Browsing Category
ଜିଲ୍ଲା
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦୩ ।
ଭୁବନେଶ୍ବର ୦୫/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୦୩ । ପଜିଟିଭ ସଂଖ୍ୟା ୯,୨୪,୬୯୯ ଚିହ୍ନଟ ହୋଇଛନ୍ତି ୮,୯୦,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୬୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୨୪୮ ଜଣଙ୍କର ମୃତ୍ୟୁ…
Read More...
Read More...
ବିବାହର ପ୍ରଲୋଭନ ଦେଖା ଦୁଷ୍କର୍ମ:ବନପାଳ ଗିରଫ ।
ମାଲକାନଗିରି,ତା:୦୪/୦୭(ପିପିଟି); ମାଲକାନଗିରି ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ଯର ତମୂରଲୀଧର ଅନୁଗୁଳିଆ ଦୀର୍ଘ ଦିନ ଧରି ଏକ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହେଲା ପରେ ମାଲକାନଗିରି…
Read More...
Read More...
କୀଟ ନାଶକ ଖାଇ ଯୁବକଙ୍କ ଆତ୍ମହତ୍ୟା ।
ଭଞ୍ଜନଗର,୦୪/୦୭(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ା ଗ୍ରାମରେ ଜଣେ ଯୁବକ କୀଟ ନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଗ୍ରାମର ସ୍ବର୍ଗତଃ ଖଦାଳ ବରାଡ଼ଙ୍କ ପୁଅ ଗଣେଶ ବରାଡ଼(୨୫) ପୂର୍ବରୁ ସୁରଟ ରେ ରହି…
Read More...
Read More...
ବେଲଗୁଣ୍ଠା ଥାନା ପରିସରରେ ବିଧାୟକ ଏଡିଜେ ଏବଂ ଉପଜିଲ୍ଲାପାଳଙ୍କ ମିଳିତ ବୃକ୍ଷ ରୋପଣ ।
ବେଲଗୁଣ୍ଠା,୦୪/୦୭(ପିପିଟି); ସ୍ଥାନୀୟ ଥାନା ପରିସରରେ ମୂଲ୍ୟବାନ ଏବଂ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଉପଖଣ୍ଡ ଆରକ୍ଷ ଅଧିକାରୀ…
Read More...
Read More...
କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ।
ବାଲିଗୁଡା,୦୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ୱାଦିକ ସଂଘ ପକ୍ଷରୁ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...
Read More...
କନ୍ଧମାଳର ବରିଷ୍ଠ ଆଇନଜିବୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
କନ୍ଧମାଳ,୦୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ସଦସ୍ୟ ଅଜିତ କୁମାର ପାଣିଗ୍ରାହୀ(ରୁନା)ଙ୍କ ଫୁଲବାଣୀ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ତାଙ୍କ ବିୟୋଗରେ…
Read More...
Read More...
କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ ।
ବାଲିଗୁଡା,୦୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ମନୋନିତ ହୋଇଛନ୍ତି । ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀ ଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼…
Read More...
Read More...
ବଜ୍ରାଘାତରେ ଦୁଇଟି ଗାଈ ଓ ଗୋଟିଏ ବଳଦର ମୃତ୍ୟୁ।
ବୋଲଗଡ଼,୦୪/୦୭(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗର ଗୁଆଁ ଗ୍ରାମ ପଞ୍ଚାୟତ ର ବାଳସିଂହ ଗ୍ରାମରେ ବିଲରେ ଚରୁଥିବା ଦୁଇଟିଗାଈ ଓ ଗୋଟିଏ ବଳଦକୁ ଆଜି ଦିନ ଦୁଇଟା ବେଳେ ବଜ୍ରାଘାତ ହେବାରୁ ମୃତ୍ୟୁ ଘଟିଛି। ବାଳସିଂହ ଗ୍ରାମର…
Read More...
Read More...
୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ।
ଯାଜପୁର,୦୪/୦୭(ପିପିଟି) : ଯାଜପୁର ଜିଲ୍ଲା ବନ ସୁରକ୍ଷା ସମିତି ଉପର ଟମକା ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏଏନ୍ଆର୍ ବନୀକରଣ…
Read More...
Read More...
ଆହତ ହାତୀର ଚିକିତ୍ସା କଲା ବନବିଭାଗ ।
ବୋଲଗଡ଼,୦୪/୦୭(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଠାବ ହେଲା ଆହତ ହାତୀ । ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜର କରି ଚିକିତ୍ସା କରିଛି । ଗତ ଜୁନ ୨୩ ତାରିଖରେ ଏହି…
Read More...
Read More...