Browsing Category

ଜିଲ୍ଲା

ଆସିକା ବିଧାୟିକାଙ୍କ ଦ୍ବାର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ ।

ଆସିକା,୧୯/୦୭(ପିପିଟି); ଦେବଭୂମୀ ପଞ୍ଚାୟତ ମାମୁଁଡିହ ଠାରେ ଆମ ଅଙ୍ଗନୱାଡି କେନ୍ଦ୍ର ୨ ର ଶୁଭ ଉଦଘାଟନୀ ସମାରୋହରେ ଆସିକା ବିଧାୟୀକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ୍…
Read More...

ବାରବାଟୀ ବିଶ୍ୱନାଥପୁରୁ-ରାମଚଣ୍ଡୀ ଗଡମାଣତୀର ପୀଠକୁ ଯାଇଥିବା ରାସ୍ତା ଦୂରବସ୍ଥା।

ବୋଲଗଡ଼,୧୯/୦୭(ପିପିଟି):ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ବେଗୁନିଆ ଡାକଘର ଠାରୁ ନୟାଗଡ଼ ଜିଲ୍ଲା ଲୋଧାଚୁଆ,ରଣପୁରୁ ସହିତ ଯୋଡା ହୋଇ ଥିବା ଗ୍ରାମାଞ୍ଚଳରେ ମୁଖ୍ୟ ରାସ୍ତା ରୁ ବାରବାଟି ବିଶ୍ୱନାଥପୁର ଠାରୁ ମାତ୍ର…
Read More...

କୋଦଳା କଲେଜ ପରିସରରେ ୭୨ତମ ବନମହୋତ୍ସବ ପାଳିତ ।

କୋଦଳା,୧୯/୦୭(ପିପିଟି) : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ୭୨ତମ ବନୋ ମହୋତ୍ସବ ଓ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପଦ୍ମ ଚରଣ ପାଢ଼ିଙ୍କ…
Read More...

ଆସନ୍ତା ଦୁଇ ଦିନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ ମନ୍ତ୍ରୀ ଆରୁଖ ।

ଭଞ୍ଜନଗର,୧୯/୦୭(ପିପିଟି); ଭଞ୍ଜନଗର ବ୍ଲକ ଓ ଏନ୍ଏସିର ବିଭିନ୍ନ ଜନ ହିତକର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମଙ୍ଗଳବାର ଓ ବୁଧବାର ଏହି ୨ଦିନ ମଧ୍ୟରେ ଏସବୁକୁ ଉଦ୍‌ଘାଟନ କରିବେ ସ୍ଥାନୀୟ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୪୮ ।

ଭୁବନେଶ୍ବର ୧୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୪୮ । ପଜିଟିଭ ସଂଖ୍ୟା ୯,୫୫,୯୭୪ ଚିହ୍ନଟ ହୋଇଛନ୍ତି  ୯,୩୦,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୩୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୧୧୬ ଜଣଙ୍କର ମୃତ୍ୟୁ…
Read More...

ନାଁକୁ ବଡ଼ନାଳ ପ୍ରକଳ୍ପ,ଜଳଭଣ୍ଡାର ଓ କେନାଲ ମୁକୁଳା ।

ରାୟଗଡା,୧୮/୦୭(ପିପିଟି); ପଦ୍ମପୁରବ୍ଲକ ବଡନାଳ ଜଳପ୍ରକଳ୍ପ ହେଉଛି ଏହି ଅଞ୍ଚଳର ଲାଇଫ ଲାଇନ। ମାତ୍ର ଜଳଭଣ୍ଡାରରେ ଏବେ ପାଣିର ଅଭାବ।ଏହି ପ୍ରକଳ୍ପ ୧୯୯୬ ମସିହାରେ ହେବାରୁ ଗୁଣପୁର, ଗୁଡାରି,ରାମନାଗୁଡା ଏବଂ ପଦ୍ମପୁର ବ୍ଲକର…
Read More...

କାର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର ।

ବେଲଗୁଣ୍ଠା,୧୮/୦୭(ପିପିଟି);ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ବସଷ୍ଟାଣ୍ଡ ନିକଟରେ ଘଟିଛି ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇ କଥା ହେଉଥିବା ଲୋକଙ୍କୁ ଧକ୍କା ଦେଲା କାର । ଦୁଇ ମୃତ ଜଣେ ଗୁରୁତର ।…
Read More...

ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିକୁ ବିଦ୍ରୁପ କଲେ ଦୁର୍ବୁତ୍ତ: ଘଟଣାକୁ ନିନ୍ଦା କଲେ ଭଞ୍ଜ ପ୍ରେମୀ ।

ଭଞ୍ଜନଗର,୧୮/୦୭(ପିପିଟି); ନିଜର ବିରଳ ବ୍ୟକ୍ତିତ୍ୱ, ଅସାଧାରଣ ଜ୍ଞାନ,ଅଗାଢ଼ ପାଣ୍ଡିତ୍ୟ ବଳରେ ସାହିତ୍ୟ, କାବ୍ୟ, କବିତା ରଚନା କରି ଦେଶ ବିଦେଶରେ ଚର୍ଚ୍ଚିତ ଘୁମୁସର ମାଟିର ଗର୍ବ ଗୌରବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।…
Read More...

କ୍ୟାନ୍ସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗଇ ଦେଲା ଜୟ ଜଗନ୍ନାଥ ଗ୍ରୁପ୍, ଓଡିଶା।

ବ୍ରହ୍ମପୁର ୧୮/୦୭ (ପିପିଟି):ସ୍ଥାନୀୟ  ଗଜପତିନଗର ୫ମ ଲାଇନର ସନ୍ତୋଷ ଦାଶ(୩୮) ଅଟୋ କିଣି ପରିବାର ଚଳାଉଥିଲେ । ସନ୍ତୋଷଙ୍କ ଗୋଟେ ଝିଅ( ୧୪) ଏବଂ ଦୁଇଟି ପୁଅ (୧୨) (୩)ବର୍ଷର । ବେଳଗୁଣ୍ଠାରୁ ଆସି ଦୀର୍ଘ ୨୦ବର୍ଷ ହେବ ଘର…
Read More...

ବ୍ଲକ ବିଜେଡି ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ବାଲିଗୁଡା,୧୮/୦୭(ପିପିଟି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଗ୍ର କନ୍ଧମାଳ ଜିଲ୍ଲା ବିଜେଡ଼ି ବ୍ଲକ୍ ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା…
Read More...