Browsing Category

ଜିଲ୍ଲା

୨୦ ଜଣ କନିଷ୍ଠ ରାଜସ୍ବ ସହାୟକ ନିଯୁକ୍ତି।

ଜଗତସିଂହପୁର,୧୩/୦୮(ପିପିଟି);ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନୂତନ ଭାବେ ନିଯୁକ୍ତ ୨୦ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେମାନଙ୍କୁ ସ୍ୱାଗତ କରି ସେ 5T ନୀତି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୯୩ ।

ଭୁବନେଶ୍ବର ୧୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୯୩ । ପଜିଟିଭ ସଂଖ୍ୟା ୯,୯୧,୩୭୫ ଚିହ୍ନଟ ହୋଇଛନ୍ତି ୯,୭୪,୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୭୫୭ଜଣଙ୍କର ମୃତ୍ୟୁ…
Read More...

ଗଞ୍ଜାମ ଜିଲ୍ଲାରେ ନୂଆଭାରତ @ ୭୫ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ବ୍ରହ୍ମପୁର, ୧୨/୦୮(ପିପିଟି); ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ ରେ ପାଳନ କରାଯାଏ। ଯୁବ ଗୋଷ୍ଠୀଙ୍କୁ ଜାଗ୍ରତ କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଏବଂ ଓଡିଶା…
Read More...

ବନ ବିଭାଗ ତରଫରୁ ବିଶ୍ୱ ହସ୍ତୀ ଦିବସ ପାଳନ ।

ଭଞ୍ଜନଗର,୧୨/୦୮(ପିପିଟି); ହାତୀ ସୁରକ୍ଷା ଉଦ୍ଦେଶ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କାନ୍ତ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୨ଚାଳକ ଗୁରୁତର ।

ବେଲଗୁଣ୍ଠା,୧୨/୦୮(ପିପିଟି); ବେଲଗୁଣ୍ଠା ରୋଡ ଭଞ୍ଜନଗର ଥାନା ଅଧୀନ ଜାମପଲ୍ଲୀ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ନୟାଗଡ ଅଞ୍ଚଳର ଧନେଶ୍ବର ସାମନ୍ତରାୟ…
Read More...

ଆଶା ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ।

କୋଦଳା,୧୨/୦୮(ପିପିଟି); କୋଦଳା ଏନଏସି ର 8ଗୋଟି ୱାର୍ଡ ରେ ନୂତନଭାବେ ଆଶା ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷ୍ୟତାରେ କୋଦଳା ଗୋଷ୍ଠୀ…
Read More...

ବଡ଼ବଜାର ପୋଲିସ ପକ୍ଷରୁ ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ , ବିପୁଳ ମାତ୍ରରେ ଗୁଟଖା ଜବତ ।

ବ୍ରହ୍ମପୁର,୧୨/୦୮(ପିପିଟି); ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳରୁ ଏକ ଗୁଟଖା ଗୋଦାମରେ ପୁଲିସ ଚଢଉ କରି ସେଠାରୁ ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି । ବେଆଇନ ଗୁଟଖା କାରବାର କରୁଥିବା…
Read More...

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀମାନେ ଚିନ୍ତିତ ଓ ମରୁଡିର ସମ୍ଭାବନା।

ବୋଲଗଡ଼,୧୨/୦୮(ପିପିଟି):ଆଷାଢସରି ଶ୍ରାବଣ ମାସ ଅଧା ହେବାକୁ ବସିଲାଣି ମାତ୍ର ଏପର୍ଯ୍ୟନ୍ତ ବୋଲଗଡ଼ ବ୍ଳକ ଅଞ୍ଚଳ ରେ ବର୍ଷା ଅଭାବରୁ ଚାଷୀମାନେ ଚାଷକାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୦୭ ।

ଭୁବନେଶ୍ବର ୧୨/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୦୭ । ପଜିଟିଭ ସଂଖ୍ୟା ୯,୯୧,୧୮୨ ଚିହ୍ନଟ ହୋଇଛନ୍ତି ୯,୭୩,୫୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୮୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୬୯୭ ଜଣଙ୍କର ମୃତ୍ୟୁ…
Read More...