ଦେଶୀ ଡଙ୍ଗା ଓଲଟି ୨ ନିଖୋଜ ।
ମାଲକାନଗିରି,୨୫/୦୪(ପିପିଟି): ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆଜି ଏକ ଦେଶୀ ଡଙ୍ଗା ଓଲଟି ପଡିବା ଯୋଗୁଁ ଗଭୀର ଜଳରେ ବୁଡି ୨ ଜଣ ନିଖୋଜ ରହିଥିବା ଜଣା ପଡିଛି। ସେହି ନିଖୋଜ ୨ଜଣ ହେଲେ ଜଗନ୍ନାଥ ପଲାସି ( ୧୬ ) ଓ ପିତମ୍…
Read More...
Read More...