ଟାଟା ବିରୋଧି ଆନ୍ଦୋଳନ ସମୟରେ ଇନ୍ସପେକ୍ଟରଙ୍କୁ ହତ୍ଯା ଘଟଣାରେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀଙ୍କ ସମେତ ୧୩…

ବ୍ରହ୍ମପୁର,୩୧/୦୭(ପିପିଟି): ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ…
Read More...

୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ।

ମାଲକାନଗିରି, ୩୧/୦୭ (ପିପିଟି):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଡିଏନକେ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ମୃତ।

ଭଞ୍ଜନଗର, ୩୧/୭. ତାରସିଂ ଥାନା ଲେମ୍ଭେଇ ପଞ୍ଚାୟତ ଟାଙ୍ଗଣ ଗ୍ରାମରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି।ଏହି ଗ୍ରାମର ଧୋବା ସାହୁ(୩୫) ନିଜ ଟ୍ରାକ୍ଟର ଯୋଗେ ସନ୍ଧ୍ୟା ସମୟରେ ଜମି ଚାଷ…
Read More...

ବୀରମହାରାଜପୁର ବ୍ଲକରେ ମନରେଗା ସାମାଜିକ ସମୀକ୍ଷା ବୈଠକ ।

ଉଲୁଣ୍ଡା ,୩୦/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର…
Read More...

ମା କୁଣ୍ଡା ଖାଇ ସେବାସଂଘ ପକ୍ଷରୁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା।

ବୋଲଗଡ,୩୦/୦୭(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁଙ୍କୁ ରାସୋଳ ମା କୁଣ୍ଡାଖାଇ ସେବା ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହେବା…
Read More...

କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ।

ଭଞ୍ଜନଗର, ୨୯/୭(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ କୁକୁର କାମୁଡ଼ାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି।ନିକଟସ୍ଥ ଜଙ୍ଗଲରୁ ଆସି କାଳି ପଙ୍କା ଗ୍ରାମ ବିଲରେ ହରିଣଟି ଚରୁଥିବା ବେଳେ ଗ୍ରାମର…
Read More...

ସୁବଳୟା ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଉଲୁଣ୍ଡା ,୨୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର୍ ବ୍ଲକ୍ ଅନ୍ତର୍ଗତ ସୁବଳୟା ୫-ଟି ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା…
Read More...

ବୀରମହାରାଜପୁର କଲେଜର ୫-ଟି ରୁପାନ୍ତର କାର୍ଯ୍ୟ ପାଇଁ ଉପଜିଲ୍ଲାପାଳଙ୍କ ସମିକ୍ଷା ପ୍ରସ୍ତୁତି ବୈଠକ ।

ଉଲୁଣ୍ଡା ,୨୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକରେ ଥିବା ତିନୋଟି କଲେଜର ୫-ଟି ରୁପାନ୍ତର ପାଇଁ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ସମିକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜରେ…
Read More...

କାମରେ ଆସୁନି ଆବର୍ଜନା ସାଇକେଲ,ପଦାରେ ପଡ଼ି ନଷ୍ଟ ହେବାକୁ ବସିଲାଣି।

ବୋଲଗଡ,୨୯/୦୭(ପିପିଟି):ସୁସ୍ଥ ପରିବେଶ ସହିତ ନିରୋଗ ରହିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ବିନିଯୋଗ କରୁଅଛନ୍ତି।କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନକୁ ଗୁରୁତ୍ଵ ଦେଉଥିବା ବେଳେ…
Read More...

ସ୍ଵାଭିମାନ ଅଞ୍ଚଳରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ।

ମାଲକାନଗିରି, ୨୯/୦୭ (ପିପିଟି):ରାଜ୍ୟ ସରକାର ସ୍ଵାଭିମାନ ଅଞ୍ଚଳର ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି। ତଦନୁଯାୟୀ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଵାଭିମାନ ଅଞ୍ଚଳର ଯୁବକ ଯୁବତୀଙ୍କୁ ସ୍ଵାବଲମ୍ବୀ କରିବା ପାଇଁ…
Read More...