କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ ।

କନ୍ଧମାଳ,୨୮/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି…
Read More...

ଆଦିବାସୀ କଲ୍ୟାଣ ମନ୍ତ୍ରୀ ମାସ୍କ ଓ ଖାଦ୍ୟ ପୁଡିଆ ବାଣ୍ଟି ସଚେତନ କଲେ ଡଙ୍ଗରିଆ ଜନଜାତିଙ୍କୁ।

ରାୟଗଡା,୨୮/୦୫(ପିପିଟି); ରାୟଗଡ଼ା ଜିଲ୍ଲା ମୁନିଗୁଡାବ୍ଲକ ଓ କଲ୍ୟାଣସିଂପୁର ବ୍ଲକରେ ଡ଼ଙ୍ଗରିଆ ଜନଜାତିଙ୍କୁ ମହାମାରୀ କରୋନା ପାଇଁ ସଚେତନ ସହ ଶୁଖିଲା ଖାଦ୍ୟ ଓ ମାସ୍କ ବାଣ୍ଟି କରୋନାଯୋଦ୍ଧା ସାଜିଛନ୍ତି। କରୋନାର କରାଳରୂପ…
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ସହ ଜଣେ ଗିରଫ ।

ବାଲିଗୁଡ଼ା,୨୮/୦୫(ପିପିଟି): ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରି ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ ।…
Read More...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର; ମୃତ ମହିଳାଙ୍କ ମା ଆଣିଲେ ହତ୍ୟା ଅଭିଯୋଗ ।

ବ୍ରହ୍ମପୁର,୨୮/୦୫(ପିପିଟି); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସଦରଥାନା ଅନ୍ତର୍ଗତ ରୋହିଗାଁରେ ଆଜି ଏକ ବଧୂହତ୍ୟା ହୋଇଥିବା ନେଇ ମୃତକଙ୍କ ମାଁ…
Read More...

ପୋଲସରା ବିଧାୟକଙ୍କ ସଚେତନତା କାର୍ଯ୍ୟକ୍ରମ।

ପୋଲସରା,୨୮/୦୫(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ, ଢୁଙ୍କାପଡ଼ା ଓ କଣଛାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନାର ଭୟାଭୟ ଉପରେ ସଚେତନତା କରାଇବା ସହ…
Read More...

କୋଦଳା ଏନ୍ଏସି ରେ ବିଧାୟିକାଙ୍କ ଦ୍ବାରା ମାସ୍କ ବାଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

କୋଦଳା,୨୮/୦୫(ପିପିଟି); ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାଇ କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଧ ଓ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୨୧୬।

ଭୁବନେଶ୍ବର ୨୮/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨୧୬। ପଜିଟିଭ ସଂଖ୍ୟା ୭,୩୯,୯୫୫ ଚିହ୍ନଟ ହୋଇଛନ୍ତି ୬,୩୫,୧୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୨,୦୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫୧ ଜଣଙ୍କର ମୃତ୍ୟୁ…
Read More...

ନାଗ ସାପକୁ ଅମ୍ଳଜାନ ଦେଇ ଛାଡିଲେ ଜଙ୍ଗଲରେ ।

ମାଲକାନଗିରି,ତା:୨୭/୦୫(ପିପିଟି); ଯେ କୌଣସି ପ୍ରାଣୀ ଜୀଇଁବାକୁ ହେଲେ ଅମ୍ଳଜାନ ଆବଶ୍ଯକ । ଅମ୍ଳଜାନ ଅଭାବରେ ଜୀବନ ଯିବା ସୁନିଶ୍ଚିତ । ଏମିତି ଘଟଣା ଦେଖିବାକୁ ମିଳିଛି ନାଗ ସାପ କ୍ଷେତ୍ରରେ । ଆଜି ମାଲକାନଗିରି ସଦର ମହକୁମା…
Read More...

ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ :କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ ।

ବାଲିଗୁଡା,୨୭/୫.(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଡ଼ାକୁନ୍ଦେଲି…
Read More...