ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ ଅବସରରେ ଅନ୍ତେବାସୀ ମାନକୁ ଶୁଖିଲାଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ।

ବୋଲଗଡ଼,୦୫/୦୩(ପିପିଟି): ବିଜୁ ପଟ୍ଟନାୟକ ୧୦୬ତମ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ଅବସରରେ ଶହୀଦ୍ କାଳିଆ ଭୁଇମଳ ସ୍ମୂତିପରିଷଦ ବାଙ୍କୋଇ ତଥା ଶହିଦ ସଚ୍ଚିଦାନନ୍ଦ ପଟନାୟକ ସଂଗ୍ରାମୀ ଗଣ ପରିଷଦ,ସାଗରଗୁଆଁ ବୋଲଗଡ଼…
Read More...

ହିଞ୍ଜିଳି ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ିରୁ ସୁବାଷ, କଂଗ୍ରେସରୁ ସୁନାରାମ ଏବଂ ବିଜେପିରୁ ସନ୍ତୋଷ ।

ବ୍ରହ୍ମପୁର,୦୫/୦୨(ପିପିଟି): ବହୁ ଚର୍ଚ୍ଚିତ ହିଞ୍ଜିଳି ପୌରପରିଷଦ ନିର୍ବାଚନ ପାଇଁ ବିଜେଡ଼ି,ବିଜେପି, କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଦଳ ପାଇଁ ହିଞ୍ଜିଳି ପୌରପରିଷଦ ଦଳୀୟ ସଭାପତି ସୁନାରାମ…
Read More...

ବିଜୁ ଜୟନ୍ତୀରେ ରକ୍ତଦାନ ଶିବିର; ୫୧ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର,୦୫/୦୩(ପିପିଟି): ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଡେକା ତରଫରୁ ବିଜୁବାବୁଙ୍କ ୧୦୬ଜୟନ୍ତୀ ଅବସରରେ ଓଡେଶା ଭବନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରୁ ମୋଟ ୫୧ୟୁନିଟ…
Read More...

ବିଏସଏଫ ତରଫରୁ ମାଗଣା ସ୍ବାସ୍ଥ୍ଯ ଶିବିର ।

ମାଲକାନଗିରି,୦୫/୦୩(ପିପିଟି): ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି , କୋରାପୁଟ ଡିଆଜି ମଦନ ଲାଲ, ୬୫ ବିଏସଏଫ ବଟାଲୀୟନ କମଣ୍ଡିଙ୍ଗ ଅଫିସର ଟିଏନ ରେଡି ଙ୍କ…
Read More...

ଗଞ୍ଜାମ ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଟ୍ଟା ସତ୍ୱ ପ୍ରଦାନ ।

ଛତ୍ରପୁର,୦୫/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଜସ୍ୱ ଖତିଆନ ସକାଶେ ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ…
Read More...

ବିଜେପି ପକ୍ଷରୁ ଭୁବନେଶ୍ବର ମେୟର ପ୍ରାର୍ଥୀ ଡ.ସୁନୀତି ମୁଣ୍ଡ।

ଭୁବନେଶ୍ୱର,୦୫/୦୩: ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଆଜି ଅପରାହ୍ନରେ ଏହା ଘୋଷଣା…
Read More...

ବିଜେଡିର ମେୟର ପ୍ରାର୍ଥୀ ଘୋଷଣା।

ଭୁବନେଶ୍ବର,୦୫/୦୩(ପିପିଟି): ଓଡ଼ିଶାର ତିନି ମହାନଗର ନିଗମ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପାଇଁ ସଙ୍ଘମିତ୍ରା…
Read More...

ପୋଲସରାରେ ବିଜୁବାବୁଙ୍କ ୧୦୬ ଜନ୍ମ ଜୟନ୍ତୀ ପାଳିତ।

ପୋଲସରା,୦୫/୦୩(ପିପିଟି):ପୋଲସରା ବସଷ୍ଟାଣ୍ଡ ଠାରେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁ ବାବୁଙ୍କ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୫।

ଭୁବନେଶ୍ବର ୦୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୫ ପଜିଟିଭ ସଂଖ୍ୟା ୧୨,୮୫,୭୬୦ ଚିହ୍ନଟ ହୋଇଛନ୍ତି ୧୨,୭୫,୦୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୯୮ ଜଣଙ୍କର ମୃତ୍ୟୁ…
Read More...

ନୂଆ ନୂଆ ତରିକାରେ ଲୁଟିବାକୁ ଠକଙ୍କ ଉଦ୍ୟମ; ଦୁର୍ବୁତ୍ତ ୬୬ଲକ୍ଷ ଟଙ୍କା ନେବାରେ ବିଫଳ ।

ଭଞ୍ଜନଗର,୦୪/୦୩(ପିପିଟି): ଭଞ୍ଜନଗର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ଏନ୍ଏସି ଆକାଉଣ୍ଟରୁ ଜାଲ୍ ଚେକ୍ ଦେଇ ଜଣେ ଦୁର୍ବୁତ୍ତ ୬୬ ଲକ୍ଷ ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ସନ୍ଦେହରେ ତାହା ବିଫଳ ହୋଇଥିବା…
Read More...