Browsing Category

ଜିଲ୍ଲା

ସନମେମୁଣ୍ଡି ବିଜେପି ପକ୍ଷରୁ ପ୍ରଧାମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ ।

ସାନଖେମୁଣ୍ଡି,୦୯/୦୭(ପିପିଟି); ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିିବ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନରେ ରାଜ୍ୟରେ ଅନିୟମିତତାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ…
Read More...

ଢ଼ିଙ୍କିସାଳ ରେ ଗଡ଼ିଲା ରାଜସ୍ୱ ରଥ, ୧୭ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର ।

ଶେରଗଡ,୦୯/୦୭(ପିପିଟି);କରୋନା ମହା ମାରମାରୀ ସମୟରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଆଜି…
Read More...

ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ: ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ ।

ବାଲିଗୁଡା,୦୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ…
Read More...

ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ।

ବାଲିଗୁଡ଼ା,୦୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ…
Read More...

ତୈଳ ଓ ଗ୍ଯାସ ମୂଲ୍ୟ ବୃଦ୍ଧି ପତିବାଦରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ।

ଭଞ୍ଜନଗର,୦୯/୦୭(ପିପିଟି);ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଯୁବ ନେତା ପ୍ରଶାନ୍ତ କୁମାର ବିଶୋଇଙ୍କ ନେତୃତ୍ୱରେ ବର୍ଦ୍ଧିତ ପେଟ୍ରୋଲ ଡିଜେଲ ଦର ପ୍ରତ୍ୟାହାର…
Read More...

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ୫-ଟି ସଚିବଙ୍କ ସହିତ ଚାଷୀଙ୍କ ଭିଡିଓ କନଫରେନ୍ସରେ ଆଲୋଚନା।

ପୋଲସରା,୦୯/୦୭(ପିପିଟି);ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ଚାଷୀ ମାନଙ୍କୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଠାରେ ୫ -ଟି ସଚିବ ଭି.…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦୬ ।

ଭୁବନେଶ୍ବର ୦୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୦୬ । ପଜିଟିଭ ସଂଖ୍ୟା ୯,୩୫,୧୪୬ ଚିହ୍ନଟ ହୋଇଛନ୍ତି ୯,୦୩,୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୪୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୪୭୬ ଜଣଙ୍କର ମୃତ୍ୟୁ…
Read More...

ବଜ୍ରାଘାତରେ ପିତାମାତାଙ୍କୁ ହରାଇ ଥିବା ୪ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ।

ରାୟଗଡା,୦୮/୦୭(ପିପିଟି); ରାମନାଗୁଡ଼ା ବ୍ଲକ ଗୁଲୁଣ୍ଠି ପଞ୍ଚାୟତ ତାମିଲଗୁଡାର ଗୋପନ ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗସ୍ତ ୧.୭.୨୧ ରେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ୪ ଜଣ ଅନାଥଶିଶୁ ଦିଗହରା…
Read More...

ଭୈରବୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା:ସ୍କୁଲ କମିଟି ଅଡିବସିଲେ; ପ୍ରଧାନ ଶିକ୍ଷୟତ୍ରୀ ବଦଳିଲେ ।

ବାଲିଗୁଡା,୦୮/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ସ୍ଥିତ ମା ଭୈରବୀ ଉଚ୍ଚ ବିଦ୍ୟାଳୟ ରେ ଲାଗି ରହିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ ଦୀର୍ଘ ଦିନ ପରେ…
Read More...

ବାଲିଗୁଡା ରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ବିନା ଭକ୍ତରେ ଯଥା ରୀତିନୀତିରେ ପାଳନ ହେବ ରଥଯାତ୍ରା ।

ବାଲିଗୁଡ଼ା,୦୮/୦୭(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟ ରେ ବିନା ଭକ୍ତରେ ହେବ ରଥଯାତ୍ରା। ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...