ମାଲକାନଗିରି ବଡଯାତ୍ରା ସଂପର୍କରେ ସାମ୍ବାଦିକ ସମ୍ମିଳନୀ ।

ମାଲକାନଗିରି,୨୨/୦୨(ପିପିଟି): ଏକ ବର୍ଷ ବ୍ଯବଧାନରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡ ଯାତ୍ରା । ଏହି ପରିପ୍ରକ୍ଷୀରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର…
Read More...

ମଲ୍ଲୀକେଶ୍ବର ପାହାଡ ପାର୍ଶ୍ବରେ ଅଜଣା ଶବ ଉଦ୍ଧାର ।

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମଲ୍ଲୀକେଶ୍ବର ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଯୁବତିର ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ି ରହିଥିବା ପୋଲିସକୁ ସୂଚନା ମିଳିଛି । ମାଲକାନଗିରି ଥାନା…
Read More...

ବିବାହିତ ମହିଳାଙ୍କ ଆତ୍ମହତ୍ୟା ।

ବେଲଗୁଣ୍ଠା,୨୨/୦୨(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁଙ୍କ ପତ୍ନୀ ସୁନୀତା ସାହୁ (୩୦)…
Read More...

ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ ।

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ଥିବା ପ୍ରାୟ ୨୦ ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସଂଗଠନକୁ ନେଇ ସମାଜସେବୀ ପ୍ରଭାକର ହନ୍ତାଳଙ୍କ ଅଧ୍ୟକ୍ଷାରେ ଆଜି ଜିଲ୍ଲା ସଦର ସ୍ଥିତ ଅନୁସୂଚିତ…
Read More...

ପୋଲସରା ଓକିଲ ସଙ୍ଘର କର୍ମକର୍ତ୍ତା ଚୟନ ।

ପୋଲସରା,୨୨/୦୨(ପିପିଟି):ପୋଲସରା କୋର୍ଟ ପରିସରରେ, ପୋଲସରା ଓକିଲ ସଂଘର ବାର୍ଷିକ ନିର୍ବାଚନି ବୈଠକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ବୈଠକରେ ସୁଶାନ୍ତ କୁମାର ସାହୁଙ୍କୁ ପୁନର୍ବାର…
Read More...

ଜିଲ୍ଲାରେ ବିହନ ପରୀକ୍ଷାଗାର ଉଦଘାଟିତ ।

ଛତ୍ରପୁର,୨୨/୦୨(ପିପିଟି):ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାର ବିହନ ପରୀକ୍ଷାଗାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ହସ୍ତରେ ବୁଧବାର ଉଦ୍ଘାଟିତ…
Read More...

ଦିବ୍ୟ ଜନନୀ ଜୟନ୍ତୀ ଅବସରରେ ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳନ।

ବୋଲଗଡ଼,୨୧/୦୨(ପିପିଟି):ଦିବ୍ୟ ଜନନୀ ଜନ୍ମ ଜୟନ୍ତୀ ଅବସରରେ ଅପରାହ୍ନ ୩ଘଟିକା ସମୟରେ ବୋଲଗଡ଼ର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଷଷ୍ଠ ତମ ବାର୍ଷିକ ଉତ୍ସବ ତଥା ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜୋରିମାନା ।

କନ୍ଧମାଳ,୨୧/୦୨(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ…
Read More...

ଆମ ପୋଲିସ ସମିତି ରକ୍ତଦାନ ଶିବିର ।

ଭଞ୍ଜନଗର,୨୦/୦୨(ପିପିଟି):ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୨୧୩ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ…
Read More...

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ ।

ବାଲିଗୁଡା,୨୦/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡା ଥାନା ତରଫରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର…
Read More...