କରୋନାରେ ଶିକ୍ଷକଙ୍କ ଦେହାନ୍ତ ।
ମାଲକାନଗିରି,ତା:୦୧/୦୬(ପିପିଟି);କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଞ୍ଚାୟତର ପୁକୁଣା ଓର୍କେଲ ସରକାରୀ ପ୍ରାଥମିକ ବିଦ୍ଯାଳୟର ଗଣ ଶିକ୍ଷକ ସମୀର ରାୟ କରୋନାରେ ମୃତ୍ୟ ବରଣ କରିଥିବା ସୂଚନା ମିଳିଛି । ପ୍ରଥମେ ସମୀର…
Read More...
Read More...