Browsing Category

ଜିଲ୍ଲା

ବିଭିନ୍ନ ଦାବୀ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦେଲା କଂଗ୍ରେସ ।

ବାଲିଗୁଡା,୦୫/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି ।…
Read More...

ଆମ ପୋଖରୀ ଆମ ଦାୟୀତ୍ବ,ପାର୍ବଣ ଋତୁରେ କୋଭିଡ୍ ନିୟମ ଅନୁପାଳନ, ଉଚ୍ଚ ବିଦ୍ୟାଳୟର ୫-ଟି ଆଧାରରେ ରୂପାନ୍ତରୀତ କାର୍ଯ୍ୟର…

ଛତ୍ରପୁର,୦୫/୧୦(ପିପିଟି) ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରି କରାଯାଇଥିବା ପ୍ଲାଷ୍ଟିକର ବ୍ୟବହାର ଶୂନ କାର୍ଯ୍ୟକ୍ରମକୁ ସବୁ ମହଲରେ ଭୂୟସି ପ୍ରଶଂସା କରାଯାଇଛି । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବ୍ୟକ୍ତି…
Read More...

ସମବାୟ ସମ୍ପାଦକଙ୍କ ଆୟବହିର୍ଭୂତ ସମ୍ପତ୍ତିର ତଦନ୍ତ ଦାବି।

ବେଲଗୁଣ୍ଠା,୦୫/୧୦(ପିପିଟି): ଦରମା ସ୍ଵଳ୍ପ କିନ୍ତୁ ଏ ମହଙ୍ଗା ଯୁଗରେ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହେଉଛନ୍ତି ଜନୈକ ସମବାୟ ସମିତି ସମ୍ପାଦକ । ସମବାୟ ସମ୍ପାଦକ ଜଣଙ୍କ ହେଲେ ବେଲଗୁଣ୍ଠା ବୋରି…
Read More...

ଜଗନ୍ନାଥପ୍ରସାଦ ରେ ବିରଳ ଶିଶୁ ପୁତ୍ର ଜନ୍ମ ।

ବେଲଗୁଣ୍ଠା,୦୫/୧୦(ପିପିଟି): ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ସକାଳୁ ଏକ ବିରଳ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି । ଶିଶୁଟି ଖାଦ୍ୟ ଖାଉଥିବା ଓ କାନ୍ଦୁ ଥିଲେ ମଧ୍ୟ୍ୟ ଶିଶୁ ଟିର ସମ୍ପୂର୍ଣ ଶରୀର ଫାଟି…
Read More...

ଜିରାଇଲୋ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଦାବିରେ ଏରସମା ତହସିଲ ସମ୍ମୁଖରେ ଗଣବିକ୍ଷୋଭ ।

ଏରସମା,୦୫/୨୦(ପିପିଟି): ଜିରାଇଲୋ ପଞ୍ଚାୟତ ଚାଷୀ କମିଟି ପକ୍ଷରୁ ଶତାଧିକ ଚାଷୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା କରିବା ଦାବିରେ ଆଜି ଏରସମା ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ । ଚାଷୀ କମିଟି ନେତୃତ୍ୱରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୫୩ ।

ଭୁବନେଶ୍ବର ୦୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୩। ପଜିଟିଭ ସଂଖ୍ୟା ୧୦,୨୮,୮୧୯ ଚିହ୍ନଟ ହୋଇଛନ୍ତି ୧୦,୧୫,୬୦୮ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୩ ଜଣଙ୍କର ମୃତ୍ୟୁ…
Read More...

ସାଇ ଗୁରୁକୁଳରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସଭା ।

ଭଞ୍ଜନଗର,୦୪/୧୦(ପିପିଟି); ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ଆଜି ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା ସଭା ହୋଇଥିଲା। ଏଥିରେ ବିଦ୍ୟାଳୟ ସଭାପତି ଶୂଳପାଣି ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏସିଏଫ୍…
Read More...

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ମାର୍ଗଦର୍ଶକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଛାତ୍ର ଛାତ୍ରୀ ।

ବେଲଗୁଣ୍ଠା,୦୪/୧୦(ପିପିଟି): ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବେଲଗୁଣ୍ଠାର ମାର୍ଗଦର୍ଶକ ଗତ କିଛି ଦିନ ହେଲା ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବ୍ରଜବନ୍ଧୁ ମହାପାତ୍ରଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି…
Read More...

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ୬ କୃଷକଙ୍କୁ ହତ୍ୟା ବିରୋଧରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ପ୍ରତିବାଦ ।

ବ୍ରହ୍ମପୁର,୦୪/୧୦(ପିପିଟି): ତିନି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା କୃଷକଙ୍କ ଉପରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପୁଅ…
Read More...

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ କୃଷକଙ୍କୁ ହତ୍ୟା ବିରୁଦ୍ଧରେ ସ୍ମାରକପତ୍ର ପ୍ରଦାନ ।

ଭଞ୍ଜନଗର,୦୪/୧୦(ପିପିଟି): କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ କୃଷକମାନଙ୍କ ଉପରେ ବିଜେପି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ…
Read More...