ଦୀର୍ଘ ଏକ ବର୍ଷ ହେଲା ମନରେଗା କାମ କରି ପ୍ରାପ୍ୟ ମିଳିନଥିବା ଅଭିଯୋଗ ।

ବାଲିଗୁଡା,୧୮/୦୫(ପିପିଟି): କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି । ମନରେଗା ଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ନିଜ ନିଜ ର ପ୍ରାପ୍ୟ ପାଉନାହାଁନ୍ତି । ଏ ନେଇ ଅଭିଯୋଗ କଲେ ମଧ୍ୟ…
Read More...

ତହସିଲଦାରଙ୍କ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି : ଅମାନିଆ ବ୍ୟବସାୟୀଙ୍କ ୭ଟି ଦୋକାନ ସିଲ ।

ବାଲିଗୁଡା,୧୮/୦୫(ପିପିଟି): ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣ ର ଭୟ , କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେ କି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି…
Read More...

ବରିଷ୍ଠ ହେତୁବାଦୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ଦେହାନ୍ତରେ ଶୋକସଭା।

ବ୍ରହ୍ମପୁର, ୧୮/୦୫; ବ୍ରହ୍ମପୁର ସହରର ଅନ୍ୟତମ ବରିଷ୍ଠ ହେତୁବାଦୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ୭୯ ବୟସରେ ଦେହାନ୍ତ ହୋଇଯାଇଛି । ସେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗର ଜଣେ ଏକାଉଣ୍ଟେଟ୍ ଭାବେ ଅବସର ନେଇ ଶ୍ରୀରାମନଗର ଠାରେ…
Read More...

ଏନ୍ଏସି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ମାସ୍କ ବଣ୍ଟନ ।

ବେଲଗୁଣ୍ଠା,୧୮/୦୫(ପିପିଟି), କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏପରିକି କରୋନା ମହାମାରୀର ଦ୍ୱିତୀୟ ଲହରୀ ଅଧିକ ମାରାତ୍ମକ ହୋଇଥିବାରୁ ବର୍ତ୍ତମାନ ଦୁଇଟି ମାସ୍କ…
Read More...

ଆମ୍ବୁଲାନ୍ସ-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ।

ବାଲିଗୁଡା,୧୮/୫(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ ଓଡି-୧୨ସି- ୬୭୧୦ ସହ ଏକ…
Read More...

ଡେଙ୍ଗାପଦର ପଞ୍ଚାୟତରେ ବଣ୍ଟା ଗଲା ୨୩ ପଟ୍ଟା ଓ ୪୮ ଘରକୁ ଗ୍ରାମକଣ୍ଟକ ଦରଖସ୍ତ ।

ଶେରଗଡ,୧୮/୦୫(ପିପିଟି); ମହାମାରୀ କରୋନା ର ଭୟଙ୍କର ରୂପ, ରାଜ୍ୟ ସରକାରଙ୍କ ଲକଡାଉନ ପ୍ରଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ତହସିଲ କାର୍ଯ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା…
Read More...

ଲକ୍ ଡାଉନ୍ ନେଇ ରାଜ୍ଯ ସରକାରଙ୍କ ନୂତନ ଘୋଷଣା।

ଭୁବନେଶ୍ୱର,୧୮/୦୫ : ଜୁନ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟ ସରକାର ଲକ୍ ଡାଉନ୍ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଯାଏଁ ତାଲାବନ୍ଦ ଅବଧିକୁ ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…
Read More...

ମହାବିଦ୍ୟାଳୟ ସ୍ତରୀୟ କରୋନା ସଚେତନ ସଭା ଅନୁଷ୍ଠିତ ।

ହିଞ୍ଜିଳିକାଟୁ,୧୮/୦୫(ପିପିଟି); କରୋନାର ଦ୍ବିତୀୟ ଲହରରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଛାତ୍ର ସମାଜ ତଥା ସେମାନଙ୍କ ପରିବାର ମଧ୍ୟରେ ସଚେତନତା ପାଇଁ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟର…
Read More...

ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ଅଞ୍ଚଳର ଟାଣୁଆ କଂଗ୍ରେସ ନେତା କାର୍ତିକ ପ୍ରସାଦ ତାରିଆଙ୍କ ପରଲୋକ ।

ଉଲୁଣ୍ଡା,୧୮/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ,ମନ୍ତ୍ରୀ ତଥା ବର୍ତ୍ତମାନ ବିରମହାରାଜପୁର ଓକିଲ ସଂଘ ସଭାପତି କାର୍ତିକ ପ୍ରସାଦ ତରିଆ(୭୦)ଙ୍କ ସୋମବାର ବିଳମ୍ବିତ…
Read More...