Browsing Category

ଜିଲ୍ଲା

ସାଇ ଗୁରୁକୁଳରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସଭା ।

ଭଞ୍ଜନଗର,୦୪/୧୦(ପିପିଟି); ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ଆଜି ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା ସଭା ହୋଇଥିଲା। ଏଥିରେ ବିଦ୍ୟାଳୟ ସଭାପତି ଶୂଳପାଣି ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏସିଏଫ୍…
Read More...

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ମାର୍ଗଦର୍ଶକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଛାତ୍ର ଛାତ୍ରୀ ।

ବେଲଗୁଣ୍ଠା,୦୪/୧୦(ପିପିଟି): ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବେଲଗୁଣ୍ଠାର ମାର୍ଗଦର୍ଶକ ଗତ କିଛି ଦିନ ହେଲା ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବ୍ରଜବନ୍ଧୁ ମହାପାତ୍ରଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି…
Read More...

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ୬ କୃଷକଙ୍କୁ ହତ୍ୟା ବିରୋଧରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ପ୍ରତିବାଦ ।

ବ୍ରହ୍ମପୁର,୦୪/୧୦(ପିପିଟି): ତିନି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକଙ୍କ ଉପରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପୁଅ…
Read More...

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ କୃଷକଙ୍କୁ ହତ୍ୟା ବିରୁଦ୍ଧରେ ସ୍ମାରକପତ୍ର ପ୍ରଦାନ ।

ଭଞ୍ଜନଗର,୦୪/୧୦(ପିପିଟି): କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ କୃଷକମାନଙ୍କ ଉପରେ ବିଜେପି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ…
Read More...

ଯୋଗାଣ ସହାୟକ ସଂଘର କାର୍ଯ୍ଯକାରିଣୀ ବୈଠକ।

ବୁଗୁଡା,୦୪/୧୦(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୂଖ୍ୟ…
Read More...

ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କ ଉଦ୍ଦେଶ୍ଯରେ ସ୍ମୃତି ସଭା।

ମାଲକାନଗିରି,୦୪/୧୦(ପିପିଟି): ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କ ଉଦ୍ଦେଶ୍ଯରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷୟିତ୍ରୀ ମଧୁସ୍ମିତା ମଲିକ ତା:୨.୪.୨୦୧୧ ରେ…
Read More...

ମୋଟୁ ଥାନରେ ଥାର୍ଡ ଡିଗ୍ରୀ,ଦୁଇ ଯୁବକ ଗୁରୁତର ଆହାତ ।

ମାଲକାନଗିରି,୦୪/୧୦(ପିପିଟି): ଥାନାରେ ମୋ ସରକାର ଆଉ କାମ କରୁନି । ପୋଲିସ କରୁଛି ମନମୁଖୀ ଶାସନ । ସତେ ଯେପରି ଖାକି ପୋଷାକ ପରିଧାନ କଲା ପରେ ନିଜକୁ ଜଣେ ଜଣେ ସ୍ବର୍ଗର ଇନ୍ଦ୍ର ବୋଲି ବିବେଚନା କରନ୍ତି । ମାନବିକ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦୭ ।

ଭୁବନେଶ୍ବର ୦୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୦୭। ପଜିଟିଭ ସଂଖ୍ୟା ୧୦,୨୮,୩୬୬ ଚିହ୍ନଟ ହୋଇଛନ୍ତି ୧୦,୧୫,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୦ ଜଣଙ୍କର ମୃତ୍ୟୁ…
Read More...

କଲର୍ଭଟ ନିର୍ମାଣ କରି ରାସ୍ତାକୁ ଭାଙ୍ଗି ଛାଡିଦେଲେ ପାରିବାର ଯନ୍ତ୍ରୀ ।

କବିସୂର୍ଯ୍ୟନଗର, ୦୪/୧୦(ପିପିଟି): କବିସୂର୍ଯ୍ୟନଗର ସହର ମଧ୍ଯରେ ରାସ୍ତା ସମ୍ପ୍ରସାରଣ ହେବ ନେଇ ବିବାଦ ଲାଗିରହିଛି। ୨୦୧୯-୨୦ ରେ ଏହି ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ହୋଇଛି। ରାସ୍ତା ସମ୍ପ୍ରସାରଣ ଟେଣ୍ଡର ଆରକେଡି…
Read More...

ଘୁମୁସର ଜିଲ୍ଲା ଦାବୀ ଜୋର ଧରିଲା ।

ଭଞ୍ଜନଗର,୦୩/୧୦(ପିପିଟି): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲା। ହେଲେ ଭଞ୍ଜନଗର ଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ…
Read More...