Browsing Category

ଜିଲ୍ଲା

ଗ୍ରାମ୍ୟ ଜଳଯୋଗାଣ ଶ୍ରମିକଙ୍କ ପ୍ରେସମିଟ୍ ସହ କ୍ଷୋଭପ୍ରଦର୍ଶନ।

ରାୟଗଡା,୦୬/୦୭(ପିପିଟି); ବିଷମକଟକ ବ୍ଲକର ସମସ୍ତ ଗ୍ରାମ୍ୟ ଜଳଯୋଗାଣରେ କାର୍ଯ୍ୟରତ ଶ୍ରମିକ ଦୀର୍ଘ ୨୧ ବର୍ଷଧରି ପ୍ରତିଦିନ ୬ ରୁ ୮ ଘଣ୍ଟା ପରିଶ୍ରମର ଫଳରୂପେ ଏଯାଏ ସର୍ବନିମ୍ନ ପାରିଶ୍ରମିକ ପାଇ ପାରୁନଥିବାରୁ ସରକାରଙ୍କ…
Read More...

ପଞ୍ଚାୟତ କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ ।

ବାଲିଗୁଡା,୦୬/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା…
Read More...

ବାଇକ ଦୁର୍ଘଟଣାରେ ମାମୁଁ ଓ ଭଣଜା ଗୁରୁତର ।

ଭଞ୍ଜନଗର,୦୬/୦୭(ପିପିଟି); ସ୍ଥାନୀୟ ବେଲଗୁଣ୍ଠା ରୋଡ଼ରେ ଦିନ ସାଢ଼େ ଗୋଟାଏ ସମୟରେ ମାମୁଁ ଓ ଭଣଜା ହିରୋ ଗ୍ଲାମର ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଗଛକୁ ଧକ୍କା ଦେବା ଫଳରେ ଉଭୟ…
Read More...

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ୩୧କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ୧୫୩୬ହେକ୍ଟର ଜମିକୁ ଜଳଯୋଗାଣ ।

ଭଞ୍ଜନଗର,୦୬/୦୭(ପିପିଟି); ଭଞ୍ଜନଗର ବ୍ଲକ ଢୋଲପିଟା ଠାରେ ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ଜଳ ସେଚନ ଓ ପାନୀୟ ଜଳଯୋଗାଣ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବଡ଼ନଦୀ ଉପରେ ଏକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ…
Read More...

କୁମୁଣ୍ଡି ଏବଂ ଖଇରପୁଟି ବିଦ୍ୟାଳୟରେ ବନ ମହୋତ୍ସବ ।

ବେଲଗୁଣ୍ଠା,୦୬/୦୭,(ପିପିଟି); ୭୨ ତମ ବନ ମହୋତ୍ସବ ସପ୍ତାହର ଷଷ୍ଠ ଦିନରେ ବେଲଗୁଣ୍ଠା ବ୍ଳକ୍ ର କୁମୁଣ୍ଡି ଏବଂ ଖଇରପୁଟି ବିଦ୍ୟାଳୟରେ ବୃକ୍ଷରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁମୁଣ୍ଡି…
Read More...

ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

କନ୍ଧମାଳ,୦୬/୦୭(ପିପିଟି) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ ଟି ପିସି ଦ୍ଵାରା ଫିଡ଼ିକୋ କମ୍ପାନୀ ମାଧ୍ୟମରେ ଠିକାଦାରଙ୍କୁ ନେଇ କାମ କଲେ ଏବଂ ଘର ଘରକୁ ବିଜୁଳି ପହଞ୍ଚାଇଲେ ହେଲେ କାମ କରିଥିବା…
Read More...

ଉତ୍କଳ ସାହିତ୍ଯ ସଂସଦ ଦ୍ବାରା ବନ ମହୋତ୍ସବ ପାଳିତ ।

ମାଲକାନଗିରି,ତା:୦୬/୦୭(ପିପିଟି) ମାଲକାନଗିରି ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ୧୧୯ କଲୋନୀ ଠାରେ ବନମହୋତ୍ସବ ପାଳନ କରାଯାଇଛି । ଶ୍ରୀ ନାୟକ ଜଣେ ପ୍ରକୃତି ପ୍ରେମୀ ଏବଂ ବୃକ୍ଷକୁ ବେଶୀ ଭଲ…
Read More...

୭୨ତମ ବନ ମହୋତ୍ସବ ପାଳିତ;ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ ।

ବାଲିଗୁଡ଼ା,୦୬/୦୭(ପିପିଟି): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଥିବା ବେଳେ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ କୋଟଗଡ ରେଞ୍ଜ ମାଦାଗୁଡ଼ା ପଞ୍ଚାୟତର ଝରିଘାଟି ନିକଟରେ ଥିବା ଏକ…
Read More...

ଅକ୍ଷମ ହେଲେ ବି ରୋଜଗାର ପାଇଁ ଚେଷ୍ଟା ।

ବେଲଗୁଣ୍ଠା,୦୬/୦୭(ପିପିଟି)ଜନ୍ମରୁ ଦୁଇଟି ଗୋଡ ଅଚଳ । ଠିଆ ହେବାକୁ କିମ୍ବା ଚାଲିବା ପାଇଁ ସକ୍ଷମ ନୁହେଁ ଗୋଡ । କେବଳ ଘୋଷାରି ହୋଇ କିଛି ଚଳପ୍ରଚଳ ହେଉଛି । ଗତ ୨୨ ବର୍ଷ ହେଲା ଏମିତି କଟୁଛି ଜୀବନ । ହେଲେ ପରିବାରର ଅବସ୍ଥା…
Read More...

ଉପର ମାଳିଗାଁରେ ଜଳସଙ୍କଟ,ଗାଁ ଠାରୁ ୧ କିଲୋମିଟର ଦୂରରେ ଥିବା ଝରଣା ପାଣିଉପରେ ଭରସା।

ରାୟଗଡ଼ା,୦୬/୦୭(ପିପିଟି); କାଶୀପୁରବ୍ଲକ ରେଙ୍ଗା ପଞ୍ଚାୟତର ଉପରମାଳିଗାଁରେ ଦେଖାଦେଇଛି ଘୋର ଜଳସଙ୍କଟ। ସାହାଭରସା ହେଉଛି ୧ କିଲୋମିଟର ଦୂର ଝରଣାରପାଣି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମରେ ୮୫ ଘର ଆଦିବାସୀ ଓ ଗୌଡ଼…
Read More...