ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ ।

ବାଲିଗୁଡା,୦୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ ୫୯ନଂ. ଜାତୀୟ ରାଜପଥରେ  କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ…
Read More...

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗସ୍ତରେ କାଶୀ ଶଙ୍କରାଚାର୍ଯ୍ୟ ।

କୋଦଳା,୦୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ପହଞ୍ଚିଛନ୍ତି କାଶୀ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ସନ୍ଥ । କନିଆରୀବାଡ଼ି ଗ୍ରାମର ସମାଜସେବୀ ତଥା ଆଧ୍ୟାତ୍ମିକ ବ୍ୟକ୍ତି…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ।

ପୋଲସରା,୦୮/୦୨(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨(୦) ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ଗୋଟିଏ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ମହାବିଦ୍ୟାଳୟ ର ବାଳିକା ୨(୦) ବାଟାଲିୟନ ର…
Read More...

କୃଷି ଭିତ୍ତିକ ଗଣନା ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ମାଲକାନଗିରି,୦୮/୦୨(ପିପିଟି): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୧୧ତମ କୃଷି ଭିତ୍ତିକ ଗଣନା:୨୦୨୧-୨୨ ନେଇ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର…
Read More...

ବାଲିଗୁଡାରେ ବନ ବିଭାଗ ତରଫରୁ ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

ବାଲିଗୁଡ଼ା,୦୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ୪ନଂ.ଓ୍ବାର୍ଡର ଗୋଇବନ୍ଧା ଡ୍ୟାମ୍ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ବାରା ଇକୋ ପାର୍କ ନିର୍ମାଣ ପାଇଁ…
Read More...

ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ ।

ବାଲିଗୁଡ଼ା,୦୮/୦୨(ପିପିଟି): ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍…
Read More...

ଉତ୍କଳ ସାହିତ୍ଯ ସଂସଦ ତରଫରୁ କବିତା ସଂଧ୍ଯା ।

ମାଲକାନଗିରି,୦୭/୦୨(ପିପିଟି):ଉତ୍କଳ ସାହିତ୍ଯ ସଂସଦ ଦ୍ବାରା ଆଜି ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ କବିତା ସଂଧ୍ଯା ଆୟୋଜନ କରାଯାଇଛି । ଏହି ସାହିତ୍ଯ ଆସରରେ ସମୀକ୍ଷକ ଭାବେ ଉତ୍କଳ ସାହିତ୍ଯ ସଂସଦର ସଭାପତି କବି…
Read More...

ସଙ୍ଗୀତ କଳାକାରଙ୍କ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ ।

ବେଲଗୁଣ୍ଠା,୦୭/୦୨(ପିପିଟି): ବେଲଗୁଣ୍ଠା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେସଙ୍ଗୀତ କଳାକାରଙ୍କ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ କରାଯାଇଛି । ବରିଷ୍ଠ କଳାକାର ହରିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଆଦିବାସୀର ଜଙ୍ଗଲ ପଟା ଜମିକୁ ବେଙ୍ଗଲୀ ଲୋକଙ୍କ କବଜା ।

ମାଲକାନଗିରି,୦୭/୦୨(ପିପିଟି): ମାଲକାନଗିରି ତହସିଲ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ ତଣ୍ଡିକି କାଦବାହାଲ ଗ୍ରାମର ଭୀମା ମୁଷାକିଙ୍କ ୧.୧୦୮ ହେକ୍ଟର ଜମିକୁ ସିନ୍ଧ୍ରିମାଳ ପଞ୍ଚାୟତ ନିକଟସ୍ଥ ଏମଭି-୧୧୧ ଗ୍ରାମର ରବି…
Read More...

ମାଲକାନଗିରି ସରକାରୀ ବିଏଡ୍ କଲେଜ ବର୍ତ୍ତମାନ ଭୂତକୋଠି ।

ମାଲକାନଗିରି,୦୭/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ନବ ନିର୍ମିତ ସରକାରୀ ବିଏଡ କଲେଜ ବର୍ତ୍ତମାନ ଭୂତକୋଠିରେ ପରିଣତ ହେବାରେ ଲାଗିଛି । ରକ୍ଷଣା ବେକ୍ଷଣା ଅଭାବରୁ କଲେଜର ପ୍ରକୋଷ୍ଠର ଝରକାର କାଚଗୁଡିକ କିଏ ଭାଙ୍ଗି…
Read More...