ବେଲଗୁଣ୍ଠାରେ ଘରକୁ ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ।
ବେଲଗୁଣ୍ଠା,୨୦/୦୫(ପିପିଟି);କରୋନା ଭାଇରସ୍ ର ଦ୍ୱିତୀୟ ଲହର ଭୟଙ୍କର ଭାବେ ସଂକ୍ରମିତ ହୋଇଚାଲିଛି । ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ପ୍ରତିଦିନ ୧୦୦୦୦ ଉପରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ୩୦୦ ଉପରେ ରହୁଛି । ଏହାକୁ…
Read More...
Read More...