ବାଇକ ଲୁଟେରା ଗିରଫ; ୫ଟି ମୋଟର ସାଇକେଲ ଜବତ ।
ଭଞ୍ଜନଗର,୩୧/୦୧(ପିପିଟି): ଭଞ୍ଜନଗର ପୋଲିସ ଏକ ବାଇକ ଲୁଟେରାକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୫ଟି ଚୋରୀ ମୋଟର ସାଇକେଲ ଜବତ ହୋଇଛି।ଗତ ବର୍ଷ ନଭେମ୍ବର ୧୭ ତାରିଖରେ ଭଞ୍ଜନଗର ମେଡ଼ିକାଲ ପରିସରରୁ ଏକ ବଜାଜ ବକ୍ସର…
Read More...
Read More...