ହିଞ୍ଜିଳାକାଟୁ ବ୍ଲକର ପ୍ରକଳ୍ପ କାର୍ଯ୍ଯ ଶେରଗଡ ବ୍ଲକରେ, ଅର୍ଥ ଆତ୍ମସାତ ଅଭିଯୋଗ।

ବ୍ରହ୍ମପୁର,୦୨/୦୫(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚତ୍ମକାର ଦୁର୍ନୀତି ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧ ଜିରୋ ଟଲରେନ୍ସକୁ ଚୂନ ଲାଗାଇଦେଲେ ଯନ୍ତ୍ରୀ । ଘଟଣା ସମ୍ପର୍କରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧।

ଭୁବନେଶ୍ବର ୦୨/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨ ପଜିଟିଭ ସଂଖ୍ୟା ୧୨,୮୮,୦୬୮ ଚିହ୍ନଟ ହୋଇଛନ୍ତି ୧୨,୭୮,୮୦୨ ଜଣ ସୁସ୍ଥ ହୋଇଥିବା ବେଳେ ୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚିୟ ପତ୍ର ବଣ୍ଟନର ଶୁଭାରମ୍ଭ ।

ଛତ୍ରପୁର,୦୨/୦୫(ପିପିଟି): ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ…
Read More...

ଡ଼ା. ତିରୁପତି ସାହୁ ପାଇଲେ ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ ।

ବ୍ରହ୍ମପୁର,୦୧/୦୫(ପିପିଟି): ଗଣକବି ବୈଷ୍ଣବ ପାଣିଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ କଟକ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ପ୍ରେକ୍ଷାଳୟ ଠାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ…
Read More...

ପୋଲସରା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ।

ପୋଲସରା,୦୧/୦୫(ପିପିଟି): ଆଜି ପୋଲସରା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏଠାରେ ୧୩୬ ତମ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ନିର୍ମାଣ ଶ୍ରମିକ ନେତା ରାମଚନ୍ଦ୍ର ସାହୁ ଲାଲ୍ ପତାକା ଉତ୍ତୋଳନ କରିବା ପରେ କ୍ଷେତ୍…
Read More...

ବିଶ୍ବ ଶ୍ରମିକ ଦିବସ ପରିପ୍ରେକ୍ଷୀରେ ଆଲୋଚନା ଚକ୍ର ଅନୁଷ୍ଠିତ।

ରଣପୁର,୦୧/୦୫(ପିପିଟି):ମଇ ପହିଲା ବିଶ୍ୱ ଶ୍ରମିକ ଦିବସ ପରିପ୍ରେକ୍ଷୀରେ ରଣପୁର ସହୀଦ ରଘୁ ଦିବାକର ଭବନରେ ସି ଆଇ ଟି ୟୁ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୮ଟା ସମୟରେ ଶ୍ରମିକ ମାନଙ୍କର ଲାଲଝଣ୍ଡାକୁ…
Read More...

ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ…
Read More...

ବେଆଇନ ଭାବେ ଗଛିତ ମହୁଲ ଜବତ, ଜଣେ ଗିରଫ ।

ବାଲିଗୁଡା,୦୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୧୫୬୦ କିଲୋ ବେଆଇନ୍ ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଛି…
Read More...

କାର ମଧ୍ୟରୁ ୨୯ ଲକ୍ଷ ୮୦ ହଜାର ଜବତ, ଜଣେ ଗିରଫ ।

ମାଲକାନଗିରି,୩୦/୦୪(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ତଙ୍ଗପାଲ ପୁଲିସ ବେଆଇନ ଭାବେ ଟଙ୍କା ଚାଲାଣ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହାବ୍ୟତୀତ ଏଥିରେ ବ୍ୟବହାର ହୋଇଥିବା କାର୍ ଏବଂ…
Read More...

ଆଇଟିଡିଏରେ ପ୍ରକଳ୍ପ ଆଧିକାରୀ ପଦବୀ ଖାଲି;ଉନ୍ନୟନ କାମ ଠପ୍ ।

ମାଲକାନଗିରି,୩୦/୦୪(ପିପିଟି): ମାଲକାନଗିରି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ଅଧିକାରୀ ପଦବୀ ଖାଲି ପଡିଛି । ତେଣୁ କିଛି ମାସ ହେଲା ଉନ୍ନୟନ କାମ ଠପ୍ ହୋଇପଡିଛି। ଗତ ଏକ ମାସ ହେଲା ଏହି ସଂସ୍ଥାର…
Read More...