Browsing Category

ସହର

ପୋଲିସ୍ ଓ ଗଣମାଧ୍ୟମ ପାଇଁ ତୁରନ୍ତ ବୀମା ଘୋଷଣା ହେଉ ।

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୮/୦୩ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ସାରଥି ସାଜିଥିବା କର୍ତ୍ତବ୍ୟରତ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ବୀମା ଘୋଷଣା କରନ୍ତୁ । କେନ୍ଦ୍ର
Read More...

୨୪ ଡାକ୍ତରଙ୍କୁ ନେଇ ସ୍ବେଚ୍ଛାସେବୀ ଡାକ୍ତର ପ୍ଯାନେଲ ଗଠିତ ।

ଛତ୍ରପୁର (ପିପିଟି ନ୍ଯୁଜ୍)୨୮/୦୩- ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି। ଏହି ପ୍ୟାନେଲରେ ୨୪ ଜଣ ଡାକ୍ତର ଅଛନ୍ତି। ଉକ୍ତ ଡାକ୍ତର ମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ ତଥା ଡାକ୍ତର
Read More...

ସାମାଜିକ ଦୂରତ୍ବ ନମାନିବାରୁ ୫ଜଣ ଦଣ୍ଡୁଆଙ୍କୁ ହିଞ୍ଜଳିକାଟୁ ପୋଲିସ୍ ଗିରଫ କଲା ।

ହିଞ୍ଜଳିକାଟୁ,(ପିପିଟି ନ୍ଯୁଜ୍)୨୭/୦୩ ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ଆଲପୁର ଠାରେ ଦଣ୍ଡ ନାଚ ଚାଲିଥିବା ସଂପର୍କରେ ହିଞ୍ଜଳିକାଟୁ ତହସିଲଦାରଙ୍କ ନିକଟରେ ଖବର ପହଞ୍ଚିଥିଲା ।କୋଭିଡ୍ -୧୯ ପାଇଁ ସାରା ଦେଶରେ ସାମାଜିକ
Read More...

ତିନିଟି ବ୍ଯାଙ୍କରେ ରହିଲା ଶ୍ରୀଜଗନ୍ନାଥଙ୍କ ପାଣ୍ଠି ।

ପୁରୀ,(ପିପିଟି ନ୍ଯୁଜ୍)୨୭/୦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜତୀୟକରଣ ବ୍ଯାଙ୍କକୁ ଫେରିଛି ।ଏଥିପାଇଁ ଡକାଯାଇଥିବା ଖୋଲା ଟେଣ୍ଡର ପ୍ରକ୍ରିୟା ଗୁରୁବାର ଦିନ ଚୁଡାନ୍ତ ହୋଇ ଫେରିଥିବା ମୋଟ ୩୯୭ କୋଟି ଟଙ୍କାରୁ ସରକାରଙ୍କ
Read More...

ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୨୦୫ ଜଣଙ୍କ ମାମଲା

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୭/୦୩-ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ ନିୟମ ଉଲ୍ଲଂଘନକାରୀଙ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୁରୁବାର ସୁଦ୍ଧା ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୯୫ଟି ମାମଲାରେ ୧୯୫ଜଣଙ୍କ ବିରୋଧ
Read More...

ଲକ୍ ଓପନ୍ ସାଥିରେ ଲକ୍ ଡାଉନ୍ ର ମାନେ କଣ ?

ପଦ୍ମପୁର(ପିପିଟି ନ୍ଯୁଜ୍)୨୭/୦୩ :- କରୋନା ଭୂତାଣୁ ଦାଉରୁ ସାରା ଭାରତ ବର୍ଷ ତଥା ଓଡିଶା ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଲକ୍ ଡାଉନ୍ ଘୋଷଣା ଗ୍ରାମାଂଚଳ ରେ ତାହା ଲକ୍ ଓପନ୍ ହୋଇଛିା ଯାହାର କି ଉଦାହରଣ ବୋଲି
Read More...

ଲକ୍ ଡାଉନ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ମୋବାଇଲ୍ ଜବତ ହେବ

ଛତ୍ରପୁର,(ପିପିଟି ନ୍ଯୁଜ୍)୨୬/୦୩-କରୋନା କୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ କୁ ଯେଉଁମାନେ ଉଲ୍ଲଘଂନ କରି ରାସ୍ତାରେ ଚକ୍କର କାଟିବେ ସେମାନଙ୍କ ବାଇକ୍ ସହିତ ମୋବାଇଲ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ
Read More...

କରୋନା ପାଇଁ ଘରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ଵର(ପିପିଟି ନ୍ଯୁଜ୍): ୨୬/୦୩-କରୋନା ପାଇଁ ଏବେ ଲକ୍ ଡାଉନ୍ ଥିବା ବେଳେ ଲୋକଙ୍କ ଅସୁଵିଧାକୁ ଦୃଷ୍ଟିରେ ରଖି ଘରେ ଜିନିଷ ପହଞ୍ଚାଇବାକୁ ସରକାର ଘୋଷଣା କରିଛନ୍ତି । ସହରରେ ଥିବା ବଡ଼ବଡ଼ ଗ୍ରୋସରୀ ଦୋକାନାରୁ
Read More...

ଅରୁଣା ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ।

ବ୍ରହ୍ମପୁର,(ପିପିଟି ନ୍ଯୁଜ୍),୨୧/୩-ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ କରୋନା ରୂପକ ମହରାରୀ ର ମୁକବିଲା ପାଇଁ ଏକ ବ୍ୟପକ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର
Read More...

କରୋନା ପାଇଁ ଜିଲ୍ଲା ପ୍ରଶାସନର କଟକଣା ଜାରି

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୧/୩ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନକୁ ଦିନ ନୂଆ ପଦକ୍ଷେପ ନିଆଯାଉଛି ।ସାମାଜିକ ଦୂରତ୍ବ ବଜାଇ ରଖିବାକୁ ବସରେ ଅଧା ଯାତ୍ରୀ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅଟୋରେ ଦୁଇ ଜଣ
Read More...