ଦେଶରେ ୩୪୮୮୪ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୭୯୯୪ ଏବଂ ମୃତ ସଂଖ୍ୟା ୬୭୧ ।

ନୂଆଦିଲ୍ଲୀ,୧୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୩୪୮୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୭୯୯୪ ଏବଂ ୬୭୧ ସଂକ୍ରମିତଙ୍କ
Read More...

ଯୁବ କଂଗ୍ରେସ ପକ୍ଷରୁ ୯ ଜିଲ୍ଲା ଓ କଟକ ସହର ସଭାପତିଙ୍କ ନାମ ଘୋଷଣା ।

ଭୁବନେଶ୍ବର,୧୮/୦୭(ପିପିଟି); ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୯ ଜିଲ୍ଲା ଓ କଟକ ସହର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଚିଠି ନମ୍ବର ୦୬/ଓପିୱାଇସି/୨୦୨୦,ତା-୧୮/୦୭/୨୦୨୦
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୬୭୦୧ , ସୁସ୍ଥ ସଂଖ୍ୟା ୧୧୩୩୦ ଓ ମୃତ ସଂଖ୍ୟା ୮୬ ।

ଭୁବନେଶ୍ଵର,ତା-୧୮/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୨୮୦ ମଧ୍ୟରୁ ୩୨୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୩ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୮୬୫ ମଧ୍ୟରୁ ୧୦୪୦
Read More...

ଲକ୍ ଡାଉନ୍ ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରାଯିବା ନେଇ ଜିଲ୍ଲାପାଳଙ୍କ ସୂଚନା ।

ଛତ୍ରପୁର, ତା-୧୭/୦୭ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ
Read More...

ଆଶ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ ସହ ବନମହୋତ୍ସଵ ପାଳିତ ।

ଉଲୁଣ୍ଡା,୧୭/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କୁଞ୍ଜପାଲି ଆବାସିକ ଆଶ୍ରମ ବିଦ୍ୟାଳୟ ପରିସରରେ ବନାମହୋତ୍ସଵ ପାଳିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ
Read More...

ସାମ୍ବାଦିକଙ୍କ ପିତା ତଥା ସମାଜସେବୀ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ ।

ଶେରଗଡ,୧୭/୦୭(ପିପିଟି); ଆଜି ଶେରଗଡ଼ ବ୍ଲକର ବିଶିଷ୍ଟ ସମାଜ ସେବୀ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଥିଲେ କୋପ୍ରେଟିଭ ବ୍ୟାଙ୍କର ଡିରେକ୍ଟର, ବାପୁଜି ସୋସାଇଟି
Read More...

ଯୋଜନାବଦ୍ଧ ହତ୍ଯାକାଣ୍ଡର ପର୍ଦ୍ଦାଫାଶ, ତିନି ଅଭିଯୁକ୍ତ ଗିରଫ ।

ପଦ୍ମପୁର,୧୭/୦୭(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ ଅଫିସ ନିକଟରେ ଗତ ୧୫ ତାରିଖ ରାତି ପ୍ରାୟ ୧୧ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି
Read More...

ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଫେରାର ।

ବେଲଗୁଣ୍ଠା,୧୭/୦୭(ପିପିଟି);ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢ଼େଇ ଗାଁ ରେ କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ କାତିରେ ହାଣି ଗୁରୁତର କରିବା ସହ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ମୃତ ମହିଳାଙ୍କ
Read More...