ମା ମହାଲକ୍ଷ୍ମୀଙ୍କ ପୂଜା ଓ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ;କଳସ ଯାତ୍ରାରେ ଯୋଗ ଦେଲେ ଶତାଧିକ ମହିଳା ଭକ୍ତ ।
ବେଗୁନିଆପଡା,୨୭/୧୧(ପିପିଟି): ଆଜି ପବିତ୍ର ମାର୍ଗଶିର ଶୁକ୍ଳ ଅଷ୍ଟମୀ ଗୁରୁବାର ରେ କୋଦଳାରେ ପ୍ରଥମ ଥର ପାଇଁ ବହୁ ଆଡମ୍ବର ସହିତ ପୂଜା ପାଇଲେ ମା "ମହାଲକ୍ଷ୍ମୀ "। ଖଡୁରାସାହିରେ ଆନନ୍ଦ ଉଲ୍ଲାସ, ସାହିରେ ଆଧ୍ୟାତ୍ମିକ…
Read More...
Read More...