ମହିଳାଙ୍କୁ ମହନଦୀ ଗର୍ଭରୁ ଉଦ୍ଧାର କରି ଦୁଇ ମତ୍ସ୍ୟଜୀବୀ ସମ୍ମାନିତ ।

ଉଲୁଣ୍ଡା,୧୬/୦୭(ପିପିଟି) ; ମହାନଦୀ ପୋଲ ତଳକୁ ଡେଇଁଥିବା ମହିଳାଙ୍କୁ ମହାନଦୀ ଗର୍ଭରୁ ଉଦ୍ଧାର କରିଥିବା ଦୁଇ ମସ୍ତଜୀବୀଙ୍କୁ ଆଜି ସୁବର୍ଣ୍ଣପୁର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା
Read More...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ଉଲୁଣ୍ଡା,୧୬/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିସିପଡା ଗ୍ରାମପଞ୍ଚାୟତ ନୋଡାଲ ସ୍କୁଲ ପରିସରରେ ଯୁବ ପ୍ରତୀକ ଆସୋସିଏସନ,ସୁବର୍ଣ୍ଣପୁର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି
Read More...

କଳମ୍ବ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା ।

ପୋଲସରା,୧୬/୦୭(ପିପିଟି); ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଗତକାଲି ୯ ଜଣ ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଛି । କଳମ୍ବ ପଞ୍ଚାୟତର ରୁଖାକଣା ଓ ଖଣ୍ଡୁରୁ ପଞ୍ଚାୟତର
Read More...

ସରକାରୀ ଗୋଚର ଜମିରେ ଆଶ୍ରୟ ନେଇଥିବା କୁମର ମଣିଙ୍କ ପରିବାର ଆବାସ ଗୃହରୁ ବଞ୍ଚିତ ।

କଳାହାଣ୍ଡି,୧୬/୦୭(ପିପିଟି) ସରକାର ଗରିବ ଖଟିଖିଆ ଦିନ ମଜୁରିଆ ଲୋକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ହେଲେ ସରକାରୀ ବାବୁଙ୍କ ଖାମଖିଆଲୀ ନୀତି ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବିଫଳ
Read More...

ପଞ୍ଚାୟତ ଘେରିଲେ ପ୍ରବାସୀ ଓଡ଼ିଆ , ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ଶାନ୍ତ ପଡିଲା ସ୍ଥିତି ।

କୋଦଳା,୧୬/୦୭(ପିପିଟି); ଫାସି ଗ୍ରାମପଞ୍ଚାୟତ ଘେରିଲେ କ୍ଵାରେଣ୍ଟାଇନରେ ଥିବା ପ୍ରବାସୀ ଓଡ଼ିଆ । କ୍ଵାରେଣ୍ଟାଇନରେ ଯେଉଁମାନେ ଥିଲେ ସେମାନଙ୍କ ପାଇଁ ସରକାର ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି  କିନ୍ତୁ
Read More...

ଦେଶରେ ୩୨୬୯୫ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୦୭୮୩ ଏବଂ ମୃତ ସଂଖ୍ୟା ୬୦୬ ।

ନୂଆଦିଲ୍ଲୀ,୧୬/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ୩୨୬୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୦୭୮୩ ଏବଂ  ୬୦୬ ସଂକ୍ରମିତଙ୍କ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୫୩୯୨ , ସୁସ୍ଥ ସଂଖ୍ୟା ୧୦୪୭୬ ଓ ମୃତ ସଂଖ୍ୟା ୭୯ ।

ଭୁବନେଶ୍ଵର,ତା-୧୬/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୮୬୭ ମଧ୍ୟରୁ ୨୯୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୩ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୫୯୪ ମଧ୍ୟରୁ ୧୦୦୦
Read More...

ଦୀପ୍ତିପୁର ଟିଏମସି ଓ ବସଷ୍ଟାଣ୍ଡକୁ ବିଶୋଧକ ସିଞ୍ଚନ କରାଗଲା ।

ପଦ୍ମପୁର,୧୫/୦୭(ପିପିଟି); ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦୀପ୍ତିପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟାଲ ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଟିଏମସି ଅଞ୍ଚଳକୁ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି । ଟିଏମସି
Read More...

ସୁର୍ଯ୍ୟକାନ୍ତି ମେଡିକାଲ ଷ୍ଟୋର ସିଲ ।

ଭଞ୍ଜନଗର, ୧୫/୦୭(ପିପିଟି);ଆଜି ମଧ୍ୟାହ୍ନରେ ଭଞ୍ଜନଗର ମେଡିକାଲ ସାମ୍ନାରେ ଥିବା ଏକ ଔଷଧ ଦୋକାନ କୋଭିଡ଼ ନିୟମ ଉଲଂଘନ କରି ଲୋକଙ୍କ ଭିଡ଼ ଥିବା ସହ ସାମାଜିକ ଦୂରତା ନଥିବା ଦେଖି ଉକ୍ତ ଦୋକାନ କୁ ପ୍ରଶାସନ ତରଫରୁ ଏକ
Read More...