Browsing Category

ସହର

ତରନଙ୍ଗିନୀ ଲେୟର ଲିଃ ରେ ଦୁର୍ଘଟଣା ହୋଇ ୫ ଶ୍ରମିକ ଗୁରୁତର ।

ବ୍ରହ୍ମପୁର,ତା- ୨୮/୦୬(ପିପିଟି), ଆସିକା ନିକଟସ୍ଥ ତରନଙ୍ଗିନୀ ଲେୟରସ୍ ପ୍ରାଇଭେଟ ଲିଃ ରେ ଆଜି ସକାଳ ୮ ଘଟିକାରେ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ୧୦ ରୁ ୧୨ ଜଣ କାମ କରୁଥିବା ଗୋଦାମ ଗୃହରେ
Read More...

ବ୍ରହ୍ମପୁର ୪ଦିନ ସଟ୍ ଡାଉନ୍ ଘୋଷଣା ।

ବ୍ରହ୍ମପୁର,ତା-୨୬/୦୬(ପିପିଟି) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ସମ୍ପୂର୍ଣ୍ଣ ସଟ୍ ଡାଉନ୍‌
Read More...

ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ୍ ଏସ୍ଆଇ ।

ବ୍ରହ୍ମପୁର,ତା-୨୫/୦୬(ପିପିଟି); ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନାରେ ଦୁଇ ମାସ ପୂର୍ବେ ପ୍ରୋବେସନ ଏସ୍.ଆଇ ଭାବରେ ସିଦ୍ଧାର୍ଥ କୁମାର ଗୌଡ କାର୍ଯ୍ୟରେ ଯୋଗ ଦେଇଥିଲେ ।ଗୋଟିଏ ମାମଲା ରଫାଦଫା କରିବା ପାଇଁ ୩ ହଜାର
Read More...

ଗଲ୍ଓ୍ଵାନ୍ ଶହୀଦଙ୍କ ଉଦ୍ଦେଶ୍ୟରେ କଳାକାର ସଂଘ ପକ୍ଷରୁ ଶୋକସଭା ।

ବ୍ରହ୍ମପୁର,ତା-୨୩/୦୬(ପିପିଟି);ରାଜ୍ୟର ସର୍ବବୃହତ କଳାକାର ସଂଗଠନ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ଦେଶର ଗଲ୍ଓ୍ଵାନ୍ ସାମରିକ ପୋଷ୍ଟ ନିକଟରେ ଚୀନ୍ ସେନାର ପଶ୍ଚାଦ୍ ଆକ୍ରମଣରେ ସହିଦ ହୋଇଥିବା କୋଡ଼ିଏ ଜଣ
Read More...

ଭୁବନେଶ୍ୱରରେ ଆଉ ୫ ନୂଆ ପଜିଟିଭ ।

ଭୁବନେଶ୍ୱର,(ପିପିଟି)୧୬/୦୬, ରାଜ୍ୟରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜଧାନୀରୁ ୫ ନୂଆ
Read More...

ଭିକାରୀ ମୁକ୍ତ ଓଡିଶାର ଗତି କୁଆଡେ ! ଏବେ ବି ମନ୍ଦିର ସମ୍ମୁଖରେ ଭିକାରୀ ।

ପୋଲସରା,(ପିପିଟି)୧୫/୦୬, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନକୁ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ନକରିବା ପାଇଁ ଜିଲ୍ଲା ପ୍ରଶାସନ ରୋକ ଲଗାଇଛନ୍ତି । ଲକ୍ ଡାଉନ ଓ ସଟଡାଉନ ମଧ୍ୟରେ ସରକାରଙ୍କ ସହାୟତା କିଭଳି
Read More...

ଆଜି ରଜ ସଂକ୍ରାନ୍ତି, ଖାଲି ପଡ଼ିଛି ରଜ ଦୋଳି ।

ଭୁବନେଶ୍ୱର,(ପିପିଟି)୧୫/୦୬, ଆଜି ରଜର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କରିପାରିନାହାନ୍ତି
Read More...

ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ ।

ଭୁବନେଶ୍ବର,(ପିପିଟି)୧୪/୦୬ ; ରଜ ପାଇଁ କର୍ଫ୍ୟୁ କୋହଳ କରି ଭିଡ଼ ହେବା ପରେ ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ। ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା
Read More...

ସଟଡାଉନକୁ ସଫଳ କରିବା ପାଇଁ ପ୍ରତ୍ୟେକ ଘରେ ୫୦ କେଜି ଚାଉଳ ଏବଂ ୧୦ ହଜାର ଟଙ୍କା ରୋଜଗାର ସହାୟତା ପ୍ରଦାନ କର ।

ବ୍ରହ୍ମପୁର,(ପିପିଟି)ତା ୧୪/୦୬, ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ରୋକିବା ନାମରେ ପୁଣିଥରେ ସଟଡାଉନ ଆସନ୍ତା ତା ୩୦ ଜୁନ ୨୦୨୦ରିଖ  ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜରୁରୀ ସାମଗ୍ରୀ
Read More...

ବିଶ୍ବନିକେତନ ଜରାନିବାସ ଅଧିବେଶନ ।

ବ୍ରହ୍ମପୁର,(ପିପିଟି)୦୭/୦୬,ମହାନସଂଘ ଦ୍ବାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ବନିକେତନ ଜରାନିବାସର ସ୍ବତନ୍ତ୍ର ଅଧିବେଶନ ଜରାନିବାସ ସମ୍ମିଳନୀ ପ୍ରକୋଷ୍ଠରେ ସାମାଜିକ ଦୂରତ୍ବ ରଖି ବୈଠକ ବିଶ୍ବନିକେତନ ଅଧ୍ଯକ୍ଷ ତଥା
Read More...