Browsing Category

ଜିଲ୍ଲା

ସୁବଳୟାରେ ବାଲ୍ୟ ବିବାହ ବିରୋଧ ସଚେତନତା କାର୍ଯ୍ୟକ୍ରମ ।

ଉଲୁଣ୍ଡା,୧୮/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ହାଇସ୍କୁଲରେ ବାଲ୍ଯ ବିବାହ ବିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣଲତା ବେହେରାଙ୍କ…
Read More...

ନୂଆବର୍ଷରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବନ୍ଦ; ପର୍ଯ୍ୟଟକ ନିରାଶ ।

ଭଞ୍ଜନଗର,୧୮/୧୨(ପିପିଟି): ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରକ୍ଷଣାବେକ୍ଷଣ ଓ ମରାମତି କାରଣରୁ ଚଳିତ ଡିସେମ୍ବର ମାସ ୨୫ତାରିଖରୁ ଆସନ୍ତା ବର୍ଷ ଜାନୁଆରୀ ୧୦ତାରିଖ ପର୍ଯ୍ୟନ୍ତ…
Read More...

ଧାନମଳା ଟ୍ରାକ୍ଟର ସହ ଟ୍ରକ୍ ମୁହାଁମୁହିଁ; ଦୁଇ ଗୁରୁତର ।

ବେଲଗୁଣ୍ଠା,୧୮/୧୨(ପିପିଟି): ଶୁକ୍ରବାର ରାତିରେ ଏକ ଧାନମଳା ଟ୍ରାକ୍ଟର ସହ ଏକ ଟ୍ରକ୍ ମୁହାଁମୁହିଁ ହେବା ଟ୍ରାକ୍ଟରରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।…
Read More...

ଦ୍ୱିତୀୟ ପର୍ଯ୍ୟାୟ ରେ ୧୦ଟି ପଞ୍ଚାୟତରେ ବିଧାୟକଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ।

ବେଲଗୁଣ୍ଠା,୧୭/୧୨(ପିପିଟି): ବେଲଗୁଣ୍ଠା ବ୍ଲକ ର ୧୦ ଟି ଗ୍ରାମପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତା ରେ…
Read More...

ଉପ-ଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣା, ସମସ୍ତେ ସୁରକ୍ଷିତ ।

ମାଲକାନଗିରି,୧୭/୧୨(ପିପିଟି):ମାଲକାନଗିରି ଜିଲ୍ଲା ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ କୌଣସି ଏକ କାମରେ ମାଲକାନଗିରି ଠାରୁ ବାଲିମେଳା ଗସ୍ତ କରୁଥିବା ସମୟରେ ସିରାଗୁଡା ଛକ ଠାରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।…
Read More...

ସାତ ଫୁଟ ଲମ୍ବର ବିରାଟ କାୟ ଅଜଗର ଉଦ୍ଧାର ।

ମାଲକାନଗିରି,୧୭/୧୨(ପିପିଟି):ସାତ ଫୁଟ ଲମ୍ବର ଏକ ବିରାଟକାୟ ଅଜଗର ସାପକୁ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । କାଲିମେଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଦିଲି ଗ୍ରାମର ଜଣଙ୍କ ପୋଖରୀରରେ ଏହି ଅଜଗର ସାପଟି ଏକ ଜାଲରେ ଛନ୍ଦି…
Read More...

ଭଞ୍ଜନଗରରେ ୩ ଦିନିଆ ରାଜ୍ୟ ସ୍ତରୀୟ ଲୋକ ଗୀତ,ଲୋକ ନୃତ୍ୟ,ଲୋକ ବାଦ୍ୟ, ପାଲା ଓ ଦାସକାଠିଆ ମହୋତ୍ସବ ।

ଭଞ୍ଜନଗର,୧୭/୧୨(ପିପିଟି): ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ଭାରତକା ଅମୃତ ମହୋତ୍ସବ ଆନୁକୁଲ୍ୟରେ ଭଞ୍ଜନଗର ଠାରେ ୩ ଦିନିଆ ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ, ପାଲା ଓ ଦାସକାଠିଆ ମହୋତ୍ସବ ଆୟୋଜିତ ହେବ । ଡିସେମ୍ବର…
Read More...

ଚଲାଣଗୁଡା ଗ୍ରାମପଞ୍ଚାୟତରେ ଧାନ ମଣ୍ଡିର ଶୁଭାରମ୍ଭ ।

ମାଲକାନଗିରି,୧୭/୧୨(ପିପିଟି): ଚାଲାଣଗୁଡା ଗ୍ରାମ ପଞ୍ଚାୟତରେ ଖୋଲାଯାଇଥିବା ଧାନମଣ୍ଡିକୁ ଆଜି ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ପ୍ରବଞ୍ଜନ ମହାନ୍ତି ।ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଚାଲାଣଗୁଡା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୪।

ଭୁବନେଶ୍ବର ୧୭/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୪ ପଜିଟିଭ ସଂଖ୍ୟା ୧୦,୫୨,୪୭୨ ଚିହ୍ନଟ ହୋଇଛନ୍ତି ୧୦,୪୨,୦୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୧ ଜଣଙ୍କର ମୃତ୍ୟୁ…
Read More...