ବିଜେପି ପକ୍ଷରୁ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ।

ବ୍ରହ୍ମପୁର,୨୬/୦୪(ପିପିଟି)ଆଜି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ "ସମୀକ୍ଷା ବୈଠକ" ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ…
Read More...

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକଙ୍କୁ ଅଣଦେଖା ।

ମାଲକାନଗିରି,୨୬/୦୪(ପିପିଟି): ଗତ ୨୫ ତାରିଖ ଦିନ ତରବରିଆ ଭାବେ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ଜିଲ୍ଲା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ କାର୍ଯ୍ଯକାରେଣି ବୈଠକ ବସିଥିଲା ବେଳେ…
Read More...

ଏଏନଏମ ସେଣ୍ଟର ଗୃହ କାର୍ଯ୍ୟ ନିମ୍ନମାନର ଅଭିଯୋଗ,ବିଭାଗୀୟ ଅଧିକାରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ।

ମାଲକାନଗିରି,୨୬/୦୪(ପିପିଟି): ସରକାର ଗ୍ରାମାଞ୍ଚଳ ରେ ସ୍ଵାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମା ଠାରେ ଗୋଟିଏ ଲେଖାଏଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଗୃହ (ଏ ଏନ୍ ଏମ୍…
Read More...

କରଡ଼ା ଘାଟି ରେ ଡକାୟତି ମାମଲା :୫ ଜଣ ଅଭିଯୁକ୍ତ ଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡା ଦେଶ ।

ବାଲିଗୁଡା,୨୬/୦୪(ପିପିଟି):ଏକ ଡକାୟତି ମାମଲା ର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଚିନ୍ମୟୀ ଜେନା ଦୋଷୀ ମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି । ଘଟଣାରୁ…
Read More...

ଜଳସଂପଦ ବିଭାଗର ରୂପାନ୍ତର କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୨୬/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ…
Read More...

ବାଇକ୍‌ ଚ‌ୋରୀ ଅଭିଯୁକ୍ତଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ।

ଭଞ୍ଜନଗର,୨୭/୦୪(ପିପିଟି): ଭଞ୍ଜନଗର ଥାନା ଅଧିନ ଲଣ୍ଡେଇସାହି ଠାରେ ହୋଇଥିବା ଏକ ବାଇକ ଚୋରୀ ମାମଲାରୁ ଶୁଣାଣୀ କରି ତିନିଜଣ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ ମନସ୍ବିନୀ ରଥ ବିଭିନ୍ନ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୧୫ ଶହ…
Read More...

ସ୍ୱାଭିମାନ ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ବ ଗ୍ରାମ ଆଜିବି ଅନ୍ଧାର ଘେରରେ ।

ମାଲକାନଗିରି,୨୬/୦୪(ପିପିଟି): ତତ୍ପରତା ଦେଖାଇଲେ ରାଜ୍ୟ ସରକାର । ମାଓପ୍ରବଣ ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ହେଲା ଗୁରୁପ୍ରିୟା ସେତୁ । ଦୁର୍ଗମ ଇଲାକାର ଅନେକ ପଞ୍ଚାୟତ ବାହ୍ୟଜଗତ ସହ ସଂଯୁକ୍ତ ହେଲେ ।…
Read More...

ଶାରଳା ମନ୍ଦିର ପରିଦର୍ଶନ କରି ସମୀକ୍ଷା କଲେ 5T ସଚିବ।

ଜଗତସିଂହପୁର,୨୬/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T ) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା ସାରଳାଙ୍କୁ ପୂଜାର୍ଚନା କରିଥିଲେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୦୯।

ଭୁବନେଶ୍ବର ୨୬/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୦୯ ପଜିଟିଭ ସଂଖ୍ୟା ୧୨,୮୮,୦୦୭ ଚିହ୍ନଟ ହୋଇଛନ୍ତି ୧୨,୭୮,୭୫୦ ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି…
Read More...

୭୫୦୦୦ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଭୂମି ପୂଜନ ।

ସାନଖେମୁଣ୍ଡି,୨୫/୦୪(ପିପିଟି):ଗୌତମୀ ଗ୍ରାମରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗିରହିଛି । ପାନୀୟ ଜଳ ସଙ୍କଟକୁ ଦୂର କରିବାପାଇଁ ଆଜି ଗୌତମୀ ଗ୍ରାମ ବାଲିଢ଼େପ ଠାରେ ୭୫୦୦୦ ଲିଟର କ୍ଷମତା ବିଶିଷ୍ଟ ମେଗା ପାନୀୟ ଜଳ…
Read More...