Browsing Category

ଜିଲ୍ଲା

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୪୫ ।

ଭୁବନେଶ୍ବର ୨୮/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୪୫। ପଜିଟିଭ ସଂଖ୍ୟା ୧୦,୨୫,୩୦୯ ଚିହ୍ନଟ ହୋଇଛନ୍ତି ୧୦,୧୧,୪୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୮୭ ଜଣଙ୍କର ମୃତ୍ୟୁ…
Read More...

ଗୁଲାଵ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷ କ୍ଷତି ।

ବାଲିଗୁଡା,୨୭/୦୯(ପିପିଟି): ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥଲା। ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ…
Read More...

ବ୍ରହ୍ମପୁର ଠାରେ ବିଶ୍ଵ ପର୍ଯ୍ୟଟନ ଦିବସ ଧୁମଧାମରେ ରେ ପାଳିତ ।

ବ୍ରହ୍ମପୁର,୨୭/୦୯(ପିପିଟି): ଆଜି ବିଶ୍ଵପର୍ଯ୍ୟଟନ ଦିବସ ଦି ମୟୂରୀ ସମିଳନୀ କକ୍ଷ ବ୍ରହ୍ମପୁର ଠାରେ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇ, ଏଥିରେ ଦୈନିକ ଖବର କାଗଜ ଦୈନିକଆଶା , ପର୍ଯ୍ୟଟନ…
Read More...

ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ ।

ଭଞ୍ଜନଗର,୨୭/୦୯(ପିପିଟି): ବହୁତ ଦିନର ଦାବି ପରେ ଆଜି କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଡାକଟିକଟ ପ୍ରଚଳନ କରାଯାଇଛି । ଆସିକା ମଣ୍ଡଳର ଡାକ ସେବା…
Read More...

ଜାତୀୟ ଉପଲବ୍ଧି ସର୍ବେକ୍ଷଣର ପ୍ରଶ୍ନ ପତ୍ର ପ୍ରସ୍ତୁତି ଓ ସମୀକ୍ଷା କର୍ମଶାଳା ଆୟୋଜିତ ।

ବାଲିଗୁଡା,୨୭/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି ଠାରେ ଏନ୍ଏସି ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ…
Read More...

ରଣପୁରରେ ଭାରତ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ।

ରଣପୁର, ୨୭/୦୯(ପିପିଟି):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ଅନୁଷ୍ଠିତ ଭାରତ ବନ୍ଦ ପରିପ୍ରେକ୍ଷୀରେ ସିପିଆଇଏମ ଓ ଜାତୀୟ କଂଗ୍ରେସ ସମର୍ଥନରେ ,ଏବଂ କୃଷକ ,ଶ୍ରମିକ ସଂଗଠନଙ୍କ ତରଫରୁ ମିଳିତ ଭାବେ ରଣପୁରରେ…
Read More...

ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ଡ଼ାକରାରେ ବେଗୁନିଆପଡାରେ ବନ୍ଦ ପାଳନ।

କୋଦଳା,୨୭/୦୯(ପିପିଟି):କଳା କୃଷି ଆଇନ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ, କର୍ପୋରେଟ ଆଇନ ପ୍ରତ୍ୟାହାର,କଳା କୃଷି ଆଇନ ରଦ୍ଦ,କୃଷି ବିଲ ପ୍ରତ୍ୟାହାର, କୃଷକ ମାନଙ୍କ ପାଇଁ ବିଦ୍ୟୁତ ରିହାତି…
Read More...

ସାନଖେମୁଣ୍ଡି ବ୍ଳକରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ଏଆଇକେଏମଏସ ପକ୍ଷରୁ ବନ୍ଦ ପାଳନ ।

ସାନଖେମୁଣ୍ଡି,୨୭/୦୯(ପିପିଟି):ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାରେ ଅବସ୍ଥିତ ସାନଖେମୁଣ୍ଡି ବ୍ଳକର ଟି. ଗୋବିନ୍ଦପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୁର୍…
Read More...

ଗୁଣପୁର ଠାରେ ଏଆଇକେଏମଏସ ପକ୍ଷରୁ ବନ୍ଦ ପାଳନ ।

ଗୁଣପୁର,୨୭/୦୯(ପିପିଟି):ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ଗୁଣପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ଓ ଆଇଏଫଟିୟୁ ପକ୍ଷରୁ ମିଳିତ ଭାବେ ବନ୍ଦ ପାଳନ କରାଯାଇଥିଲା । ତିନି କଳା କୃଷି…
Read More...

ହିଞ୍ଜିଳିକାଟୁରେ ଭାରତବନ୍ଦ ସମ୍ପୂର୍ଣ୍ଣ ସଫଳ ।

ହିଞ୍ଜିଳିକାଟୁ,୨୭/୦୯(ପିପିଟି):କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ , ଘରୋଇ ମଣ୍ଡି ଆଇନ ଓ…
Read More...