତ୍ୟଆଧୁନିକ ଜ୍ଞାନ କୌଶଳରେ କୋଦଳା…
Read More...

୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କଲେ ତହସିଲଦାର ।

ବାଲିଗୁଡା,୦୩/୦୭(ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ସିମନବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ୨୦୩ ଜଣ…
Read More...

ସୁବର୍ଣ୍ଣପୁରରେ ୭୨ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ।

ସୁବର୍ଣ୍ଣପୁର,୦୩/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ୭୨ତମ ବନ ମହୋତ୍ସବ ସୋନପୁର ସହର ନିକଟସ୍ଥ ଝିଙ୍କିଠାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଯୋଜନା ଓ ସଂଯୋଜନା, ବାଣିଜ୍ୟ ଓ ପରିବହନ…
Read More...

ସିଆରପିଏଫ ଜବାନଙ୍କ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ।

ବାଲିଗୁଡା,୦୩/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଥିବା ସିଆରପିଏଫ ଜି/୧୨୭ ବାଟାଲିୟନ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି l "ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ସମ୍ପଦ" କୁ…
Read More...

ନିଗମାନନ୍ଦ ଏଜୁକେଶନ ସେଣ୍ଟର ତରଫରୁ କୋଭିଡ଼ ସଚେତନତା ଏବଂ ବୃକ୍ଷରୋପଣ ।

ଭଞ୍ଜନଗର,୦୩/୦୭(ପିପିଟି); ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେଶନ ସେଂଟର ତରଫରୁ ରିପିଟିପଲ୍ଲୀ ଗ୍ରାମରେ ୭୨ତମ ବନ ମହୋତ୍ସବ ଅନୁଷ୍ଠାନର ସଭାପତି ବି.ଗୋବିନ୍ଦ ରାଓ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପ୍ରବଳ ବର୍ଷା ଓ ବଜ୍ରପାତରେ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ;ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବି।

ବାଲିଗୁଡା,୦୩/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା଼ ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଜଙ୍ଗଲକୁ ଚରିବାକୁ…
Read More...

୧୭୭ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅନୁଦାନକୁ ଚାହିଁ ଚାହିଁ ବୟସର ଅପରାହ୍ନରେ ଶିକ୍ଷକ ଶିକ୍ଷୟିତ୍ରୀ ।

ବେଲଗୁଣ୍ଠା,୦୩/୦୭(ପିପିଟି); ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାଧ୍ୟମିକ ଶିକ୍ଷା ଯୋଗାଇଦେବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଶହ ଶହ ଯୋଜନା । ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଖଞ୍ଜି ଚାଲିଛନ୍ତି ଗୋଟାଏ ପରେ…
Read More...