Browsing Category

ସହର

ବ୍ରହ୍ମାକୁମାରୀସ୍‌‍, ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ୍‌‍ ସେଣ୍ଟର ଠାରେ ମହାସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର,୨୦/୧୨(ପିପିଟି ): ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍‌‍ ସେଣ୍ଟର ଠାରେ ତ୍ରିଦିବସୀୟ ବିଶ୍ଵ ଧ୍ୟାନ…
Read More...

ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ (ଭୂମିକା) ତାଲିମ ।

ବ୍ରହ୍ମପୁର:୩୦/୧୧(ପିପିଟି):ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ , ବ୍ରହ୍ମପୁର ଦ୍ୱାରା ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ…
Read More...

ନୂପୁର ମାସିକ ନାଟ୍ୟ ଆସର ମଞ୍ଚ ଆନ୍ଦୋଳନର ଏକ ଭିନ୍ନ ପ୍ରୟାସ ।

ବ୍ରହ୍ମପୁର,୩୦/୧୧(ପିପିଟି) :ସାଂସ୍କୃତିକ ପ୍ରତିଷ୍ଠାନ "ନୂପୁର"ର ମାସିକ ନାଟ୍ୟ ଆସର ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ କବିସୂର୍ଯ୍ୟ ରଙ୍ଗମଞ୍ଚ ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ…
Read More...

ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ।

ବ୍ରହ୍ମପୁର,୧୯/୧୧(ପିପିଟି): ସ୍ଥାନୀୟ ଚର୍ଚ୍ଚ ପଡ଼ିଆରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜୋନାଲ ବୋର୍ଡ ସଭାନେତ୍ରୀ ସୁଶ୍ରୀ ରଶ୍ମିତ କୁମାରୀ…
Read More...

ବୁଲା କୁକୁର ବନ୍ଧ୍ୟାକରଣ ଓ ଗୋଶାଳା ଦାୟିତ୍ୱ ନେଲେ ବେଙ୍ଗାଳୁରୁ ଓ ଜଗତସିଂପୁର ସଂସ୍ଥା ।

ବ୍ରହ୍ମପୁର,୨୨/୧୦(ପିପିଟି): ବ୍ରହ୍ମପୁର ମହାନଗର ନିଗମ ତରଫରୁ ସହର ଅଞ୍ଚଳରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଗୃହ ପାଳିତ ଗାଈମାନଙ୍କୁ ଗୋଶାଳାରେ ରଖିବା ପାଇଁ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା । ଉକ୍ତ ଆହ୍ବାନ ପ୍ରକାରେ…
Read More...

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ ।

ବ୍ରହ୍ମପୁର,୦୧/୧୦(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ଏକ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ, ସୁରେଶ…
Read More...

ପାର୍ବଣ ଋତୁ ଆରମ୍ଭ, ଉତ୍ସବ ମୁଖର ମହାନଗର ।

ବ୍ରହ୍ମପୁର,୨୨/୦୯(ପିପିଟି): ପାର୍ବଣ ଋତୁର ଆଗମନ ସହିତ ମହାନଗର ଉତ୍ସବ ମୁଖର ହୋଇଉଠିଛି। ପ୍ରତିବର୍ଷ ପରି ଆଶ୍ୱିନ ମାସର ଶରତ ଋତୁରେ ପାଳିତ ଦୁର୍ଗା ପୂଜା ଚଳିତ ବର୍ଷ ମଧ୍ୟ ଭବ୍ୟ ଭାବରେ ଆୟୋଜନ ହେବ। ମହାଳୟାରୁ ଦେବୀଙ୍କ…
Read More...

ଗୋରୁଗାଈଙ୍କ ରାସ୍ତା ଅବରୋଧ ହଟାଇବା ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ବ;ନିଗମ କମିଶନର ରାଜେଶିର୍କେ ।

ବ୍ରହ୍ମପୁର,୦୩/୦୯(ପିପିଟି) :ବୁଲା ଗୋରୁଗାଈଙ୍କ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତକୁ ଦୃଷ୍ଟିରେ ରଖି ବୁଧବାର ଦିନ ମହାନଗର ନିଗମ ତରଫରୁ ଏକ ବୈଠକ ଡେପୁଟି କମିଶନର ତଥା ବରିଷ୍ଟ…
Read More...

ଚଳିତ ବର୍ଷ ମହାନ ସଂଘ ତରଫରୁ ଅଧିକ ଜନ କଲ୍ୟାଣ କାର୍ଯ୍ୟ ହାତକୁ ନିଆଯିବ ।

ବ୍ରହ୍ମପୁର,୩୧/୦୮(ପିପିଟି):ଦୀର୍ଘ ଚାଳିଶି ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜସେବା,ସାଂସ୍କୃତିକ,କ୍ରୀଡା,ଜନ ଜାଗରଣ,ଶିକ୍ଷା, ସ୍ବାସ୍ଥ୍ୟ,ପରିବେଶ,ବୃଦ୍ଧାଶ୍ରମ ଓ ବାତ୍ୟା ବନ୍ୟା କୋରାନା ସମୟରେ ମହତ୍ତ…
Read More...