Browsing Category

ଜିଲ୍ଲା

ନାଳ ପାର ହେବା ବେଳେ ମହିଳା ଭାସିଗଲେ: ମୃତଦେହ ଉଦ୍ଧାର ।

କନ୍ଧମାଳ,୦୧/୧୦(ପିପିଟି): କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳ ରେ ଗୁରୁବାର ସନ୍ଧ୍ୟା ରେ ଭାସି ଯାଇଥିଲେ । ଶୁକ୍ରବାର ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କହେଲେ…
Read More...

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଉଦଯାପିତ: ସାମ୍ବାଦିକ ମାନଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି ଓ…

ବାଲିଗୁଡା,୦୧/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କଲେଜ ପଡିଆରେ ଠାରେ ଚାଲିଥିବା ଦୁଇ ଦିନିଆ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । କନ୍ଧମାଳ…
Read More...

ସମୂହ ସ୍ୱଛତା ଅଭିଯାନ ଓ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ।

କୋଦଳା,୦୧/୧୦(ପିପିଟି):ଶୁକ୍ରବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ତଥା ସ୍ଵଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ନେତୃତ୍ୱ…
Read More...

ସ୍ୱଚ୍ଛତା ଅଭିଯାନ ଚାଲୁ ରଖିବା ନିମନ୍ତେ ସାମୁହିକ ଶପଥ ପାଠ ।

ଛତ୍ରପୁର,୦୧/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି…
Read More...

ବୁଗୁଡା ଏନ୍ଏସି ଠାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ।

ବୁଗୁଡା,୦୧/୧୦(ପିପିଟି): ବୁଗୁଡା ଏନ.ଏ.ସି କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀକାନ୍ତ ସାହୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ସହ ଲୋକମାନଙ୍କ ଅଭିଯୋଗ…
Read More...

କଳମ୍ବ ଠାରେ ପ୍ଲାଷ୍ଟିକ ମୁକ୍ତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୋଲସରା,୦୧/୧୦(ପିପିଟି):କଳମ୍ବ ଗ୍ରାମ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କଳମ୍ବ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ବରେ ଆଜି ପ୍ଲାଷ୍ଟିକ ମୁକ୍ତ କଳମ୍ବ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୭୭ ।

ଭୁବନେଶ୍ବର ୦୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୭। ପଜିଟିଭ ସଂଖ୍ୟା ୧୦,୨୬,୯୫୩ ଚିହ୍ନଟ ହୋଇଛନ୍ତି ୧୦,୧୩,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୦୨ ଜଣଙ୍କର ମୃତ୍ୟୁ…
Read More...

ବରିଷ୍ଠ କଳାକାର ସଂଘର ଆଖଡ଼ା ଆରମ୍ଭ ।

ବ୍ରହ୍ମପୁର,୩୦/୦୯(ପିପିଟି) :ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ନାଟ ଆଖଡ଼ା ଆରମ୍ଭ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ…
Read More...

ମୃତକଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା।

ବୁଗୁଡା,୩୦/୦୯(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମର ଚିତ୍ରସେନ ସାହୁ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇ…
Read More...

ବିଜୁ ଜନତାଦଳର ମିଶ୍ରଣ ପର୍ବ ଅନୁଷ୍ଠିତ।

ପୋଲସରା, ୩୦/୦୯(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ମହାଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିମିନା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରଗାଁ ଗ୍ରାମର ଅନୀଲ କୁମାର ଗୌଡ଼ଙ୍କ…
Read More...