ଭଞ୍ଜନଗର ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ ।

ଭଞ୍ଜନଗର,୨୧/୧୨(ପିପିଟି): ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କର ଛତ୍ରପୁର ବଦଳି ହୋଇ ଯାଇଥିବାରୁ ତାଙ୍କ ସ୍ଥାନରେ ନୂତନ ଭାବେ ଗାଙ୍ଗପୁର ଥାନା ଅଧିକାରୀ ଥିବା ଧିରେସ କୁମାର ଦାସ ସୋମବାର ଭଞ୍ଜନଗର ଥାନା…
Read More...

ନିଆଁରେ ପୋଡି ହୋଇ ମହିଳା ଗୁରୁତର ।

ଭଞ୍ଜନଗର,୨୧/୧୨(ପିପିଟି): ଗତ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ସେଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ହେଲେ ମଙ୍ଗଳବାର ସକାଳେ ବେଲଗୁଣ୍ଠା ବ୍ଲକ ତନରଡ଼ା ଗ୍ରାମରେ ଏକ…
Read More...

ଭଞ୍ଜନଗର ଠାରେ ବିଜେପିର ମହାମିଶ୍ରଣ ପର୍ବ ।

ଭଞ୍ଜନଗର,୨୧/୧୨(ପିପିଟି): ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ହୃଦକମ୍ପନ ସୃଷ୍ଟି ହେବାରେ ଲାଗିଛି। ନିଜ ଦଳକୁ ନେତା ଓ କର୍ମୀମାନଙ୍କୁ ଆକୃଷ୍ଟ କରି ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ…
Read More...

ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ।

ରାଜସୁନାଖଳା,୨୧/୧୨(ପିପିଟି): ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ - ୨୦…
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ।

ବାଲିଗୁଡା,୨୧/୧୨(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି । ଜ଼ିଲ୍ଲାରେ…
Read More...

ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମନ୍ତ୍ରୀ ଆରୁଖ ।

ଭଞ୍ଜନଗର,୨୧/୧୨(ପିପିଟି): ଭଞ୍ଜନଗର ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୬।

ଭୁବନେଶ୍ବର ୨୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୬ ପଜିଟିଭ ସଂଖ୍ୟା ୧୦,୫୩,୧୬୬ ଚିହ୍ନଟ ହୋଇଛନ୍ତି ୧୦,୪୨,୮୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୬ ଜଣଙ୍କର ମୃତ୍ୟୁ…
Read More...

ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ।

ବାଲିଗୁଡା,୨୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସଭାଗୃହ ଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସଡିପିଓ ଜିଆର…
Read More...

ଭରସାମ୍ୟ ହରାଇ ଇଟା ଭୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ।

ବାଲିଗୁଡା,୨୦/୧୨(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ତରବାଡ଼ି ଗ୍ରାମ ନିକଟ ଏକ ଶଙ୍ଖ ବୁଲାଣିରେ ଭରସାମ୍ୟ ହରାଇ ଇଟା ଭୋଝେଇ ଟ୍ରାକ୍ଟର ଓଲଟି ଘଟଣା ସ୍ଥଳରେ ଜଣେ ଶ୍ରମିକ ମୃତ୍ୟୁ ହୋଇଛି ।…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିରୋଧ : ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠେଇ ନେଲା ପୁଲିସ ।

କନ୍ଧମାଳ,୨୦/୧୨(ପିପିଟି):କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ କିଛି ବିଜେପି କର୍ମୀଙ୍କ ବିରୋଧ କରିବାରୁ ସଭାସ୍ଥଳ ପାଖରୁ ବିଜେପି କର୍ମୀଙ୍କୁ ଟେକିନେଲା…
Read More...