Browsing Category

ଜିଲ୍ଲା

ପୋଖରୀରେ ବୁଡି ଜଣେ ମୃତ ।

ବେଲଗୁଣ୍ଠା,୨୩/୦୮(ପିପିଟି ); ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ଗ୍ରାମର ପର୍ଶୁ ନାଇକଙ୍କ ପୁଅ ବିନାୟକ ନାଇକ ଗତ…
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ।

ସୁବର୍ଣ୍ଣପୁର,୨୩/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ…
Read More...

ଦୁଇ ପୁଅର ଅକାଳ ବିୟୋଗ ପରେ ରୋଗ ଶଯ୍ୟାରେ ଗୁରୁତର ସାନପୁଅ; ଔଷଧ ଟୋପାଏ କିଣିବାକୁ ବିଧବା ମାଆର ନାହିଁ ସମ୍ବଳ ।

ବେଲଗୁଣ୍ଠା,୨୩/୦୮(ସୁଶାନ୍ତ କୁମାର ବେହେରା) ପ୍ରଥମେ ନିଜ ଆଖି ଆଗରେ ନିଜର ଇହ କାଳ ପର କାଳର ଦେବତା ସ୍ୱାମୀକୁ ହରାଇବା ପରେ ସ୍ତ୍ରୀ ଟିଏ ଭାବି ଥାଏ ନିଜ ସନ୍ତାନସନ୍ତତିଙ୍କ ମୁହଁକୁ ଚାହିଁ ବଞ୍ଚିଯିବ ବୋଲି । କିନ୍ତୁ ତା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୬୧।

ଭୁବନେଶ୍ବର ୨୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୬୧ । ପଜିଟିଭ ସଂଖ୍ୟା ୧୦,୦୧,୬୯୮ ଚିହ୍ନଟ ହୋଇଛନ୍ତି ୯,୮୫,୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ୮,୯୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪୨୬ ଜଣଙ୍କର ମୃତ୍ୟୁ…
Read More...

ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ ।

ବାଲିଗୁଡା,୨୨/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ…
Read More...

ବନ ବିଭାଗ ପକ୍ଷରୁ ବୃକ୍ଷରେ ରକ୍ଷା ବନ୍ଧନ ।

ଭଞ୍ଜନଗର,୨୨/୦୮(ପିପିଟି); ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ସଂରକ୍ଷିତ ଜଙ୍ଗଲ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ବିଭିନ୍ନ ବୃକ୍ଷରେ ରାକ୍ଷୀ ବାନ୍ଧିଛନ୍ତି ବନ ବିଭାଗ କର୍ମଚାରୀ। ମଣିଷ…
Read More...

ପୋଲିସ କବ୍ଜାରେ ଦୁଇ ଲୁଟେରା,ଲୁଟ ସୁନା ଜବତ ।

ଶେରଗଡ଼,୨୨/୦୮(ପିପିଟି); ଲୁଟରମାସକ ପରେ ଧରା ପଡିଲେ ଲୁଟେରା । ଆଜି ଶେରଗଡ଼ ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତ ମାସ ୧୭ ତାରିଖ ସକାଳ ୮ ଘଣ୍ଟ ସମୟରେ ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର…
Read More...

JSW ପାଇଁ ଜନଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦକର -ସିପିଆଇ ।

ଏରସମା,୨୨/୦୮(ପିପିଟି), ଏରସମା ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ଜଗତସିଂହପୁର ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଏକ ପ୍ରେସ ବିବୃତି ମାଧ୍ୟମରେ ୨୦୧୯ ମସିହାରେ ଜିନ୍ଦଲ କମ୍ପାନୀ ଦ୍ୱାରା ଦିଆଯାଇଥିବା ଏକ…
Read More...

ଅଟୋ ଓ ବାଇକ ମୁହାଁ ମୁଁହି ଧକା,ବାଇକ ଚାଳକ ମୃତ୍ୟୁ ।

ଶେରଗଡ଼,୨୨/୦୮(ପିପିଟି); ଶନିବାର ସନ୍ଧ୍ୟା ଘ.୬,୩୦ମି ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସାଗରପଲ୍ଲୀ ଓ ଶୋଭାଚନ୍ଦ୍ରପୁର ଗ୍ରାମ ରାସ୍ତା ପାଶ୍ୱର୍ରେ ଥିବା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ନିକଟରେ ଏକ ସଡ଼କ…
Read More...