Browsing Category
ଜିଲ୍ଲା
ସ୍ୱଚ୍ଛ ଭାରତ ସଂଗଠନ ଓ ପୌର ପରିଷଦର ମିଳିତ ସହଯୋଗରେ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ସଫେଇ କାର୍ଯ୍ୟକ୍ରମ ।
ସୁବର୍ଣ୍ଣପୁର,୧୨/୧୨(ପିପିଟି): ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର/ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି । ସଂଗଠନର…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୦।
ଭୁବନେଶ୍ବର ୧୨/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୦ ପଜିଟିଭ ସଂଖ୍ୟା ୧୦,୫୧,୫୭୪ ଚିହ୍ନଟ ହୋଇଛନ୍ତି ୧୦,୪୧,୧୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୯୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୪ ଜଣଙ୍କର ମୃତ୍ୟୁ…
Read More...
Read More...
ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ।
ବୁଗୁଡା,୧୧/୧୨(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ ବୟସ-୧୪ ,ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଅଛି। ବିଧାୟକ ପୋଲସରା…
Read More...
Read More...
ଗାଁ ସାଥୀ ସଂଘର ସାମ୍ବାଦିକ ସମ୍ମିଳନୀ ।
ମାଲକାନଗିରି,୧୧/୧୨(ପିପିଟି): ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ମାଲକାନଗିରି ଜିଲ୍ଲା ଶାଖା ଆନୁକୂଲ୍ଯରେ ଏକ ସାମ୍ବାଦିକ ସମ୍ମିଳନୀ ମାଲକାନଗିରି ସଦର ମହକୁମା ସ୍ଥିତ ହୋଟେଲ ଇନ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି…
Read More...
Read More...
ୟୁଜେଏ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧଞ୍ଜଳି ।
ଭଞ୍ଜନଗର,୧୧/୧୨(ପିପିଟି): ତାମିଲନାଡୁର କୁନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଓଡିଶା ର ଜଣେ ବାୟୁସେନା…
Read More...
Read More...
କୃଷକ ଆନ୍ଦୋଳନର ଐତିହାସିକ ବିଜୟ ଉତ୍ସବ ପାଳନ ।
ବ୍ରହ୍ମପୁର,୧୧/୧୨(ପିପିଟି): ସଂଯୁକ୍ତ କୃଷକ ମୋର୍ଚ୍ଚା ଗଞ୍ଜାମ ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି । ଏକ ଦୀର୍ଘ ମିଆଦୀ, ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଐତିହାସିକ ମିଳିତ କୃଷକ ଆନ୍ଦୋଳନ ର…
Read More...
Read More...
ଗଞ୍ଜାମରେ ଧରା ପଡ଼ିଲେ ୧୨୦୦ ନକଲି ଚାଷୀ । ବିନା ଚାଷରେ ଧାନ ବିକ୍ରି ପାଈଁ କରିଥିଲେ ପଞ୍ଜିକରଣ ।
ବ୍ରହ୍ମପୁର,୧୧/୧୨(ପିପିଟି): ଗଞ୍ଜାମ ଜିଲ୍ଲାରେ ଧରା ପଡିଲା ନକଲି ଚାଷୀ ପଞ୍ଜିକରଣ । ଚାଷ ଅସଲି କିନ୍ତୁ ନକଲି ଚାଷୀ । ୧୨୦୦ ନକଲି ଚାଷୀ ପଞ୍ଜିକରଣ କରିଥିଲେ ୧୦ ହଜାର ଏକର ଜମି । ଜମି ନଥାଇ ଘର ଡିହ ଏବଂ ବାସ ଗୃହ ପଟ୍ଟା…
Read More...
Read More...
ଯୌତୁକ ପାଇଁ ବଧୂ ନିର୍ଯାତନା, ଥାନାରେ ମାମଲା ରୁଜୁ ।
ମାଲକାନଗିରି,୧୦/୧୨(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ ନିକଟସ୍ଥ ଏମ.ପି.ଭି -୭୫ ଗ୍ରାମରେ ବିବାହିତା ବଧୂ ରଞ୍ଜିତା ହାଲଦାରଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ନିର୍ମମ ଭାବରେ…
Read More...
Read More...
ଜିଲ୍ଲା ସ୍ତରୀୟ ବାଲ୍ଯ ବିବାହ ପ୍ରତିରୋଧ ମଞ୍ଚ ଅନୁଷ୍ଠିତ ।
ମାଲକାନଗିରି,୧୦/୧୨(ପିପିଟି): ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ବୈଠକ ମାଲକାନଗିରି ଜିଲ୍ଲା ପ୍ରଶାସନ , ଆକ୍ସନ ଏଡ୍ ଓ ୟୁନିସେଫ୍ ଓଡିଶାଙ୍କ ମିଳିତ ଉଦ୍ୟମରେ ଡିଆରଡିଏ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...
Read More...
ବର୍ଷା କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ଦାବିରେ ଧରାକୋଟରେ ଚାଷୀ ଓ ଭାଗଚାଷୀମାନଙ୍କ ବିକ୍ଷୋଭ ।
ଧରାକୋଟ,୧୦/୧୨(ପିପିଟି): ଗଞ୍ଜାମ ଜ଼ିଲ୍ଲା ଧରାକୋଟ ତହସିଲ କାର୍ଯ୍ୟଳୟ ସମୁଖରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ତରଫରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଫଳରେ…
Read More...
Read More...