Browsing Category

ଜିଲ୍ଲା

ଭଞ୍ଜନଗର ଠାରେ ୧୦ଘଣ୍ଟିଆ ବନ୍ଦ ସଫଳ ।

ଭଞ୍ଜନଗର,୨୭/୦୯(ପିପିଟି): ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି।ଭଞ୍ଜନଗର ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।…
Read More...

ଗୁଲାବ ପ୍ରଭାବରେ ମାଲକାନଗିରିରେ ଝଡ ବର୍ଷା ଜାରି,ବଡ ବଡ ବୃକ୍ଷ ଧରାଶାୟୀ, ବିଦ୍ଯୁତ ଠପ୍ ।

ମାଲକାନଗିରି,ତା:୨୭/୦୯(ପିପିଟି): ଗୁଲାବ ବାତ୍ଯା ପ୍ରଭାବରେ ଗତ କାଲି ସନ୍ଧ୍ଯା ୫ଟା ଠାରୁ ଅଦ୍ଯାବଧି ଝଡ ବର୍ଷା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି । ରାତ୍ର ୩ ଘଟିକା ସମୟରୁ ସକାଳ ୫ ଘଟିକା ସମୟରେ ପ୍ରବଳ ବେଗରେ ପବନ…
Read More...

ଗଞ୍ଜାମ ଜିଲ୍ଲାରେ ବର୍ଷା ଓ ବାତ୍ୟାଜନିତ ଥଇଥାନ ।

ଛତ୍ରପୁର,୨୬/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେବର୍ଷା ଓ ବାତ୍ୟା ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଅହରହ ପ୍ରଚେଷ୍ଟା ଚାଲିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାରେ ଯେପରି…
Read More...

ମାର୍କାଗୁଡା ଗ୍ରାମ ୨୫ ଦିନ ହେଲା ଅନ୍ଧାର,ବିଦ୍ଯୁତ ସେବା କେବେ ?

ମାଲକାନଗିରି,ତା:୨୬/୦୯(ପିପିଟି):ପଡିଆ ବ୍ଲକର ମାଟେରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାର୍କାଗୁଡା ଗ୍ରାମରେ ଦୀର୍ଘ ୨୫ ଦିନ ହେଲା ବିଦ୍ଯୁତ ବିଛିନ୍ନ ହୋଇ ଯାଇଥିବା ବେଳେ ମରାମତି ନହେବା ଯୋଗୁଁ ଗ୍ରାମବାସୀମାନେ ଅନ୍ଧାରରେ…
Read More...

ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ ୨୦ – ୨୧। 

ବୋଲଗଡ଼,୨୬/୦୯( ପିପିଟି): ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ - ୨୦ ୨୧ ଅନୁଷ୍ଠିତ ହୋଇ ଯାଇଛି ।…
Read More...

ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

ମାଲକାନଗିରି,ତା:୨୬/୦୯(ପିପିଟି): ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ଥିବା ୭ଟି ବ୍ଲକ ଓ ୭ଟି ତହସିଲ କାର୍ଯ୍ୟାଳୟର ସରକାରୀ କର୍ମଚାରୀଙ୍କ ଛୁଟି…
Read More...

ବାତ୍ୟା ଗୁଲାବର ମୁକାବିଲା ପାଇଁ ପ୍ରଶାସନ ସତର୍କ; ଉପଖଣ୍ଡର ୧୬୭୮ ଜଣଙ୍କୁ ସ୍ଥାନାନ୍ତର ।

ଭଞ୍ଜନଗର,୨୬/୦୯(ପିପିଟି): ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଭଞ୍ଜନଗର ଉପଖଣ୍ଡରେ କିଭଳି ସଫଳତାର ସହ ଏହାର ମୁକାବିଲା କରାଯାଇ ପାରିବ ସେଥିପାଇଁ…
Read More...

ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ସଭା ।

ଉଲୁଣ୍ଡା,୨୬/୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ୟୁନିୟନ ପକ୍ଷରୁ ଓ ଟିଭି ଚିଫ ରିପୋର୍ଟର ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ବିରମହାରାଜପୁର…
Read More...

ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ,ଏନଡିଆରଏଫ ଓ ଓଡ୍ରାଫ ଟିମ୍ ମୃତୟନ ।

ଛତ୍ରପୁର,୨୬/୦୯(ପିପିଟି) ; ଗଞ୍ଜାମ ଜିଲ୍ଲାରେ ଦିନତମାମ ବର୍ଷା ହେବ । ଏବଂ ସନ୍ଧ୍ୟା ସମୟ ଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଠିରେ ରଖି…
Read More...

ଗଞ୍ଜାମ ଜିଲ୍ଲାରେ କେହିବି ଜମିହୀନ କିମ୍ବା ବାସହୀନ ପରିବାର ରହିବେ ନାହିଁ : ଜିଲ୍ଲାପାଳ ।

ଛତ୍ରପୁର,୨୬/୦୯(ପିପିଟି): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଓଡିଶାର କୌଣସି ପରିବାର ଜମିବିହୀନ ରହିବେ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ।…
Read More...