୬୧ ନମ୍ବର ଜୋନରେ ବିଜେଡ଼ି ତରଫରୁ ଜୋରଦାର ପ୍ରଚାର କଲେ ବିଜେଡି ସାଂସଦ ପ୍ରମିଳା ବିଷୋୟୀ ।
ସାନଖେମୁଣ୍ଡି,୦୮/୦୨(ପିପିଟି): ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୬୧ ନମ୍ବର ଜୋନର ଆଡପଡା , ଡେଙ୍ଗାଡି , କଉଡ଼ିଆ , କଙ୍କୋରଡା , ଦୟାନିଧିପୂର , ଖଲିଙ୍ଗୀ ପଞ୍ଚାୟତ ର ସମସ୍ତ ଗ୍ରାମରେ ଆଜି ବିଜୁ ଜନତା ଦଳର ଜିଲ୍ଲାପରିଷଦ…
Read More...
Read More...