କଙ୍କୋରଡା ନାରାୟଣୀ ମନ୍ଦିର ଆଲମାରୀ ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଲୁଟିଲେ ଦୁବୃର୍ତ୍ତ ।

ସାନଖେମୁଣ୍ଡି,୦୫/୧୨(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ଗ୍ରାମ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ମନ୍ଦିର ପରିସରରୁ ଶୁକ୍ରବାର ବିଳମ୍ବିତ ରାତିରେ ଆଲମାରୀ ଭାଙ୍ଗି କିଛି ଦୁବୃର୍ତ୍ତ ମାଁ…
Read More...

ଜଗତା ନାଳରେ ଭାସିଗଲା ନାବାଳକ; ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ।

କୋଦଳା,୦୫/୧୨(ପିପିଟି): ଦୁଇଦିନ ଧରି ଲଗାଣ ବର୍ଷାରେ ସାନ ଉସ୍ତାପଡ଼ା ପଞ୍ଚାୟତ କେ ରାଣୀପଡ଼ା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଆକାଶ ନାହାକ। ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ…
Read More...

ଲଗାଣ ବର୍ଷାରେ ଧାନ ଫସଲ ଓ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ।

ଭଞ୍ଜନଗର,୦୫/୧୨(ପିପିଟି): ବାତ୍ୟା ଜୱାଦ ଗଞ୍ଜାମ ଜିଲ୍ଲାରେ ଆଶାନୁରୂପ ପ୍ରଭାବ ପକାଇ ନ ଥିଲେ ମଧ୍ୟ ଗତ ଦୁଇ ଦିନ ଧରି ଝିପିଝିପି ବର୍ଷା ଲାଗି ରହିଛି। ଯାହା ଫଳରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ…
Read More...

ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ।

ସୁବର୍ଣ୍ଣପୁର,୦୫/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲ ରେ ଏକ ମାଈ ହାତୀର ମୃତ୍ୟୁ।ଆଜି ସକାଳୁ ସକାଳୁ ଗାଁଲୋକ ଏକ ହାତୀ ପଡିଥିବା ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।ପରେ ପରେ ସଦର…
Read More...

ଏରେଗୁଲା ବସ୍ତିରେ ପଶିଲା ଜଗତା ପାଣି,ଏନ୍ଏସି ଓ ତହସିଲର ଅନୁଧ୍ୟାନ, ମିଳିଲା ଶୁଖିଲା ଖାଦ୍ୟ ।

କୋଦଳା,୦୫/୧୨(ପିପିଟି):ଲଗାଣ ବର୍ଷା ରେ ବହୁ ଗ୍ରାମ ଜଳବନ୍ଦୀ ହୋଇଥିବା ଜଣାଅପଡ଼ିଛି ।କୋଦଳା ଏନ୍ଏସି ୱାର୍ଡ ନମ୍ବର ୨ ଏରେଗୁଲା ବସ୍ତିରେ ଆଜି ତିନିଫୁଟର ପାଣି । ମାରୁଡ଼ିଘାଇ ଠାରୁ ଜଗତା କେନାଲ ଦେଇ ଆସୁଥିବା ପାଣି ପଶିଛି…
Read More...

ଶହ ଶହ ହେକ୍ଟର ପାଚିଲା ଧାନ ବିଲ ଜଳମଗ୍ନ, ଚାଷୀ ମୁଣ୍ଡରେ ଚଡକ।

କୋଦଳା,୦୫/୧୨(ପିପିଟି):ବାତ୍ୟାର ଭୟ ଛାଡିଗଲା କିନ୍ତୁ ଚାଷୀଙ୍କ ଦୁଃଖ ବଢିଗଲା । ଦୁଇଦିନ ଧରି ଲଗାଣ ବର୍ଷା । ବର୍ଷା ଛାଡିବାର ନା ନେଉନାହିଁ । ଚାରିଆଡେ କେବଳ ପାଣି ହିଁ ପାଣି । ସତେ ଯେପରି ଧାନ କ୍ଷେତ ନୁହଁ କୃତ୍ରିମ…
Read More...

ଭୁଷୁଡିଲା ହିଞ୍ଜିଳି ପୌର ପରିଷଦର ଦେଉଳବନ୍ଧ ଗାର୍ଡ ୱାଲ ।

ବ୍ରହ୍ମପୁର,୦୫/୧୨(ପିପିଟି): ହିଞ୍ଜିଳିକାଟୁ ପୌର ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବିଧାନମଣ୍ଡଳୀ ଅନ୍ତର୍ଗତ ଗଡ଼ କହିଲେ ଅତ୍ୟୁକ୍ତି ହେବନାହିଁ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ,ପୌର ପରିଷଦ ଓ ଶେରଗଡ…
Read More...

ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ; ଉଲୁଣ୍ଡା ଅଞ୍ଚଳ ଚାଷୀ ମୁଣ୍ଡରେ ଚଡକ ।

ଉଲୁଣ୍ଡା,୦୫/୧୨(ପିପିଟି): ପ୍ରାୟ ତିନି ଦିନ ହେବ ସାମାନ୍ୟ ବର୍ଷା ଓ କୋହଲା ପାଗ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ୨ ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୯।

ଭୁବନେଶ୍ବର ୦୫/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୯। ପଜିଟିଭ ସଂଖ୍ୟା ୧୦,୫୦,୨୪୯ ଚିହ୍ନଟ ହୋଇଛନ୍ତି ୧୦,୩୯,୪୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୨ ଜଣଙ୍କର ମୃତ୍ୟୁ…
Read More...

ପିଏସି ର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ, ସଂସଦରେ ସୁକିନ୍ଦା ବିଧାୟକ ।

ଯାଜପୁର,୦୪/୧୨ : ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।…
Read More...