Browsing Category

ସହର

ହିଞ୍ଜିଳିକାଟୁର ବିଭିନ୍ନ ଗଣମାଧ୍ୟମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ; ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କରୋନାର ଭୟଭୀତ ପରିସ୍ଥିତି ଚାଲିଛି । ଏହାକୁ ହଟାଇବା ପାଇଁ ଅନେକ କରୋନା ଯୋଦ୍ଧା ନିଜ ଉଦ୍ୟମ ଜାରି ରଖିଛନ୍ତି । ସେଥି ମଧ୍ୟରୁ ଅନ୍ୟତମ କରେନା ଯୋଦ୍ଧା
Read More...

କରୋନା ସଚେତନତାକୁ ନେଇ ପିପୁଲ୍ସ ଫର ଦି ପବ୍ଲିକ୍ ର ସାଧାରଣ ବୈଠକ ।

ବ୍ରହ୍ମପୁର,୨୬/୦୭; ସାଧାରଣ ଜନତା ତଥା ଗରିବ,ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢୁଥିବା ପିପୁଲ୍ସ ଫର ଦି ପବ୍ଲିକ୍ ସଂଗଠନର ଆଜି ଦ୍ବିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର
Read More...

ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି, କାର୍ଯ୍ୟକ୍ରମ ଶୁଭାରମ୍ଭ ।

ବ୍ରହ୍ମପୁର, ତା. ୨୨/୦୭(ପିପିଟି);ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ "ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି" କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କୌଣସି କଳାକାର ଏକୁଟିଆ
Read More...

ବିଜେପି ଜିଲ୍ଲା ସଭାପତିଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ର ଘଟଣାର ତ୍ବରିତ ତଦନ୍ତ ପାଇଁ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ…

ବ୍ରହ୍ମପୁର,୨୨/୦୭(ପିପିଟି); ବିଜେପି ଗଞ୍ଜାମ ଜିଲ୍ଲା ସଭାପତିଙ୍କ ଆକ୍ରମଣ ପାଇଁ ହୋଇଥିବା ଷଡଯନ୍ତ୍ର ଘଟଣାର ତଦନ୍ତ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଦାବି
Read More...

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ ।

ବ୍ରହ୍ମପୁର,୧୪/୦୭(ପିପିଟି); ବ୍ରହ୍ମପୁର ନିବାସୀ ତଥା ସେଣ୍ଟ ଭିନସେଣ୍ଟସ କନଭେଣ୍ଟ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି । ସେ କିଛିଦିନ ହେଲା ଉଦର ସସମସ୍ୟାରେ ଅସୁସ୍ଥ
Read More...

କରୋନା ସଂକ୍ରମଣ ଭୟାବହତା ଯୋଗୁଁ ମନରେଗା ଶ୍ରମିକଙ୍କ ୮ ଜୁଲାଇ ପଦଯାତ୍ରା ସାମୟିକ ସ୍ଥଗିତ ।

ବ୍ରହ୍ମପୁର, ୦୭/୦୭(ପିପିଟି); କରୋନା ମହାମାରୀ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ କବଳିତ କରିଚାଲିଛି ।ହିଞ୍ଜିଳିକାଟୁ,ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, ପୁରୁଷୋତ୍ତମପୁର ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି
Read More...

ସଂସ୍କୃତି ପୁରୁଷ ବଟକୃଷ୍ଣ ପାତ୍ରଙ୍କ ବିୟୋଗରେ ଶୋକସଭା ।

ବ୍ରହ୍ମପୁର, ତା. ୦୬/୦୭ ; ଓଡ଼ିଶୀ ସଂସ୍କୃତିର ଏନ୍ତୁଡ଼ିଶାଳ ପାରଳାଖେମୁଣ୍ଡି ସହରର ଜନୈକ ସଂସ୍କୃତି ପୁରୁଷ ମଞ୍ଚରତ୍ନ ବଟକୃଷ୍ଣ ପାତ୍ରଙ୍କ ଚଳିତ ମାସ ଚାରି ତାରିଖ ମଧ୍ୟାହ୍ନରେ ହୃଦଘାତ ଜନିତ ମାତ୍ର ୭୦ ବର୍ଷ ବୟସରେ ଅକାଳ
Read More...

କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି “ଇତି କଳାକାର ଉବାଚ” ଲୋକାର୍ପିତ ।

ବ୍ରହ୍ମପୁର, ତା. ୦୩/୦୭ :ରାଜ୍ୟର ସର୍ବବୃହତ୍ କଳାକାର ପ୍ରତିଷ୍ଠାନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ସ୍ଵନକ୍ଷତ୍ର ଦିବସ ଅବସରରେ କରୋନା ମହାମାରୀ ପ୍ରକୋପ ଜନିତ ନାନାବିଧ କଟକଣା ଭିତରେ ପ୍ରଥମ ବାର୍ଷିକୋତ୍ସବ ପାଳନ
Read More...

ନିର୍ଧାରିତ ଦୈନିକ ମଜୂରୀ ଓ ୮ ଦଫା ଦାବିରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମନରେଗା ଶ୍ରମିକଙ୍କ ୮ ଜୁଲାଇ ରେ…

ବ୍ରହ୍ମପୁର ,୦୨/୦୭(ପିପିଟି); କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗଞାମ କଳାପରିଷଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶ୍ରମିକ ମାନେ ଦୈନିକ
Read More...

ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନଲାଇନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଭୁବନେଶ୍ବର,ତା-୩୦/୦୬; ସମାଜରେ ଉଚ୍ଚକୋଟୀର ସମାଜସେବା, ପରମ୍ପରା ଓ ସଂସ୍କୃତି ର ପ୍ରସାର ପ୍ରଚାର  ପାଇଁ  ପ୍ରତିବଦ୍ଧତା ସହିତ କାର୍ଯ୍ୟରତ ଓଡିଶା ର ଅଗ୍ରଣୀ ସମାଜସେବା ସଂଗଠନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନଲାଇନ
Read More...