Browsing Category
ଜିଲ୍ଲା
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।
ବେଲଗୁଣ୍ଠା,୧୫/୦୯(ପିପିଟି): ଆଜି ବେଲଗୁଣ୍ଠା ବ୍ଳକ୍ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ହରପ୍ରସାଦ ଖାଡଙ୍ଗା ଏବଂ ସହକାରୀ ଶିକ୍ଷୟିତ୍ରୀ…
Read More...
Read More...
ବର୍ଷାରୁ ରକ୍ଷା ପାଇବା ପାଇଁ ଏଟିଏମ ସାହାରା ।
ଭଞ୍ଜନଗର,୧୫/୦୯(ପିପିଟି):ଗତ କିଛି ଦିନ ହେଲା ଲଘୁଚାପଜନିତ ପ୍ରବଳ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ପ୍ରତିଦିନ ଭଞ୍ଜନଗର ସହରର ବିଭିନ୍ନ ଛକ ଓ ରାସ୍ତାରେ ବହୁ…
Read More...
Read More...
ଭଞ୍ଜନଗର ଠାରେ ବିଜେଡ଼ି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ।
ଭଞ୍ଜନଗର,୧୫/୦୯(ପିପିଟି):ଭଞ୍ଜନଗର ସ୍ଥିତ ଜଳସମ୍ପଦ ବିଭାଗ ଡାକ ବଙ୍ଗଳା ପରିସରରେ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା…
Read More...
Read More...
ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସିଲା ମୋଟର ସାଇକଲ : ଚାଳକ ମୃତ୍ୟୁ ।
କନ୍ଧମାଳ,୧୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଗ୍ରାମ ଠାରେ ଏକ ଟିଭିଏସ ଆପାଚେ ମୋଟର ସାଇକେଲ ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସି ଯାଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ…
Read More...
Read More...
ବାଲି ନ ନେବା ପାଇଁ ତହସିଲ ଦାରଙ୍କୁ ଦାବିପତ୍ର ପ୍ରଦାନ ।
ବାଲିଗୁଡା,୧୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର କଟିମାହା ପଞ୍ଚାୟତ ର ପ୍ରଧାନପଡା ଗ୍ରାମବାସୀ ତଥା ପ୍ରଧାନପଡା ଯୁବକ ସଂଘ ଓ ଏସଏଚଜି ଗ୍ରୁପ ତରଫରୁ ଟିକାବାଲି ତହସିଲ…
Read More...
Read More...
ଲଗାଣ ବର୍ଷରେ ତିର୍ତ୍ତୋଲର ଅଧିକାଂଶ ଅଞ୍ଚଳ ଜଳ ମଗ୍ନ।
ତିର୍ତ୍ତୋଲ,୧୪/୦୯(ପିପିଟି); ତିନିଦିନ ଧରି ଲଗାଣ ବର୍ଷାରେ ତିର୍ତ୍ତୋଲର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଧାନଜମି ସଂପୂର୍ଣ୍ଣ ବୁଡିଯାଇଥିବା ବେଳେ ହଂସୁଆ ନଦୀ ପାଣି କଟରା ଗ୍ରାମପଞ୍ଚାୟତର କୋରକୋର,ହାଜିନଗର,ବେଗୁନିଆ,…
Read More...
Read More...
ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ ।
ବାଲିଗୁଡା,୧୪/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସ ରୁ ଉର୍ଦ୍ଧ୍ବ ଦିନ ହେବ…
Read More...
Read More...
ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ।
ଛତ୍ରପୁର ୧୪/୦୯ (ପିପିଟି):ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ…
Read More...
Read More...
ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ।
ଶେରଗଡ଼,୧୪/୦୯(ପିପିଟି) : ଶେରଗଡ଼ ବ୍ଲକର ମହୁପଦର ଗ୍ରାମପଞ୍ଚାୟତ ଠାରେ ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟକ୍ରମ ଦଳ କମିଟି, ନିର୍ଭୟ ଖଦି ଓ ମୋ ଗେଲ୍ହା ଝିଅ…
Read More...
Read More...