Browsing Category

ଜିଲ୍ଲା

ଚିରିକିପଡା ଶାସନରେ କ୍ଳଷ୍ଟର୍ ସ୍ଥରୀୟ ସୁରଭି – ୨୦୨୫।

ପୋଲସରା ,୧୩/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଉଚ୍ଚ ବିଦ୍ୟାଳୟରେ ବି .ପଙ୍କଳବାଡି କ୍ଳଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବୁଲୁ ବେହେରାଙ୍କ…
Read More...

ଜେ.ଡେଙ୍ଗାପଦରରେ ମଥୁରା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି -୨୦୨୫।

ପୋଲସରା ,୧୩/୧୦(ପିପିଟି): ଆଜି ପୋଲସରା ବ୍ଲକ୍ ଜେ.ଡେଙ୍ଗାପଦର ଉଚ୍ଚ ବିଦ୍ୟାଳୟ ଠାରେ ମଥୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଶୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବଳରାମ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏଵଂ…
Read More...

ଜିଲ୍ଲା ପ୍ରଶାସନ ଦ୍ବାରା ୨୬ ଟି ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୩/୧୦(ପିପିଟି):ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନଗର ଭବନ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

ଯାଜପୁର କେ.ଏନ୍.ଡି.ଏ ସମ୍ମିଳନୀ କକ୍ଷ, କଳିଙ୍ଗନଗର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୧୩/୧୦(ପିପିଟି) : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କେ.ଏନ୍.ଡି.ଏ ସମ୍ମିଳନୀ କକ୍ଷ, କଳିଙ୍ଗନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି…
Read More...

ଅସୁସ୍ଥତା ହେତୁ ଛାତ୍ରଙ୍କ ମୃତ୍ୟୁ।

ବୋଲଗଡ଼,୧୩/୧୦ (ପିପିଟି):ଖୋର୍ଦ୍ଧା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ, ବିଲଖଉରୁଣୀ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ର ରାଜେନ୍ଦ୍ର ନାୟକ ବୋଲଗଡ଼ ଶିକ୍ଷାକାର୍ଯ୍ୟାଳୟ…
Read More...

ଗାଲେରୀରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ; ଔଷଧ କାମ କରୁ ନ ଥିବା ଅଭିଯୋଗ ।

ଭଞ୍ଜନଗର, ୧୩/୧୦(ପିପିଟି ):ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଧାନ ଫସଲରେ ରୋଗପୋକ ପ୍ରାଦୁର୍ଭାବ ଦେଖିବାକୁ ମିଳିଲାଣି। ଚକଡ଼ା ପୋକ ଲାଗି ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ ହେବାରେ ଲାଗିଛି।ଏହାକୁ ନେଇ ବର୍ତ୍ତମାନ…
Read More...

ବେଲଗୁଣ୍ଠାରେ କାଉ ମଡକ , ୨୦ ଦିନରେ ମଲେଣି ୫୦ରୁ ଉର୍ଦ୍ଧ କାଉ , ବାର୍ଡ୍ ଫ୍ଲୁ ଆଶଙ୍କା ।

ବେଲଗୁଣ୍ଠା, ୧୩/୧୦(ପିପିଟି ):ବେଲଗୁଣ୍ଠାର ବିଭିନ୍ନ ସାହିରେ ଗତ କିଛି ଦିନ ହେବ କାଉ ମରିକି ପଡୁଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବସିଥିବା କାଉ ହଠାତ୍ ତଳେ ପଡ଼ି ଛଟପଟ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଗତ…
Read More...

କାର୍ତ୍ତିକ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ।

ଭଞ୍ଜନଗର, ୧୩/୧୦(ପିପିଟି ):ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ, ଆଉ ଆଜି ହେଉଛି ପ୍ରଥମ ସୋମବାର।ତେଣୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଏହାର ଆଖପାଖରେ ଥିବା ବିଭିନ୍ନ ଶୈବ ପୀଠରେ ଦିନ ତମାମ ପ୍ରବଳ ଭକ୍ତଙ୍କ ସମାଗମ…
Read More...

ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ ଶୁଭାରମ୍ଭ ।

ମାଲକାନଗିରି,୧୨/୧୦(ପିପିଟି):ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ନିଜେ ୫ ବର୍ଷରୁ କମ୍ ଶିଶୁଙ୍କୁ ପୋଲିଓ…
Read More...

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ ।

ବାଲିଗୁଡା,୧୨/୧୦(ପିପିଟି): ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ…
Read More...