ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାରକୁ ନେଇ ଅସନ୍ତୋଷ।

ତିର୍ତ୍ତୋଲ,୨୨/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଭୋଇଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ନୂତନ ସମିତି ସଭ୍ଯା ରୋଜାଲିନ ଜେନା ।…
Read More...

ଶାସନ ଆମ୍ବଗାଁ ଓ ସାରୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଦଳ ।

ବ୍ରହ୍ମପୁର,୨୨/୦୩(ପିପିଟି): କେନ୍ଦ୍ରୀୟ ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଦୁଇଟି ବ୍ଲକ ଶେରଗଡ଼ ଏବଂ ହିଞ୍ଜିଳି ପରିଦର୍ଶନରେ ଆସି ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…
Read More...

ଦଳବିରୋଧୀ କାର୍ଯ୍ଯ ପାଇଁ ଦୁଇ ବିଜେଡି ନେତା ଦଳରୁ ନିଲମ୍ବିତ।

ବ୍ରହ୍ମପୁର,୨୨/୦୩(ପିପିଟି): ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ମାଗି ସେଠୀ ଓ ବୈକୁଣ୍ଠ ସ୍ବାଇଁ ( ଟୁଲୁ ) , ପିତା - ଉଦୟ ନାଥ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ…
Read More...

ସାଗରଗୁଆଁ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଫଗୁ ତିନି ଦୋଳ ମିଳନ ଅନୁଷ୍ଠିତ ।

ବୋଲଗଡ଼,୨୨/୦୩(ପିପିଟି):ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗୁଆଁ ଗ୍ରାମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଫଗୁ ମିଳନ ବହୁ ଜାକ ଜକମରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ…
Read More...

ବନବିଭାଗ ଏବଂ ପଥର ମାଫିଆଙ୍କ ମଧୁଚନ୍ଦ୍ରିକରେ ବଳି ପଡୁଛନ୍ତି ବନ୍ଯ ଜନ୍ତୁ ।

ବ୍ରହ୍ମପୁର,୨୨/୦୩(ପିପିଟି):ଦିନକୁ ଦିନ ପଶୁପକ୍ଷୀ ମାନେ ଅସୁରକ୍ଷିତ ହେଉଛନ୍ତି । ସହ ସହ ପଶୁପକ୍ଷୀ ମାନେ ମରୁଛନ୍ତି । ମାନବ ସମାଜ ଏବେ ପଶୁପକ୍ଷୀ ମାନଙ୍କର ବଡ ଶତ୍ରୁ । ହେଲେ ବଡ ବିଡ଼ମ୍ବନାର ବିଷୟ ବନ ବିଭାଗ ନିଘୋର…
Read More...

ସହିଦଙ୍କ ପତ୍ନୀଙ୍କୁ ସାର୍ଟିଫିକେଟ ପ୍ରଦାନ।

କବିସୂର୍ଯ୍ୟନଗର,୨୨/୦୩(ପିପିଟି):ରବିବାର ଦିନ ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର ସାମନ୍ତରାପଲ୍ଲୀ ଗ୍ରାମରେ ସହିଦ ବି.ଏସ.ଏଫ ଯବାନ ନାରାୟଣ ନାହାକଙ୍କ ସାର୍ଟିଫିକେଟ ଗ୍ରହଣ ସମାରୋହ ପାଇଁ ଅଖିଳ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨।

ଭୁବନେଶ୍ବର ୨୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨ ପଜିଟିଭ ସଂଖ୍ୟା ୧୨,୮୭,୨୨୫ ଚିହ୍ନଟ ହୋଇଛନ୍ତି ୧୨,୭୭,୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୫୫୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୬ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଶ୍ରୀ ଚନ୍ଦନ ସାହିତ୍ୟ ଓ ସାଂସ୍କୃତିକ ଏକୀଡେମୀ ତରଫରୁ ବେଲଗୁଣ୍ଠା ଏବଂ ଭଞ୍ଜନଗରର ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ।

ବେଲଗୁଣ୍ଠା,୨୧/୦୩(ପିପିଟି): ଶ୍ରୀ ଚନ୍ଦନ ସାହିତ୍ୟ ଓ ସାଂସ୍କୃତିକ ଏକୀଡେମୀ କଟକ ଆନୁକୂଲ୍ୟରେ ଆୟୋଜିତ ୪୫ ତମ ରାଜ୍ୟ ସ୍ତରୀୟ କବି,କଳାକାର,ସାହିତ୍ୟିକ ସମ୍ମିଳନୀ ଓ ସାରସ୍ବତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା…
Read More...

ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତୀତ୍ୱ ।

ବେଲଗୁଣ୍ଠା,୨୧/୦୩(ପିପିଟି): ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତୀତ୍ୱ ହାସଲ କରିଛନ୍ତି କେବିରି ବ୍ରହ୍ମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ନାୟକ । ଗ୍ରାମର ପଞ୍ଚାନନ ନାୟକ ଏବଂ…
Read More...

ବିଶ୍ୱ ବନ ଦିବସରେ ରକ୍ତଦାନ ଶିବିର; ୪୧ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର,୨୧/୦୩(ପିପିଟି): ବିଶ୍ବ ବନ ଦିବସ ଅବସରରେ ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ସୋମବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ଅମ୍ଳଜାନ ସୃଷ୍ଟି କରୁଥିବା…
Read More...