ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ।

ପୋଲସରା,୧୫/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ବାବୁଲା ସ୍ୱାଇଁ(୪୦), ସୁରାଟର ସାଇଣ ହସ୍ପିଟାଲରେ ଗତକାଲି ମୃତ୍ୟୁ ବରଣ କରିଛନ୍ତି।ଆଜି ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ଜେମାଦେଇପୁର…
Read More...

ମା’ ସିଂହାସନୀ ପୀଠରେ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା ବୈଠକ ।

ପୋଲସରା,୧୫/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମା' ସିଂହାସନୀ ପୀଠରେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ରଜ ପର୍ବକୁ ବନ୍ଦ କରାଯାଇଅଛି। କେବଳ ପୂଜାରୀ ମାନଙ୍କୁ ନେଇ ନୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା ଚାଲୁଅଛି। ଆଜି…
Read More...

କୋଭିଡରେ ମୃତ ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ପରିବାରକୁ ଜିଲ୍ଲା ସଂଘର ସହାୟତା।

ପୋଲସରା,୧୫/୦୬(ପିପିଟି); ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ସେଠୀଙ୍କ ଗତ ୫ ଜୁନ ରେ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩୯ ବର୍ଷ ବୟସରେ ସେ ଆରପାରିକୁ ଚାଲିଗଲେ। କିଛି…
Read More...

ଔଷଧ ପୋତିବା ଘଟଣାରେ ବଦଳି ହେଲେ ଫର୍ମାସିଷ୍ଟ ।

ମାଲକାନଗିରି,ତା:୧୫/୦୬(ପିପିଟି);ପଡିଆ ହସ୍ପିଟାଲର ଫର୍ମାସିଷ୍ଚ ଅଶ୍ବିନୀ କୁମାର ବିଶ୍ବାଳ ଔଷଧର ବ୍ଯବହୃତ ଅବଧି ସରି ଯାଇଥିବା କହି ମେଡିକଲ ପରିସରରେ ୧୦ ଫୁଟର ଗର୍ତ୍ତ ଖୋଳି ୧୫ ରୁ ୧୬ ବସ୍ତା ଆଇରନ୍ ବଟିକା,…
Read More...

ବାଲିଗୁଡା: ହୃଦଘାତରେ ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ : ଜବାନଙ୍କ ନିଜ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ।

ବାଲିଗୁଡା,୧୫/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା  ଗ୍ରାମର ସଞ୍ଜୟ କୁମାର ପ୍ରଧାନ (୩୫) ଜମ୍ମୁ-କାଶ୍ମୀର ର  କୁପୁଆଡ଼ା ଜିଲ୍ଲାର କିନ୍ନଗାଁର …
Read More...

ବ୍ୟବସାୟୀଙ୍କ ସ୍ୱାର୍ଥପାଇଁ ରାୟଗଡା ନଗର ବିଜେପି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର।

ରାୟଗଡା,୧୫/୦୬(ପିପିଟି);ଓଡିଶାରେ ଲକଡାଉନ ଘୋଷଣା ହେବା ଦୀର୍ଘ ୪୦ ଦିନରୁ ଉର୍ଦ୍ଧ ହେଲାଣି ରୋଜଗାର ହରାଇ ବ୍ୟବସାୟୀ ସବୁ ଘରେ ବସିଛନ୍ତି। ସବୁ ଦୋକାନବାଡି ବନ୍ଦ। ସବୁଦିନ ଦୋକାନ ଖୋଲୁଥିଲେ ତେଲ ଲୁଣ ପାଇଁ ଦି ଟଙ୍କା…
Read More...

ଚନ୍ଦ୍ରପୁର ବ୍ଲକରେ ବୁଲିଲା କରୋନା ସଚେତନତା ରଥ।

ରାୟଗଡା,୧୫/୦୬(ପିପିଟି); ରାୟଗଡ଼ା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ସଚେତନରଥକୁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାସ୍ତରରେ ସ୍ୱାଗତ କରି ଶୁଭାରମ୍ଭ…
Read More...