ଶିକ୍ଷା ମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଥିବା ବେଳେ ସ୍କୁଲରେ ଝୁଲୁଛି ତାଲା: ଶିକ୍ଷକଙ୍କ ଖାତିର ନାହିଁ ।

ବାଲିଗୁଡ଼ା,୨୦/୦୨(ପିପିଟି): କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତ ରେ ଆସି ଶିକ୍ଷା ସମ୍ପର୍କ ରେ ସମୀକ୍ଷା କରିଛନ୍ତି…
Read More...

ସିଆଇଟିୟୁ ନେତୃତ୍ୱରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସି ଘେରିଲେ ପାଚିକା ଓ ସହାୟିକା।

ରଣପୁର,୨୦/୦୨(ପିପିଟି):ଦୀର୍ଘ ୨୮ ବର୍ଷ ହେଲା ଗଣଶିକ୍ଷା ବିଭାଗ ଅଧୀନରେ ସ୍କୁଲ ଗୁଡିକରେ ପାଚିକା ଭାବେ କାର୍ଯ୍ୟକରି ଆସୁଥିବା ପାଚିକା ଓ ସହାୟିକା ମାନେ ଆଜି ସିଟୁ ନେତୃତ୍ୱରେ ସଂଘ ବଦ୍ଧ ହୋଇ ଜୀବନ ଓ ଜୀବିକାର ସୁରକ୍ଷା…
Read More...

ଓପିଏମ ହାଇସ୍କୁଲ ୧୯୮୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ;ଦିବଙ୍ଗତ ଗୁରୁ ଏବଂ ସହପାଠିଙ୍କୁ ମନେ ପକାଇଲେ ।

ଝାରସୁଗୁଡା,୨୦/୦୨(ପିପିଟି):ଝାରସୁଗୁଡା ଜ଼ିଲ୍ଲା, ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ପେପର ମିଲ (ଓ ପି ଏମ)ବାଳକ ଓ ବାଳିକା,୧୯୮୧ ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏମ. ସି.ଏଲ. ଜି. ଏମ.…
Read More...

କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ ।

କନ୍ଧମାଳ,୧୯/୦୨(ପିପିଟି):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ…
Read More...

ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ; ଦିଗପହଣ୍ଡିକୁ ହରାଇ ମୋହନା ଚମ୍ପିୟାନ ।

ଭଞ୍ଜନଗର,୧୯/୦୨(ପିପିଟି): ଭଞ୍ଜନଗର ଏନଏସି ୯ନଂ ୱାର୍ଡ ତୋଟା ସାହି ଠାରେ ରୟାଲ କ୍ଲବ ତରଫରୁ ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଆରୟାନ ସିକ୍ସ ଦିଗପହଣ୍ଡିକୁ ହରାଇ ଗଜପତି ଜିଲ୍ଲା ସେଣ୍ଟ ପିଟର ମୋହନା ଦଳ…
Read More...

ଖେଳୁଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୫ଶିଶୁ ଆହତ ।

ଭଞ୍ଜନଗର,୧୯/୦୨(ପିପିଟି): ଭଞ୍ଜନଗର ଥାନା କୃଷ୍ଣନଗର ଗ୍ରାମ ନିକଟରେ ଥିବା ଏକ ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ୫ଜଣ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୂଳିଙ୍କ ପୁଅ ରୋସନ୍…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଖୋଲିଲା ଲେଣ୍ଡିରି ଗାଁ ପ୍ରାଥମିକ ବିଦ୍ୟାଳୟ ତାଲା ।

କନ୍ଧମାଳ,୧୯/୦୨(ପିପିଟି): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡିରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅଶାନ୍ତି ଲାଗି ରହିଥିଲା । ଗତ…
Read More...

କିଟ୍ ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳାକୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କ ହିଞ୍ଜିଳି…

ବ୍ରହ୍ମପୁର,୧୯/୦୨(ପିପିଟି):ଭାରତ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କିଟ୍ ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳା ଉଦଯାପିତ…
Read More...

ଚୋରି ବାଇକ୍ ଜବତ, ଦୁଇ ଗିରଫ।

ପୋଲସରା,୧୯/୦୨(ପିପିଟି): ଗୋଟିଏ ବାଇକ୍ ଚୋରି ଘଟଣାରେ ଆଜି ପୋଲସରା ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକ୍ ଜବତ କରିଛି। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଦେଇଥିବା…
Read More...

ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ଚଳ ଚଞ୍ଚଳ ପାଟବନ୍ଧ ପ୍ରସିଦ୍ଧ ପଶ୍ଚିମେଶ୍ୱରଙ୍କ ପୀଠ।

ବୋଲଗଡ଼,୧୮/୦୨(ପିପିଟି):ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି ଜାଗର ଯାତ୍ରା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ରହିଥିବା ଶୈବପୀଠ ଯଥା ବାଙ୍କୋଇର ତାରେଶ୍ୱର ଦେବ,ସୁନାଖଳା ନୀଳକଣ୍ଠେଶ୍ଵର ଓ ଅମୃତେଶ୍ୱର,…
Read More...