Browsing Category

ଜିଲ୍ଲା

ଦେଶୀ ମଦ ଭାଟିରେ ଆତ୍ମହତ୍ୟା ।

ବେଲଗୁଣ୍ଠା,୧୬/୦୭(ପିପିଟି);ବେଲଗୁଣ୍ଠା ଦେଶୀ ମଦ ଭାଟିରେ କାମ କରୁଥିବା ଜଣେ କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ମୃତ କର୍ମଚାରୀଙ୍କ ନାମ ବିକୁ କୁମାର…
Read More...

ବାଲ୍ୟ ବିବାହ ମୁକ୍ତ, ଶିଶୁ ମୃତ୍ୟୁ ଓ ଭୃଣ ହତ୍ୟା ନ କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ ।

ଶେରଗଡ,୧୬/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଚିଠି ନଂ ୯୬୬୫ ଅନୁଯାଇ ଶେରଗଡ଼ ବ୍ଲକ ଅନ୍ତର୍ଗତ ମହୁପଦର ଗ୍ରାମ ପଞ୍ଚାୟତରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ…
Read More...

ନିଆରା ଜନ୍ମ ଦିନ ପାଳିଲେ ସମାଜସେବୀ ମୋହନ ।

ଯାଜପୁର,୧୬/୦୭(ପିପିଟି) :ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଭୁଷଣ୍ଡପୁର ଗ୍ରାମର ସମାଜସେବୀ ମୋହନ ମହାରଣା ଜନ୍ମ ଦିନରେ କର୍କଟ ରୋଗୀକୁ ରକ୍ତ ଦାନ କରିଛନ୍ତି। ଯାଜପୁର ରୋଡ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେଇ ସୁକିନ୍ଦା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୭୦ ।

ଭୁବନେଶ୍ବର ୧୬/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୭୦ । ପଜିଟିଭ ସଂଖ୍ୟା ୯,୪୯,୯୨୯ ଚିହ୍ନଟ ହୋଇଛନ୍ତି ୯,୨୩,୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୭୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୯୨୫ ଜଣଙ୍କର ମୃତ୍ୟୁ…
Read More...

କୁକୁଡାଖଣ୍ଡିରେ ଓଡ଼ିଶା ବନ୍ଦ ସଫଳ ।

କୁକୁଡାଖଣ୍ଡି,୧୫/୦୭(ପିପିଟି); ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବିରୋଧରେ ସି.ପି.ଆଇ (ଏମ୍-ଏଲ୍)ରେଡଷ୍ଟାର ଏବଂ ଟିୟୁସିଆଇ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ…
Read More...

ବିଷାକ୍ତ ସାପ କାମୁଡାରେ ୧୪ ବର୍ଷର ନାବାଳକ ମୃତ ।

ବେଲଗୁଣ୍ଠା,୧୫/୦୭ (ପିପିଟି);ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (୧୫) ରାତିରେ ଖାଇ ସାରି ଘରେ ଶୋଇଥିଲା I ରାତ୍ରି ପ୍ରାୟ ୧ ଘଣ୍ଟ ବେଳେ କଣ…
Read More...

ଫୋକସରେ କଣ୍ଡାବାରିଡି,ସ୍ଥିତି ପରଖିଲେ ଉପଜିଲ୍ଲାପାଳ।

ରାୟଗଡ଼ା,୧୫/୦୭(ପିପିଟି); ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର ଅପହଞ୍ଚ ଗାଁ ଏବଂ ସମୁଦ୍ରପତ୍ତନ ପ୍ରାୟ ୯୦୦ ମିଟର ଉପରେ ଥିବା କଣ୍ଡାବାରିଡିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ।ସେ…
Read More...

କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ।

ବେଲଗୁଣ୍ଠା,୧୫/୦୭(ପିପିଟି), ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମପଞ୍ଚାୟତ କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବରାମ ରାଉତଙ୍କ…
Read More...

କଂଗ୍ରେସ ଓ ବାମ ପନ୍ଥୀ ଦଳର ବନ୍ଦ ଡାକରା ସଫଳ ।

ଭଞ୍ଜନଗର,୧୫/୦୭(ପିପିଟି); କରୋନା ମହାମାରୀ ସମୟ ଲୋକଙ୍କ ଅର୍ଥନୀତି ଦୋହଲି ଯାଇଥିବା ବେଳେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଓ କଂଗ୍ରେସ ଦଳ ତରଫରୁ ଗୁରୁବାର ବନ୍ଦ ଡାକରା…
Read More...

କଳା ଓ କଳାକାର ହୀତୈଷୀ ଦାବି ଘେନି କଳାକାର ମହା ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,ତା.୧୫/୦୭ :କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ସଭାକକ୍ଷ ଠାରେ କୋଭିଡ୍ ନିୟମ ଅନୁପାଳନ…
Read More...