କୁକୁଡାଖଣ୍ଡି ପ୍ରାଣୀ ଚିକିତ୍ସାଳୟରେ ତାଲା, ଚାଲିଗଲା ଅସହାୟର ଜୀବନ ।

କୁକୁଡାଖଣ୍ଡି,୧୧/୦୨; କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ମାଙ୍କଡ଼ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ବରଣ କରିଛି। ଖବରରୁ ପ୍ରକାଶ ଯେ, ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମାଙ୍କଡକୁ କିଛି ସ୍ଵେଛାସେବୀ ଉଦ୍ଧାର…
Read More...

ଗୋଡା କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର ।

ବୋଲଗଡ଼,୧୧/୦୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମ ପଞ୍ଚାୟତ ଗୌଡା କାଜୁ ଜଙ୍ଗଲରେ ମିଳିଛି ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ମିଳିଛି। ମୃତ୍ୟୁ ଯୁବକ ଜଣଙ୍କ ସାମନ୍ତରାୟ ଗ୍ରାମର ବିଜୟ ମାଝୀଙ୍କ ପୁଅ…
Read More...

ଦୀର୍ଘ ଦିନ ହେଲା ଏଟିଏମ ଅଚଳ: ଗ୍ରାହକ ହନ୍ତସନ୍ତ ।

ଭଞ୍ଜନଗର,୧୧/୦୨(ପିପିଟି);ଭଞ୍ଜନଗର ରେଡ଼କ୍ରସ ରୋଡ଼ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ବ୍ୟାଙ୍କ ଅଫ ବରୋଦାର ଏକମାତ୍ର ଏଟିଏମ ଗତ ଏକ ମାସ ହେବ ଅଚଳ ହୋଇ ରହିଛି। ଯାହାଫଳରେ ଏହି ବ୍ୟାଙ୍କର ବହୁ ସଂଖ୍ୟକ ଗ୍ରାହକ ରହିଥିଲେ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୯୮୪,ମୃତ୍ୟୁ ସଂଖ୍ୟା ୧,୯୧୦ ।

ଭୁବନେଶ୍ବର,୧୧/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୫ । ବର୍ତ୍ତମାନ ସୁଦ୍ଧା ୭୯,୫୫,୯୧୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୯୮୪ ଚିହ୍ନଟ ହୋଇଛନ୍ତି ୩,୩୩,୨୨୦ ଜଣ ସୁସ୍ଥ ହୋଇଥିବା…
Read More...

ଗାଙ୍ଗପୁର ପୁଲିସର ଅବକାରୀ ଚଢ଼ାଉ; ଦୁଇ ଗିରଫ ।

ଗାଙ୍ଗପୁର ,୧୦/୦୨(ପିପିଟି); ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍…
Read More...

ବଡ଼ ଖଇରଖମା ଗ୍ରାମ ପଞ୍ଚାୟତରେ ବହୁ ଉନ୍ନୟନ କାର୍ଯ୍ଯର ଉଦ୍‌ଘାଟନ ଓ ବିଜେଡି ର ମିଶ୍ରଣ ପର୍ବ ।

ବେଗୁନିଆପଡା,୧୦/୦୨;କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତ ପାଇକପଡା ଗ୍ରାମ ନିକଟସ୍ଥ ବଟେଶ୍ୱର ମନ୍ଦିର ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜନ…
Read More...

ଦୁଃଖା ମୁହଁରେ ହସ ଫୁଟାଇଲା ପ୍ରଶାସନ ।

ଭଞ୍ଜନଗର,୧୦/୦୨(ପିପିଟି); ଦୁର୍ଘଟଣା ରେ ଗୁରୁତର ଆହତ ହେଇ ଗୋଡର ସମ୍ପୂର୍ଣ୍ଣ ଭାଗ ସଂକ୍ରମିତ ହେବ ଦୁଃଖ ଦୁର୍ଦଶା ରେ ଜୀବନ ଜିଉଁ ଥିବା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ ପଂଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କୁ…
Read More...

ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭଜରାମ ଷଢଙ୍ଗୀଙ୍କ ପରଲୋକ ।

ଭଞ୍ଜନଗର,୧୦/୦୨(ପିପିଟି); ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ଲୁଦୁଲୁଦି ଗ୍ରାମର ମହାନ ବ୍ୟକ୍ତିତ୍ୱ ତଥା ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭାବେ ବେଶ ପରିଚିତ ଭଜରାମ ଷଢଙ୍ଗୀଙ୍କର ବୁଧବାର ଭୋର ସମୟରେ ୮୦ବର୍ଷ…
Read More...

ବରିଷ୍ଠ ଶିକ୍ଷାବିତ୍ତଙ୍କ ପରଲୋକ ।

ପୋଲସରା -୧୦/୦୨(ପିପିଟି) ଗଞ୍ଜାମ ଜିଲ୍ଲାର ପଞ୍ଚାମା ଗ୍ରାମର ଜଣାଶୁଣା ଶିକ୍ଷାବିତ୍ତ ଟି .କୃଷ୍ଣମୂର୍ତି ଆଚାରୀଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ନିକଟରେ ସ୍ବଧର୍ମଣୀଙ୍କ ସହ ଚାରି ପୁତ୍ର, ପୁତ୍ରବଧୁ,…
Read More...

ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭଞ୍ଜନଗର, ୧୦/୦୨(ପିପିଟି); ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ ଓ ବଣଭୋଜି ସ୍ଥାନୀୟ ମା ବଡରାଉଳ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ବହୁ…
Read More...