ହୃଦଘାତରେ ମୃତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକ ସଭା ।

ବେଲଗୁଣ୍ଠା,୧୨/୦୨(ପିପିଟି), ଗଞ୍ଜାମ ଜିଲ୍ଳା କୋଦଳା ଅଞ୍ଚଳର ସାମ୍ବାଦିକ ଦିବାକର ପାଣ୍ଡୀ (ବାବୁଲା) ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ସେ ଗତ ରାତ୍ରରେ ଅସୁସ୍ଥ ଅନୁଭବ ହେବାରୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୬,୦୪୨,ମୃତ୍ୟୁ ସଂଖ୍ୟା ୧,୯୧୦ ।

ଭୁବନେଶ୍ବର,୧୨/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮ । ବର୍ତ୍ତମାନ ସୁଦ୍ଧା ୭୯,୭୯,୩୧୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୦୪୨ ଚିହ୍ନଟ ହୋଇଛନ୍ତି ୩,୩୩,୨୮୦ ଜଣ ସୁସ୍ଥ ହୋଇଥିବା…
Read More...

ଗଞ୍ଜାମ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ସ୍ବର୍ଗତ ବିମଳା ମହାନ୍ତି ଶ୍ରାଦ୍ଧ ଉତ୍ସବ ପାଳିତ ।

ଶେରଗଡ, ୧୨/୦୨(ପିପିଟି); ଶେରଗଡ ଗଞ୍ଜାମ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ସ୍ୱର୍ଗତ ବିମଳା ମହାନ୍ତିଙ୍କ ୨ୟ ଶ୍ରାଦ୍ଧ ଉତ୍ସବ ଗତ ୧୧ ତାରିଖ ସନ୍ଧ୍ୟା ରେ ବ୍ରହ୍ମପୁର ବ୍ରଜ ନଗର ୩ ଲାଇନ ରେ ବିମଳା ଭବନରେ ବରିଷ୍ଠ…
Read More...

ହୃଦଘାତ ରେ ସାମ୍ବାଦିକଙ୍କ ପରଲୋକ ।

କୋଦଳା,୧୧/୦୨(ପିପିଟି); ଗଂଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ପାଣ୍ଡି ସାହି ବାସିନ୍ଦା ତଥା ଓଡିଶା ଏକ୍ସପ୍ରେସ ଖବରକାଗଜର କୋଦଳା ପ୍ରତିନିଧି ଦିବାକର ପାଣ୍ଡି (ବାବୁଲା, ୪୮) ଙ୍କ ଆଜି ରାତ୍ର ପ୍ରାୟ ୩ ଘଣ୍ଟା ସମୟରେ…
Read More...

ଦୁଇ ଅସହାୟ ପିଲାଙ୍କୁ ସହାୟତାର ହାତ ବଢାଇଲେ ଓଏସ୍ଏପି ସ୍କୁଲର ୧୯୯୨ ବ୍ଯାଚ ଛାତ୍ରଛାତ୍ରୀ ।

ତିର୍ତ୍ତୋଲ,୧୧/୦୨(ପିପିଟି); ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଵନଦୁର୍ଗା ଗ୍ରାମର ଦୁଇ ଅସହାୟ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଚୌଦ୍ଵାର ଚାରବାଟିଆ ଓଏସ୍ଏପି ସ୍କୁଲର ୧୯୯୨ ବ୍ୟାଚ୍ ର ଛାତ୍ରଛାତ୍ରୀ…
Read More...

କୁଡୁପାକିଆରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ।

ବାଲିଗୁଡା,୧୧/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡପାକିଆ ଠାରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳ ରେ ଥିବା ଖେଳାଳୀ ମାନଙ୍କର ଲୁକ୍କାୟିତ…
Read More...

ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ବସନ୍ତୋତ୍ସବ ପାଳିତ ।

ବ୍ରହ୍ମପୁର,ତା.୧୧/୦୨(ପିପିଟି); ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ' ଜାତୀୟ ସଙ୍ଗୀତ କଳା କେନ୍ଦ୍ର' ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ଷଷ୍ଠ ଶ୍ରାଦ୍ଧୋତ୍ସବକୁ 'ବସନ୍ତୋତ୍ସବ:୨୦୨୧' ଭାବେ କଳା…
Read More...

ବିଳମ୍ବିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନେଇ ବିଜେପିର କ୍ଷୋଭ ।

ବ୍ରହ୍ମପୁର,୧୧/୦୨(ପିପିଟି); "ଯଦି ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ୍ଷ ଭାବେ ଆସିବାର ନଥିଲା ତେବେ ସାଧାରଣ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ପ୍ରକଳ୍ପ ଗୁଡିକୁ ପୂର୍ବରୁ କାହିଁକି ଲୋକାର୍ପଣ କରାଗଲା ନାହିଁ" ବୋଲି ହିଞ୍ଜିଳିକାଟୁ…
Read More...