ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮।

ଭୁବନେଶ୍ବର ୨୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮ ପଜିଟିଭ ସଂଖ୍ୟା ୧୨,୮୭,୩୨୩ ଚିହ୍ନଟ ହୋଇଛନ୍ତି ୧୨,୭୭,୬୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୭ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ତିର୍ତ୍ତୋଲ ବ୍ଳକ ଉପାଧ୍ୟକ୍ଷା ହେଲେ ସନ୍ଧ୍ୟାରାଣୀ ମହାନ୍ତି। 

ତିର୍ତ୍ତୋଲ,୨୩/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ପଦଵୀ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀନୀ ଙ୍କ ସପକ୍ଷରେ ହୋଇଛି । ମହିଳା ପ୍ରାର୍ଥୀ ଭାବେ ଏହି ବ୍ଲକ ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତର ସମିତି ସଭ୍ୟା…
Read More...

ପୌର ଭୋଟ ପାଇଁ ପୁଲିଙ୍ଗ ଟିମ ବୁଥରେ ପହଞ୍ଚିଲେ : ଗୁରୁବାର ଭୋଟ ଗ୍ରହଣ ।

କନ୍ଧମାଳ,୨୩/୦୩(ପିପିଟି): ଗୁରୁବାର ପୌର ନିର୍ବାଚନ ହେବ, ଏ ନେଇ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟଗ୍ରହଣ ହେବ। ନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ…
Read More...

ସାନଖେମୁଣ୍ଡି ବ୍ଲକରେ ନିର୍ଦ୍ଵନ୍ଦରେ ଉପାଧ୍ୟକ୍ଷା ହେଲେ ରିଙ୍କି ନାହାକ ।

ସାନଖେମୁଣ୍ଡି,୨୩/୦୩(ପିପିଟି): ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନରେ ସାନଖେମୁଣ୍ଡି ବ୍ଲକ ଉପାଧ୍ୟକ୍ଷ ପଦବୀ ପୁଣି କଂଗ୍ରେସ ଠାରୁ ବିଜେଡି ହାତକୁ ଯାଇଛି କୋଙ୍କରଡା ପଞ୍ଚାୟତର ନିବାଚିତ ସମିତି ସଭ୍ୟା ରିଙ୍କି ନାହାକ…
Read More...

ଜିଲ୍ଲା ସ୍ତରିୟ ବାଲ୍ୟବିବାହ ନିରାକରଣ ରଣନିତୀ ବୈଠକ ।

ଉଲୁଣ୍ଡା,୨୩/୦୩(ପିପିଟି): ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଏବଂ ସେଚ୍ଛାସେବୀ ଅନୁଷ୍ଠାନ ରେଆର ର ମିଳିତ ଅlନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ…
Read More...

ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ହେଲେ କାଦୋଦର ଗ୍ରାମପଞ୍ଚାୟତ ସମିତି ସଭ୍ୟ ସଂଜୀବ କୁମାର ଦେହୁରୀ ।

ଉଲୁଣ୍ଡା,୨୩/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ କାଦୋଦର ଗ୍ରାମପଞ୍ଚାୟତର ସମିତି ସଭ୍ୟ ସଂଜୀବ କୁମାର ଦେହୁରୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି ।ଏହି ବ୍ଲକ ର…
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗତା ପାଇଁ ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

ଭୁବନେଶ୍ବର,୨୩/୦୩: ରାଜ୍ୟ ସରକାର ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ…
Read More...

କାହ୍ନୁ ଚରଣ ପରିଡା ହେଲେ ପୋଲସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ।

ପୋଲସରା,୨୩/୦୩(ପିପିଟି): କାହ୍ନୁ ଚରଣ ପରିଡ଼ା ପୋଲସରା ପଞ୍ଚାୟତ ସମିତି ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଉପାଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।…
Read More...

ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ହେଲେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ।

ବେଲଗୁଣ୍ଠା,୨୩/୦୩(ପିପିଟି): ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ବେଲଗୁଣ୍ଠା ବ୍ଳକ୍ ର ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରମିଳା ପ୍ରଧାନ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର…
Read More...

ପୋଲସରା ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ ।

ପୋଲସରା,୨୩/୦୩(ପିପିଟି): ଶୁକ୍ରବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ କରାଯିବ। ମତଦାନ କୁ ଶାନ୍ତି ଶୃଙ୍ଖଳା ରେ ସମ୍ପନ୍ନ କରିବା ପାଇଁ ଆଜି ପୋଲସରା ପୋଲିସ ପକ୍ଷରୁ ସହର ରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି।…
Read More...